Home କୋରାପୁଟ ଆନ୍ଧ୍ର ତରଫରୁ ନେରେଡିବାଲସାରେ ସ୍ୱତନ୍ତ୍ର ଗ୍ରାମସଭା କରାଯାଇ ଜବକାର୍ଡ ପ୍ରଦାନ

ଆନ୍ଧ୍ର ତରଫରୁ ନେରେଡିବାଲସାରେ ସ୍ୱତନ୍ତ୍ର ଗ୍ରାମସଭା କରାଯାଇ ଜବକାର୍ଡ ପ୍ରଦାନ

45

କୋରାପୁଟ ୨୬-୧୦(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞ୍ଜର ନେରେଡେିବାଲସାରେ ଆନ୍ଧ୍ର ତରଫରୁ ସ୍ୱତନ୍ତ୍ର ଗ୍ରାମସଭା କରାଯାଇ ମହାତ୍ମାଗାନ୍ଧୀ  ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗଡ ଜବକାର୍ଡ ପ୍ରଦାନ କରିଥିବା ଜଣାପଡିଛି ।ଡିଡବ୍ଲୁଏମଏର ପିଡି ଜି. ଉମା  ମହେଶ୍ୱର ଓ ଏପିଡି ଚିନ୍ନମ ନାଇଡୁ ଯୋଗଦେଇ ଜବକାର୍ଡ ପ୍ରଦାନ କରିଥିବା ଜଣାପଡିଛି ।ତଳପଣିକି ଗ୍ରାମର ୨୨ ଜଣ ବ୍ୟକ୍ତିଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିବା ବେଲେ ଉପରପଣିକି ୧୦ ,ରଣାସିଂ ୩୦ ଓ ଗାଲିଗାବଦାର ଗ୍ରାମର ୧୪୭ ଜଣ ବ୍ୟକ୍ତିଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.