Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଆର୍‌.ସି.ବି.ଏଲ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କୁଲ ଲିଗାଲ କ୍ଲବ୍‌ରେ ସଚେତନତା ଶିବିର

0
ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାମଚନ୍ଦ୍ର ବିହାରିଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍କୁଲ...

ବନ୍ତରେ ଗଡ଼ିଲା ଶିକ୍ଷା ସଚେତନତାର ରଥ

0
ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ଶିକ୍ଷା ସଚେତନତା ରଥର ସୁଭାରମ୍ଭ କରାଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକଙ୍କ...

ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

0
ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜନତା ପାର୍ଟି ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍ ବଳଦେବଜୀଉ ମଣ୍ଡଳର ବିଭିନ୍ନ ପଞ୍ଚାୟତରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଅସହାୟ ଶିଶୁଙ୍କ ପାଖରେ ପହଞ୍ôଚଲା ଶିଶୁ ସୁରକ୍ଷା ଦଳ

0
ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପିତା-ମାତା ଥାଇ ମଧ୍ୟ ଅସହାୟ, ଅବହେଳିତ ଅବସ୍ଥାରେ ଥିବା ଶିଶୁମାନଙ୍କ ପାଖରେ ପହଞ୍ôଚଛି ଜିଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀମାନେ ।...

ନଦୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ

0
ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ ଅନ୍ତର୍ଗତ ନଦୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଦୀର୍ଘ ୪୦ ବର୍ଷ ଧରି ଏକ ଆଜବେଷ୍ଟସ୍ ଘରେ ଡାକ୍ତରଖାନା ଚାଲିଥିବାବେଳେ...

ସାବିତ୍ରି ସରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗ୍ୟାସ ଟାଙ୍କିରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୫୬...

0
ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ଏକ ପ୍ରାଥମିକ ବିଦ୍ୟାଳୟରେ ୫୬ଛାତ୍ରଛାତ୍ରୀ ନିଆଁ ଦାଉରୁ ରକ୍ଷା ପାଇଛନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି...

ଘାସମରା ଔଷଧ ପାରାକ୍ୱାଟ୍‌ର ବିକ୍ରୟ ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲା

0
ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଘାସମରା ଔଷଧ ପାରାକ୍ୱାଟ୍‌ର ସେବନ ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ନେଇ କୃଷି ଓ କୃଷକ ଓଡ଼ିଶା ସଶକ୍ତ କରଣ...

ଦେବରାଜ ମୃତ୍ୟୁ ଘଟଣାରେ ପ୍ରେମିକାକୁ ଗିରଫ କଲା ପୁଲିସ

0
ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ବହୁଚର୍ଚିତ ଦେବରାଜ ମୃତ୍ୟୁ ମାମଲାରେ ଟାଉନ ପୁଲିସ କଥିତ ପ୍ରେମିକା ଇପସିତା ବେହୁରାକୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ...

ଜାତୀୟ ରକ୍ତଦାନ ଦିବସ ପାଳିତ

0
ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ଓଡ଼ିଶା ବ୍ଲଡ଼୍ ସେଣ୍ଟର ଆନୁକୂଲ୍ୟରେ ଭଦ୍ରକ ଟାଉନ୍ ହଲ୍‌ଠାରେ ଜାତୀୟ ରକ୍ତଦାନ ଦିବସ ପାଳିତ ହୋଇଯାଇଛି...

ବିଳମ୍ବ ବର୍ଷା ସତ୍ୱେ ଖରିଫ ଚାଷର ଲକ୍ଷ୍ୟଧାର୍ଯ୍ୟ ଶତ ପ୍ରତିଶତ ଫଳପ୍ରଦ

0
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଳମ୍ବ ବର୍ଷା ହେବା ସତ୍ୱେ ଜିଲାରେ ଚଳିତବର୍ଷ ଖରିଫ ଚାଷ ସଂପୂର୍ଣ୍ଣ ହୋଇଛି । କୃଷି ବିଭାଗର ସମୀକ୍ଷା ବୈଠକରୁ ଜଣାଯାଇଛି...

ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ

0
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏସିବି ଫାଉଣ୍ଡେସନ କାହାଳିଆଗଢିଆ ପକ୍ଷରୁ ଆଜି ସୋସୋ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋସୋ,ସରାକାରୀ ଉଚ୍ଚ...

