Home କୋରାପୁଟ ନେରେଡିବାଲସା ପରିଦର୍ଶନ କଲେ ପଟ୍ଟାଙ୍ଗୀ ବିଡିଓ

ନେରେଡିବାଲସା ପରିଦର୍ଶନ କଲେ ପଟ୍ଟାଙ୍ଗୀ ବିଡିଓ

26

କୋରାପୁଟ ୨୬-୧୦(ଓଡିଆ ପୁଅ /ରଂଜନ ଦାସ) ଆଦିବାସୀ ଓ ଲୋକ ଉତ୍ସବ ପରବ-୨୧ର ଶୁଭାରମ୍ଭ  କୋଟିଆ ଗ୍ରାମପୁଞ୍ଜର ନେରେଡିବାଲସାଠାରେ ଶୁଭାରମ୍ଭ କରାଯିବା ନିମନ୍ତେ ଗତକାଲି ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଥିଲା । ଆଜି ପଟ୍ଟାଙ୍ଗୀ ବିଡିଓ ସୈାମ୍ୟ ସାର୍ଥକ ମିଶ୍ର ନେରେଡିବାଲସା ଯାଇ କେଉଁଠି ବୈଠକ କରାଯିବ ତାହା ତଦାରଖ କରିଥିଲେ ।ତାଡିବାଲସାରେ ଓଡିଶାର ନୁତନ ଭାବେ ନିର୍ମିତ ସ୍କୁଲ ଗୃହ ମଧ୍ୟ ପରିଦର୍ଶନ କରିଥିଲେ ।ନେରେଡିବାଲସା ପରିଦର୍ଶନ କରିବା ସମୟରେ ଆନ୍ଧ୍ରର ପୋଲିସ ଓ ଅଧିକାରୀ କୋଟିଆ ବିବାଦ ସଂପର୍କରେ ବିଡିଓ ଶ୍ରୀ ମିଶ୍ରଙ୍କୁ ପଚାରି ଆଲୋଚନା କରୁଥିଲେ ବୋଲି ଜଣାପଡିଛି ।ପଟ୍ଟାଙ୍ଗୀ ଏବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସ ରାୟ,ଏପିଓ ସୈାମେନ୍ଦ୍ର  ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.