Pramod Kumar Ray
ଧାମନଗର କୃଷି କାର୍ଯ୍ୟଳୟରେ କୃଷିରଥ ଉଦ୍ଘାଟିତ
ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ କାର୍ଯ୍ୟାଳୟ ପରିସରରେ ରବି-୨୦୨୧ ବର୍ଷର କୃଷିରଥ କାର୍ଯ୍ୟକ୍ରମକୁ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ...
ଜଗନ୍ନାଥପ୍ରସାଦ ସୈରାତ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା
ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର ଜଗନ୍ନାଥପ୍ରସାଦ ବୈତରଣୀ ସୈରାତ ସମ୍ପର୍କରେ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟିର...
ସମ୍ଭାବ୍ୟ ସୁନାମୀ ମୁକାବିଲା : : ଜିଲ୍ଲା ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର
ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ସମ୍ଭାବ୍ୟ ସୁନାମୀ ମୁକାବିଲା...
ଇନରହୁଇଲ୍ କ୍ଲବ୍ ଜିଲା ଚେୟାରମେନ୍ଙ୍କ ଭଦ୍ରକ ଗସ୍ତ
ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇନରହୁଇଲ୍ କ୍ଲବ୍ର ଜିଲା ଚେୟାରମେନ୍ ମନୀଷା ଶ୍ରୀବାତ୍ସବ ଭଦ୍ରକ କ୍ଲବ୍ ପରିଦର୍ଶନ ଅବସରରେ ଦ୍ରୌପଦୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ...
ଚୋରା କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୨ ଗିରଫ
ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚୋରା କୋଇଲା କାରବାର ଦିନକୁ ଦିନ ଭଦ୍ରକରେ ବୃଦ୍ଧି ପାଇଆସୁଥିବାବେଳେ ଏଥିରେ ସଂପୃକ୍ତ ବହୁ ବ୍ୟକ୍ତି ଗିରଫ ହୋଇ ଜେଲ୍ ଯାଇଛନ୍ତି...
୧୦୦ ଲିଟର ଦେଶୀ ମଦ ସହ ସ୍କୁଟି ଜବତ, ଜଣେ ଗିରଫ
ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅବକାରୀ ବିଭାଗ ପକ୍ଷରୁ ପ୍ରତିଦିନ ଭଦ୍ରକରୁ ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ...
ବିପୁଳ ଜନସମାଗମରେ ଦିବଂଗତ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ଅନ୍ତିମ ଶୋଭାଯାତ୍ରା, ବିଧାୟକ ସଂଜୀବ...
ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୟୋବୃଦ୍ଧ ସ୍ୱ।।ଧୀନତା ସଂଗ୍ର୍ାମୀ ହୃଦାନନ୍ଦ ରାଉତ (୯୧) ଙ୍କର ଗତକାଲି ସନ୍ଧ୍ୟାରେ ଭଦ୍ରକ ବ୍ଲକ୍ କଲେଇ ଗ୍ରା.ପ. ସ୍ଥିତ ବଳଭଦ୍ରପୁର ଗ୍ରାମ ନିଜ...
ଭଦ୍ରକ ବ୍ଲକ୍ ସିଡିପିଓ ଅଫିସ୍ ମହିଳା ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢାଉ
ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାକିରୀ ମହିଳା ସୁପରଭାଇଜର । କିନ୍ତୁ ସଂପତ୍ତି କୋଟି କୋଟି ଟଙ୍କାର । ୫ ତାଲା ବିଲ୍ଡିଂ ସାଙ୍ଗକୁ ରହିଛି ବଡ...
ଜିଲ୍ଳାପାଳଙ୍କ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚାନକ ପରିଦର୍ଶନ, ପରିବେଶ ସଫାସୁତୁରା ନଥିବାରୁ ଜିଲ୍ଳାପାଳ ଅସନ୍ତୋଷ
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ମାଝି ନୂଆକରି ଜିଲ୍ଳାପାଳ ଭାବେ ଦାୟିତ୍ୱ ନେବାପରେ ଆଜି ଅଚାନକ ଭାବେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର...
ଧାମନଗର ବିଡ଼ିଓ ସାଧାରଣ ଲୋକ ଓ ଗଣତନ୍ତ୍ରକୁ ସମ୍ମାନ ଦେଉନାହାନ୍ତି: ବିଜେପିର ଅଭିଯୋଗ
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଧାମନଗର ବିଡିଓ ସ୍ଥାନୀୟ ଅଧ୍ୟକ୍ଷ ହାତବାରିଶୀ ସାଜି ବହୁ ଅନିୟମିତତା କାର୍ଯ୍ୟ କରୁଥିବା...
ବିଜେଡି ରାଲି ପାଇଁ ଅଟକିଲା ଆମ୍ବୁଲାନ୍ସ
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରାରେ ବିଜେଡି ପକ୍ଷରୁ ଏକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ଏବଂ ମିଶ୍ରଣ...