ଅଗ୍ନି ବିପନ୍ନଙ୍କୁ ସହାୟତା ଦାବୀ କଲା ବ୍ଲକ କଂଗ୍ରେସ

0
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାଂଶଡା ଥାନା ଅଧିନସ୍ଥ ଜଳଧରପୁର ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଗନ୍ନାଥ ନାୟକଙ୍କ ଘର ସଂପୂର୍ଣ...

ବନ୍ତରେ ବିଜେପିର ସମର୍ପିତ ଅଭିଯାନ, ଏକାଠି ହେଲେ ଦଳୀୟ ନେତୃବୃନ୍ଦ

0
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସହିଦ୍ ମାନଙ୍କ ଉଦେଶ୍ୟରେ ଦିଲ୍ଲୀରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ପାଇଁ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଟିଲୋ...

ବିପର୍ଯ୍ୟସ୍ତ ବୈତରଣୀ ନଦୀବନ୍ଧକୁ ବାଲିବସ୍ତା ପକାଇ ସୁରକ୍ଷିତ କଲା ବିଭାଗ, ହେବ ସ୍ଥାୟୀ ମରାମତି

0
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଣ୍ଟିଘାଇ ଠାରୁ ମଣିନାଥପୁର ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ୩ କିଲୋମିଟର ବ୍ୟାପି ବୈତରଣୀ ନଦୀବନ୍ଧର ଗର୍ତ୍ତଗୁଡିକୁ ଗୁରୁବାର ବାଲିବସ୍ତା ପକାଇ ଜଳସମ୍ପଦ ବିଭାଗ...

ଲଗାଣ ବର୍ଷାରେ ଖରିଫ ଧାନ ଚାଷରେ ରୋଗ ପୋକ

0
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଖରିଫ ଧାନ ଚାଷରେ ରୋଗ ପୋକକୁ ନେଇ ଚାଷୀ ଏବେ ଚିନ୍ତା ପ୍ରକଟ କରିଛନ୍ତି ।...

ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍ ପକ୍ଷରୁ ମାଗଣା ମଧୁମେହ ଚିକିତ୍ସା ଶିବିର

0
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍ ପକ୍ଷରୁ ମାଗଣା ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର ହରିପୁର ପଞ୍ଚାୟତର...

ବୈତରଣୀ ନଦୀବନ୍ଧ ବିପର୍ଯ୍ୟସ୍ତ, ଭାଙ୍ଗିବ ବିନ୍ଧାଣ ସ୍ଲୁଇସ ଗେଟ!

0
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଣ୍ଟିଘାଇ ଠାରୁ ମଣିନାଥପୁର ବୈତରଣୀ ନଦୀବନ୍ଧ ବିପର୍ଯ୍ୟସ୍ତ ହୋଇଛି । ୩ କିଲୋମିଟର ବ୍ୟାପି ଏହି ବନ୍ଧ ଉପରରେ ବହୁ ଛୋଟ...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ପଟ୍ଟଚିତ୍ର ପ୍ରଦାନ

0
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଆଗରପଡ଼ା ନିକଟସ୍ଥ ଚକ୍ରାପାଢ଼ି ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ନମିତା ବେହେରା ଆଜି ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ...

ସହକାରୀ ବୟନଶିଳ୍ପ ନିଦ୍ଦେର୍ଶକ ବୁଣାକାରଙ୍କୁ ଭେଟିଲେ

0
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୁଣାକାରଙ୍କ ଉପରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ଏ ନେଇ ଆଜି ସହକାରୀ ବୟନଶିଳ୍ପ ନିଦ୍ଦେର୍ଶକ ବୋର୍ଡ଼ ସଭ୍ୟ ସମେତ...

ବାଲ୍ୟ ବିବାହ ନିଷେଧ ଅଭିଯାନ, ପାରମ୍ପରିକ ମୁଖିଆମାନଙ୍କୁ ନେଇ ସଚେତନତା ବୈଠକ

0
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲ୍ୟ ବିବାହ ନିଷେଧ ପାଇଁ ସଚେତନତା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଂସ୍କୃତି ଭବନ ଠାରେ ବିଶେଷ କରି ମୁସଲିମ୍...