Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ସାହିତ୍ୟ ସଂସଦର କବିତାପାଠ,କର୍ମଶାଳା ଓ ଆଲୋଚନା ଚକ୍ର

0
ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତର କବିତାପାଠୋତ୍ସବ,କର୍ମଶାଳା ଓ ଆଲୋଚନାଚକ୍ର ବନ୍ତ ଶ୍ରୀବନ୍ତପୁର ସ୍ଥିତ ମା’ତାରିଣୀ ମନ୍ଦିର ପୀଠରେ ଅନୁଷ୍ଠିତ...

ଭଣ୍ଡାରିପୋଖରୀରେ ନୂତନ ସାମାଜିକ ସଙ୍ଗଠନ ଉଦଘାଟିତ

0
ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରସ୍ତରୀୟ ନୂତନ ସାମାମଜିକ ସଙ୍ଗଠନ ରବିବାର ଶାରଦା ବିଦ୍ୟାମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି । ଆଇନଜୀବି...

ଅପର୍ତ୍ତିବିନ୍ଧା ଉନ୍ନୟନ କମିଟିର ସାଧାରଣ ପରିଷଦ ବୈଠକ

0
ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଅପର୍ତ୍ତିବିନ୍ଧା ନିଉକଲୋନୀ ଉନ୍ନୟନ ପରିଷଦ କମିଟିର ବୈଠକ ଆଜି କଲୋନୀ ସ୍ଥିତ ଜ୍ୟୋତି ପ୍ରକାଶ ଦାସଙ୍କ ଘରେ ଅନୁଷ୍ଠିତ ହୋଇଥିଲା...

ଜିଲ୍ଲାର ନୂତନ ମୁଖ୍ୟ ମୁଖପାତ୍ର ଭାବରେ ଶୁଭେନ୍ଦୁ ରାୟ ମହାପାତ୍ର ନିଯୁକ୍ତ

0
ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ବିଭିନ୍ନ ଜିଲ୍ଲା ସ୍ତରୀୟ ମୁଖ୍ୟ ମୁଖପାତ୍ରଙ୍କ ନାମ ଆଜି ପିସିସି ପକ୍ଷରୁ ଘୋଷରା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ...

ସଂଗ୍ରାମୀ ମହମ୍ମଦ ହନିଫ୍ ସ୍ମୃତି କମିଟି ପୁନର୍ଗଠିତ

0
ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ ସଭା ସାଂସଦ ସ୍ୱାର୍ଗ ମହମ୍ମଦ ହନିଫ୍ ସ୍ମୃତି କମିଟିର ସଭାପତି ପରମାନନ୍ଦ ଦାସଙ୍କ...

ବାଂଶଡା-ଦିଗଛିଆ ରାସ୍ତା ସଂପ୍ରସାରଣ,ଯଶୀପୁର ବଜାରରେ ଶହେ ଦୋକାନୀଙ୍କୁ ହଟାଇଲା ପ୍ରଶାସନ

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଂଶଡା-ଦିଗଛିଆ ରାସ୍ତା ସଂପ୍ରସାରଣ ପାଇଁ ଯଶୀପୁର ଠାରେ ଶହେରୁ ଉର୍ଦ୍ଧ ଦୋକାନୀଙ୍କୁ ସରକାରୀ ଜମିରୁ ହଟାଇଛି ପ୍ରଶାସନ । ଏହି ସଂପ୍ରସାରଣ...

ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ ହନୁମାନ ମନ୍ଦିର ପରିସରରୁ ଡ଼ଷ୍ଟବିନ୍ ଉଚ୍ଛେଦ ହେଲା

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ପରିକ୍ରମା କରିଥିବା ୧୬ ନଂମ୍ବର ଜାତୀୟ ରାଜପଥ ପାଶ୍ୱର୍ ସାଳନ୍ଦୀ ନଦୀକୂଳ ସାହାପୁର ଠାରେ ଥିବା ପ୍ରସିଦ୍ଧ ପଂଚମୁଖି...

ଅବଦଲାପୁର – ବରପଦା ବଜାର ରାସ୍ତାର ଶୋଚନୀୟ ଅବସ୍ଥା, ନିର୍ମାଣ ନେଇ ଗ୍ରାମାବାସୀ ଜିଲ୍ଲା...

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରାମାଂଚଳର ବିକାଶ ପାଇଁ ସରକାର ବିପୁଳ ଅର୍ଥ ପ୍ରଦାନ କରୁଛନ୍ତି ତେବେ ପ୍ରଶାସନିକ ସ୍ତରରେ ଏହି ଅର୍ଥର ସୁବିନିଯୋଗ ହୋଇପାରୁନାହିଁ ।...

ଅଗ୍ନିକାଣ୍ଡରେ ୪ବଖରା ଜଳିଗଲା

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ମଙ୍ଗଳପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ପ୍ରଫୁଲ୍ଲ ପାଣିଗ୍ରାହୀ, ପ୍ରଶାନ୍ତ ପାଣିଗ୍ରାହୀ ଓ ପ୍ରଦୀପ ପାଣିଗ୍ରାହୀଙ୍କର...

ଚିତ୍ରଶିଳ୍ପୀ ଓ କବି ଅଶୋକ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ଚିତ୍ର ଓ କବିତାରେ...

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ପାଳିଆବିନ୍ଧା ଗ୍ରାମରେ ଶନିବାର ଅଶୋକ ମହାନ୍ତି ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ଚିତ୍ରଶିଳ୍ପୀ ଓ...

ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟଙ୍କ ପ୍ରଶିକ୍ଷଣ, କିଶୋର ନ୍ୟାୟ ଆଇନ୍ ଓ ଅଧିନିୟମ -୨୦୨୧...

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ , ଭଦ୍ରକ ପରିସରରେ ଏକଦିବସୀୟ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍ ନିମନ୍ତେ କିଶୋର ନ୍ୟାୟ ଆଇନ ଓ...

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆର୍ନ୍ତଜାତୀୟ ଓଜୋନ୍ ଦିବସ ପାଳିତ ଓ ପ୍ରାଚୀର ପତ୍ରିକା...

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜୀବଜଗତ ଉପରେ ସୂର୍ଯ୍ୟଙ୍କର ଅତି ବାଇଗଣି ରଶ୍ମିର କୁପ୍ରଭାବ ରହିିଛି ଓ ଏହାକୁ ପ୍ରତିହତ କରିବା ପାଇଁ ଓଜୋନ୍ ସ୍ତରର ଭୂମିକା...

ମୋ ସେବା କେନ୍ଦ୍ର ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପଂଚାୟତ ଅଫିସର ପରିସରରେ ମୋ ସେବା କେନ୍ଦ୍ର ଦାବି କରି ଭଦ୍ରକ ଜିଲ୍ଲା ମୋ ସେବା କେନ୍ଦ୍ର ସଂଘ ପକ୍ଷରୁ ଭଦ୍ରକ...

ଇ.ପି.ଏଫ୍‌. ପେନ୍‌ସନ୍ ହୋଲଡ଼ରଙ୍କ ୩ ଦଫା ଦାବି ନେଇ ଧାରଣା

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଧିକ ପେନ୍‌ସନ୍ ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବା ଦାବି ନେଇ ଅଲ୍ ଓଡ଼ିଶା ଇ.ପି.ଏଫ୍‌. ପେନ୍‌ସନରର୍ସ ଆସୋସିଏସନ୍ ଭଦ୍ରକ...

ପରକିୟା ପ୍ରୀତିରୁ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା, ଅଭିଯୁକ୍ତର ଗିରଫ ପାଇଁ...

0
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଥାନା ଅଧୀନସ୍ଥ ମୁସ୍ତାଫାପୁର ପଂଚାୟତର ଗଉଡବିଶି ମୌଜା ରାଣୀପୋଖରୀ ଆଡି ନିକଟ ଚାଷଜମି ପାଶ୍ୱର୍ରେ ବନ୍ଧଟିଆ ଉପସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟକର୍ମୀ...

ଆଇନ ସମ୍ମତ ଶିଶୁ ହିଁ ପରିବାରର ଅଂଶ, ପୋଷ୍ୟସନ୍ତାନ ଗ୍ରହଣ ଆଇନ ଓ ‘କାରା’...

0
ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ସଂସ୍କୃତିଭବନ, ଭଦ୍ରକ ପରିସରରେ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଓ ‘କାରା’ ନିୟମାବଳୀ ଶୀର୍ଷକ ସମ୍ବେଦନଶୀଳତା କର୍ମଶାଳା ଜିଲ୍ଲା ଶିଶୁ ସୁରକ୍ଷା...

ଭଦ୍ରକ ପୌରପାଳିକାର ୨୧ତମ ବୈଠକ, ଅଧାରୁ ବୈଠକ ବର୍ଜନ କଲେ ଶାସକ ଦଳର ପାରିଷଦ

0
ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଣି ଚର୍ଚାକୁ ଆସିଛି ଭଦ୍ରକ ପୌର ରାଜନୀତି । ମଙ୍ଗଳବାର ପୌରପାଳିକାର ୨୧ତମ କାଉନସିଲ ବୈଠକ ଅଧାରୁ ସ୍ଥଗିତ ରହିଛି ।...

୫ମ ଜିଲ୍ଲା ପରିଷଦ ଓ ଜିଲ୍ଲା ଯୋଜନା ବୋର୍ଡ଼ ବୈଠକ, ଜଳସେଚନ ଓ ରବି...

0
ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ, ନୂତନ ପ୍ରସ୍ତାବ, ଜନପ୍ରତିନିଧିମାନଙ୍କ ଦାବୀ, ଅଭିଯୋଗ, ଧାର୍ଯ୍ୟ ଲକ୍ଷ୍ୟ ପୂରଣ, ବାଦ୍ ପଡ଼ିଯାଉଥିବା...

ଭଦ୍ରକ – ରାଜ୍ୟତମାମ ବିଇଓ କାର୍ଯ୍ୟାଳୟରେ ଧାରଣା

0
ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ଛଅଦିନ ହେବ ତିନିଦଫା ଦାବୀନେଇ ଧାରଣାରେ ବସିରହିଛନ୍ତି । ଫଳରେ ବିଦ୍ୟାଳୟ ମାନଙ୍କର ପ୍ରାୟ...

୫ଦଫା ଦାବିରେ ଜେଲ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

0
ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୫ଦଫା ଦାବି ପୂରଣ ନେଇ ଭଦ୍ରକ ସବ୍‌ଜେଲର କର୍ମଚାରୀମାନେ କଳାବ୍ୟାଚ ପିନ୍ଧିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୨୫ତାରିଖରୁ ଆମରଣ...