Pramod Kumar Ray
କେନ୍ଦ୍ରଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି ପକ୍ଷରୁ ସ୍କାରକପତ୍ର ପ୍ରଦାନ, ଆଖୁଆପଦାରେ ବ୍ୟାରେଜ ନିର୍ମାଣ...
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀର ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ମାରକପତ୍ର...
ଇଷ୍ଟକୋଷ୍ଟ ରେଳ ବିଭାଗର ମନମୁଖି ଟ୍ରେନ ଭଡ଼ା ଆଦାୟ ପ୍ରତିବାଦରେ ଦାବିପତ୍ର ପ୍ରଦାନ
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇଷ୍ଟକୋଷ୍ଟ ରେଳ ବିଭାଗ ପକ୍ଷରୁ ପାସେଞ୍ଜର ଟ୍ରେନ୍ରେ ଏକ୍ସପ୍ରେସ ଭଡ଼ା ନେଇ ଯାତ୍ରୀଙ୍କୁ କରାଯାଉଥିବା ଶୋଷଣକୁ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ...
ବରପଦା ଇଂଜିନିୟରିଂ ଶିକ୍ଷାନୁଷ୍ଠାନର ବିବାଦ ପିଛା ଛାଡୁନି, ବକେୟା ଓ ନିୟମିତ ଦରମା ଦାବିରେ...
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରପଦା ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନର ବିବାଦ ପିଛା ଛାଡୁନି । ସଂପୃକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ବିଏସ୍ଇଟି ସୋସାଇଟିର...
କର୍ତ୍ତବ୍ୟରେ ଅବହେଳା, ମାଳଦା ସୋସାଇଟି ସମ୍ପାଦକ ନିଲମ୍ବିତ
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ମାଳଦା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ରଙ୍କୁ ନିଲମ୍ବିତ କରାଯାଇଛି । ବାଲେଶ୍ୱର-ଭଦ୍ରକ କେନ୍ଦ୍ର...
ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ବଧୂ ମିନତୀ ସାହୁଙ୍କୁ ଶାଶୁଘର ଲୋକେ ଯୌତୁକ ଦାବିରେ ହତ୍ୟା କରିଥିବା...
ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ବାର୍ଷିକ ଅଧିବେଶନ ଓ ଜିଲ୍ଳା କର୍ମକର୍ତ୍ତା ଚୟନ
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ବାର୍ଷିକ ଅଧିବେଶନ ସ୍ଥାନୀୟ ବନ୍ତ ଛକ ଆଖଣ୍ଡଳେଶ୍ୱର ମହାଦେବ...
ଚାନ୍ଦବାଲିରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଯୁଗ୍ମ ଜନଶୁଣାଣି ଶିବିର
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ଏପ୍ରିଲ ମାସର ଶେଷ ସୋମବାରରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଚାନ୍ଦବାଲି ବ୍ଲକରେ ଅନୁଷ୍ଠିତ ହୋଇଯାଇଛି ।...
ସମ୍ବଲପୁରରେ ହିନ୍ଦୁମାନଙ୍କୁ ଯୋଜନାବଦ୍ଧ ଆକ୍ରମଣ ଓ ହତ୍ୟା ପ୍ରତିବାଦରେ “ସମଗ୍ର ହିନ୍ଦୁ ସମାଜ” ତରଫରୁ...
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସମଗ୍ର ହିନ୍ଦୁ ସମାଜ ତରଫରୁ ସମ୍ବଲପୁରରେ ଗତ ୧୨ ଏପ୍ରିଲ ଏବଂ ୧୪ ଏପ୍ରିଲରେ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ...
ଭଦ୍ରକ ଜିଲାର ଦୁଇଟି ଥାନା ଅଞ୍ଚଳରେ ସରକାରୀ ମୁସଲିମ୍ କାଜି ନିଯୁକ୍ତ
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ (ଭି-।। ଅଫ୍ ୧୯୪୯) ମହମଦିଆନ ମ୍ୟାରେଜ୍ ଏଣ୍ଡ ଡାଇଭର୍ସ ଆକ୍ଟ ଅନୁଯାୟୀ ମୁସଲିମ୍ ସଂପ୍ରଦାୟର ବିବାହ ଓ ବିଚ୍ଛେଦ...
କନ୍ୟା ହତ୍ୟାକାରୀଙ୍କୁ ପୁଲିସ୍ ଗିରଫ ନକରିବା ପ୍ରତିବାଦରେ ପରିବାରଙ୍କ ଧାରଣା
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିବାହର ପାଞ୍ଚବର୍ଷ ମଧ୍ୟରେ ଜଣେ ମହିଳାଙ୍କୁ ଅଧିକ ଯୌତୁକ ଆଣିବା ଦାବିରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ ତାଙ୍କ...
ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ମାମଲାର ଦ୍ୱିତୀୟ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଆଜି ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡର ପ୍ରଥମ ସାକ୍ଷୀ...
ସର୍ପାଘାତରେ ବୃଦ୍ଧଙ୍କ ମୃତ୍ୟୁ
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ମହରମପୁର ଗ୍ରାମ ପଞ୍ଚାୟତ ରାଣୀପୁର (କନ୍ଦପୁର) ଗ୍ରାମର ଆଶାମଣି ମୁଦୁଲି (୭୩) ନାମକ ଜନୈକ...
ବଜ୍ରାଘାତରେ ଅଗ୍ନିକାଣ୍ଡ ଘଟି ୮ବଖରା ଭସ୍ମୀଭୂତ
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନସ୍ଥ କୁବେରା ପଞ୍ଚାୟତ କଷଟି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବଜ୍ରାଘାତରେ ଅଗ୍ନିକାଣ୍ଡ ଘଟି ୮ବଖରା...
ବଜ୍ରାଘାତରେ ଐତିହାସିକ ବିରଞ୍ôଚନାରାୟଣ ମନ୍ଦିର ଫାଟି ଖସିଲା ପଥର
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧିନ ପାଳିଆସ୍ଥିତ ଐତିହାସିକ ବିରଞ୍ôଚନାରାୟଣ ମନ୍ଦିର ବଜ୍ରାଘାତରେ ଫାଟି ପଥର ଖସି ପଡ଼ିଥିବା...
ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ ଶୋଭାଯାତ୍ରା
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାମ୍ମୁ କାଶ୍ମିରର ପୁଞ୍ଚ ଠାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ସହିଦ ହୋଇଥିବା ଦେବାଶିଶ ବିଶ୍ୱାଳଙ୍କ ସମେତ ଅନ୍ୟ ୪ଜଣ ଜବାନଙ୍କ ସ୍ମୃତି...
ପଞ୍ଜାବରୁ ବିନା ପାରିଶ୍ରମିକରେ ଫେରିଲେ ପ୍ରବାସୀ ଓଡ଼ିଆ ଶ୍ରମିକ
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ବାଉଦପୁର ଗ୍ରାମର ଅଧିବାସୀ ନିନି ମୁଣ୍ଡା, କାନା ମୁଣ୍ଡା, ମିନି ମୁଣ୍ଡା ଓରଫ ମାଟୁ ମୁଣ୍ଡାଙ୍କୁ ଗ୍ରାମ ଗ୍ରାମର...
ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ଆରମ୍ଭ, ଶିବଗଙ୍ଗା ପୁଷ୍କରଣୀରେ ଚାପ ଖେଳିଲେ ହରଗୌରୀ
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପବିତ୍ର ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ଯାଏଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଚନ୍ଦନଯାତ୍ରା । ଏଥିପାଇଁ ୨୧ଦିନ...
କାଳଜୟୀ ସୃଷ୍ଟି ଓ ସ୍ରଷ୍ଟାଙ୍କୁ ଉତ୍ତରପିଢ଼ି ନ ଜାଣିବା ସମାଜ ପାଇଁ ଶୁଭଙ୍କର ନୁହେଁ,...
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସଂସ୍କୃତ ସାହିତ୍ୟର କାଳଜୟୀ ମହାକାବ୍ୟ ଗୀତଗୋବିନ୍ଦର ସ୍ରଷ୍ଟା କବି ଶ୍ରୀ ଜୟଦେବଙ୍କ ଜୟନ୍ତୀକୁ ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା...
କୃଷିର ଉନ୍ନତି ବିନା ସାମଗ୍ରିକ ଉନ୍ନତି ଅସମ୍ଭବ, ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳନ...
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ୍ ଓଡ଼ଙ୍ଗ ଗ୍ରାମ ପଞ୍ଚାୟତର ସରମରା ଗ୍ରାମରେ ଭଦ୍ରକ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟ ଦିବସ ତଥା ଅକ୍ଷିମୁଠି...
ବିରଳ ବୌଦ୍ଧମୂର୍ତ୍ତି ଉଦ୍ଧାର
ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମୁଢ଼ାପଦା ବୈତରଣୀ ନଦୀଶଯ୍ୟାରୁ ଆଜି ଏକ ବିରଳ ବୌଦ୍ଧମୂର୍ତ୍ତି ଉଦ୍ଧାର ହୋଇଛି । ନଦୀରୁ...





















