Home କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ଓଡିଆ ସୂଚନା ଫଳକ ଲାଗିଲା

କୋଟିଆ ଗ୍ରାମପୁଞ୍ଜରେ ଓଡିଆ ସୂଚନା ଫଳକ ଲାଗିଲା

34

କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ) ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଓଡିଆ ସୂଚନା ଫଳକ ଲଗାଯାଇଥିବା ଜଣାପଡିଛି ।କୋଟିଆ ଗ୍ରାମପୁଞ୍ଜର ଡୋଲିଆମ୍ବ , ତଳ ଗଞେଇପଦର , ଫାଟୁସେନେରୀ  ଓ ହରମାଣ୍ଡିଙ୍ଗି ଗ୍ରାମରେ ଓଡିଆ ସୂଚନା ଫଳକ ଗୁଡିକୁ ବ୍ଲକ ପ୍ରଶାସନ ତରଫରୁ ଲଗାଯାଇଥିବା ଜଣାପଡିଛି ।ବିଡିଓ ସୈାମ୍ୟ ସାର୍ଥକ ମିଶ୍ର , ଏବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସ ରାୟ , ଏପିଓ ସୈାମେନ୍ଦ୍ର  କୁମାର ନାୟକ , ପିଇଓ ନବ କିଶୋର ହନ୍ତାଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.