ସର୍ବଭାରତୀୟ ଶ୍ରମିକ ନେତା ପ୍ରତାପ ପଣ୍ଡାଙ୍କ ଶ୍ରାଦ୍ଧ ବାର୍ଷିକୀ, ମାଗଣା ମଧୁମେହ ପରୀକ୍ଷା ଓ...
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ମଜଦୁର ସଂଘର ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି, ଅଖିଳ ଭାରତୀୟ ଖଣି ମଜଦୁର ମହାସଂଘର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା...
ଭଦ୍ରକ : ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ଦେହାନ୍ତ, ବିଭିନ୍ନ ମହଲରେ ଶୋକ
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେବଳ ଭଦ୍ରକ ନୁହେଁ, ଆମ ରାଜ୍ୟର ଜଣେ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ହୃଦାନନ୍ଦ ରାଉତଙ୍କର ଆଜି ୯୧ ବର୍ଷ...
କୁଜଙ୍ଗ ତହସିଲ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲା, ଭିଜିଲାନ୍ସ ଜାଲରେ ତିହିଡି ତହସିଲଦାର...
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା କେନ୍ଦ୍ରାପଡା ଜିଲା କୁଜଙ୍ଗ ତହସିଲର ବସୁନ୍ଧରା ଯୋଜନାର ଜମି ଜାଲିଆତି ମାମଲାରେ...
ପୂର୍ବତନ ବାୟୁ ଯୋଦ୍ଧା ନଗେନ୍ଦ୍ରଙ୍କ ପରଲୋକ
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ଅଣିଜୋ ଗ୍ରାମପଞ୍ଚାୟତ ଅଣିଜୋ ଗ୍ରାମର ସ୍ୱର୍ଗତ ନଗେନ୍ଦ୍ର ମିଶ୍ରଙ୍କ ୭୭ ବର୍ଷ ବୟସରେ ପରଲୋକ ଘଟିଛି...
ସର୍ବଭାରତୀୟ ଚେସ୍ ଖେଳାଳୀ ଉଦୟ ପରିଡା
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ସିଲନ୍ଦୀ ଗ୍ରାମର କୁନି ଚେସ୍ ଖେଳାଳୀ ଉଦୟ ପରିଡ଼ା ୧୩ବର୍ଷରୁ କମ୍ ସର୍ବଭାରତୀୟ ବାଳକ...
ବିପଦରେ ଧୀବର କୂଳ, ଟ୍ରଲରରେ ଲାଗିପାରୁନି ସତର୍କ ସୂଚନା ଯନ୍ତ୍ର, ୧୧ ବର୍ଷ ହେଲା...
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗଭୀର ସମୁଦ୍ରରେ ହଜିଯାଉଛନ୍ତି, ବୁଡିଯାଉଛନ୍ତି ଧୀବରମାନେ । ଏମାନଙ୍କୁ ସୁରକ୍ଷା ଦେବାପାଇଁ ତିଆରି ହେଲା ଯୋଜନା । ସମୁଦ୍ର ମଝିରେ କିଛି...
ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ସୃଜନିକା ଉନ୍ମୋଚିତ
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ତ୍ରୈମାସିକ ପତ୍ରିକା ‘ସୃଜନିକା’ ରବିବାର ପବିତ୍ର ରକ୍ଷାବନ୍ଧନ ପାଳନ ଅବସରରେ ଆଭାସୀ ଉନ୍ମୋଚିତ ହୋଇଛି ।...
ଗୌରଗୋପୀନାଥ ଆଶ୍ରମର ଝୁଲଣଯାତ୍ରା ଅନୁଷ୍ଠିତ
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ନିକଟସ୍ଥ ରାପିତା ଠାରେ ଶ୍ରୀ ଶ୍ରୀ ଗୌରଗୋପୀନାଥ ଆଶ୍ରମର ରାଧା ଗୋପୀନାଥଙ୍କର ଝୁଲଣଯାତ୍ରା ଓ ବଳଦେବଙ୍କ ଜନ୍ମଉତ୍ସବ ଆଜି ଆଶ୍ରମ...
ମା’ ମନ୍ତ୍ରବାସୁଳୀ ପୀଠରେ ଚାରାରୋପଣ, ସଚେତନତା ଓ ସମ୍ବଦ୍ଧନା କାର୍ଯ୍ୟକ୍ରମ
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ସ୍ଥିତ ମା’ ମନ୍ତ୍ରବାସୁଳୀ ପୀଠରେ ଆଜି ଧାମନଗର ପ୍ରେସ୍ କ୍ଲବ, ଯାଦବ ମହାସଭା ଓ ତାରିଣୀ ଯୁବକସଂଘର ମିଳିତ ସହଯୋଗରେ...
























