Bikash Biswal
ତିନିମାସ ହେଲା ମିଳୁନି ସଂଗରୋଧ ପ୍ରୋତ୍ସାହନ, ବ୍ଲକ ଘେରିଲେ ପ୍ରବାସୀ
ହାଟଡିହି. ୧୨ / ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ସଂଗରୋଧ କେନ୍ଦ୍ରରେ ଥିବା କିଛି ପ୍ରବାସୀଙ୍କୁ ସେମାନଙ୍କ ପ୍ରୋତ୍ସାହନ ରାଶି ଦିଆଯାଉ ନଥିବାରୁ...
ହାଟଡିହି ବ୍ଲକରେ ପୁଣି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୪୮ଜଣଙ୍କ ନମୁନା ପରୀକ୍ଷା ପାଇଁ...
ହାଟଡିହି . ୧୧/ ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ପୁଣି ୭ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରୁ...
ପ୍ରାଣକୃଷ୍ଣଙ୍କୁ ସହାୟତାର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ
ହାଟଡିହି . ୧୧ / ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଗ୍ରାମର ଗଛରୁ ଖସିପଡି ବର୍ଷେ ହେଲା ବିଛଣାରେ ଶଯ୍ୟାଶାୟୀ ଥିବା ପ୍ରାଣକୃଷ୍ଣଙ୍କ ପରିବାରକୁ ସହାୟତାର...
ଶିକ୍ଷକ ପ୍ରଦୀପ ଖଣ୍ଡେଇଙ୍କ ପରଲୋକ
ହାଟଡିହି . ୧୧ / ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ଏଲକଣିଆ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପ୍ରଦୀପ କୁମାର ଖଣ୍ଡେଇ (୫୬)ଙ୍କର...
ହାଟଡ଼ିହି ବ୍ଲକରେ ପୁଣି ୭ ଆକ୍ରାନ୍ତ ଚିହ୍ନଟ
ହାଟଡ଼ିହି- ୧୦/୮ (ଓଡ଼ିଆପୁଅ) ହାଟଡ଼ିହି ବ୍ଲକରେ ଆଜି ସନ୍ଧ୍ୟାରେ ପୁଣି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ ୩ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ...
ମା’ ବାପାଙ୍କ ମୃତ୍ୟୁ ପରେ ତିନି ଛେଉଣ୍ଡ ଅସହାୟ ଛୁଆଙ୍କୁ ସହାୟତା ପ୍ରଦାନ
ହାଟଡ଼ିହି- ୧୦/୮ (ଓଡ଼ିଆପୁଅ) ପିଲାମାନେ ଛୋଟ ହେଇଥିବା ବେଳେ ଅଜଣା ରୋଗରେ ଚାଲିଗଲେ ମା । ବାପା ସେମାନଙ୍କ କଥା ବୁଝୁଥିଲେ । କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ୯ଦିନ ତଳେ ବାପା...
ବିଜେପି ପକ୍ଷରୁ ମଠ ଗ୍ରାମରେ ଶୁଖିଲା ଖାଦ୍ୟ ବଣ୍ଟନ
ହାଟଡିହି. ୧୦/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ ) ଭାରତୀୟ ଜନତା ପାର୍ଟି ପକ୍ଷରୁ ହାଟଡିହି ପଞ୍ଚାୟତ ମଠ ଗ୍ରାମର ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କରୋନା...
ହାଟଡିହି ବ୍ଲକରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ
ହାଟଡିହି . ୧୦/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ ) ହାଟଡିହି ବ୍ଲକରେ ଆଜି ପୁଣି ଦୁଇ କରୋନା ପଜେଟିଭ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୨୩ରେ ପହଞ୍ଚିଛି ।...
ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡିହି . ୧୦/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ ) ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ସନାତନ ବିଶ୍ୱାଳଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ଧର୍ମ...
ବିଜେପି ପକ୍ଷରୁ ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ହାଟଡିହି. ୯/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଭାରତୀୟ ଜନତା ପାର୍ଟି ପକ୍ଷରୁ ହାଟଡିହି ଗ୍ରାମର ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କରୋନା ମହାମାରୀ ଯୋଗୁଁ ଲକଡାଉନ...
ଗୁରୁତର ଆହତ ଶିଶୁର ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ
ହାଟଡିହି. ୯/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ଗ୍ରାମର ଡମ୍ବରୁଧର ବେହେରାଙ୍କ ୬ବର୍ଷର ଶିଶୁପୁତ୍ର ଉପରେ ଗରମ ପେଜ ଢ଼ାଳି ହୋଇପଡିଥିବାରୁ ସେ ଗୁରୁତର ଆହତ ହୋଇଥିଲେ । ଶିଶୁଟିର...
ହାଟଡିହିରେ କୋର୍ଟ ପ୍ରତିଷ୍ଠା ନେଇ ଘୋଷଣାପରେ ଖୁସିର ଲହରୀ
ହାଟଡିହି. ୯/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହିରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ନେଇ ଘୋଷଣା ହେବାପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଯେ କୌଣସି ମାଲିମୋକଦମା ପାଇଁ...
ଶହଶହ ଏକର ଚାଷଜମି ଜଳମଗ୍ନ, କଟୁନି ପାଣି, ଚିନ୍ତାରେ ଚାଷୀ
ହାଟଡିହି . ୯/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମରେ ଏବେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି । ମରୈଗାଁ ଛତାବର ରାସ୍ତା କଡେକଡେ...
ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ
ହାଟଡିହି . ୮/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ ) ହାଟଡିହି ବ୍ଲକ ସୁଲଣ ଗ୍ରାମରେ ଆଜି ସନ୍ଧ୍ୟାରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମହିଳା...
ଅଗ୍ନିଶମ ବିଭାଗ ପକ୍ଷରୁ ଷଡଙ୍ଗ ଗାଁକୁ ବିଶୋଧନ କରାଗଲା
ହାଟଡିହି ୮ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ ) ଷଡଙ୍ଗ ଗ୍ରାମରେ ଗତ କିଛିଦିନ ହେଲା ଲଗାତାର ଭାବେ କରୋନା ପଜେଟିଭ ଚିହ୍ନଟ ହେଉଥିବାବେଳେ ପ୍ରଶାସନ ପକ୍ଷରୁ କ୍ୱାଣ୍ଟେନମେଣ୍ଟ...
ଉଦଘାଟିତ ହେଲା ଜନସେବକ ଫାଉଣ୍ଡେସନ
ହାଟଡିହି ୮ । ୮, (ଓଡିଆପୁଅ / ବିକାଶ ବିଶ୍ୱାଳ ) ଶାନ୍ତିଦୁତ ମହାତ୍ମାଗାନ୍ଧୀଙ୍କ ଭାବନା ଓ ଚେତନାକୁ ଆଧାରକରି ସାମାଜିକ ଅନୁଷ୍ଠାନ ଜନସେବକ ଫାଉଣ୍ଡେସନ ଟ୍ରଷ୍ଟ ମୁଗୁପୁର ଠାରେ ଉଦଘାଟିତ ହୋଇଯାଇଛି...
ମୁଗୁପୁର ବଜାର ରାସ୍ତାର ଦୁରାବସ୍ଥା, ପ୍ରଶାସନର ଦୃଷ୍ଟି ପଡିବ କେବେ ?
ହାଟଡିହି ୮ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ ) ହାଟଡିହି ବ୍ଲକ ମୁଗୁପୁର ବଜାର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ମୁଗୁପୁର ଅଞ୍ଚର ହୃଦୟ କହିଲେ ମୁଗୁପୁର ମହାଦେବ...
ସର୍ପାଘାତରେ ଛାତ୍ରଙ୍କ ମୃତ୍ୟୁ
ହାଟଡିହି ୭ । ୮ : (ଓଡିଆପୁଅ) ହାଟଡିହି ବ୍ଲକ ସୋସୋ ଥାନା ଅôଦନସ୍ଥ ବନ୍ତଳା ଗ୍ରାମରେ ଜଣେ ଛାତ୍ରଙ୍କର ସର୍ପାଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର...
କାମ କରିବାକୁ ଛାଡିଲେନି, ମହିଳାଙ୍କ ରାସ୍ତା ରୋକ
ହାଟଡିହି ୭ । ୮ : (ଓଡିଆପୁଅ) ସମଗ୍ର ରାଜ୍ୟରେ ଏବେ କରୋନା ମହାମାରୀ ବ୍ୟାପିଥିବାବେଳେ ଗରିବ ଲୋକମାନେ କାମଧନ୍ଦାକୁ ଯାଇ ନପାରି ଭୋକ ୁପାସରେ ଦିନ କାଟୁଛନ୍ତିି । ଏବେ ଚାଷ...
ଅଭିସପ୍ତ ଅପରାହ୍ନ, ବଜ୍ରପାତରେ ଚାଲିଗଲା ଦୁଇ ଚାଷୀଙ୍କ ଜୀବନ
ହାଟଡିହି ୭ । ୮ : (ଓଡିଆପୁଅ) ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ପାଇଁ ଆଜିଥିଲା ଅଭିସପ୍ତ ଅପରାହ୍ନ । ଆଜି ଅପରାହ୍ନରେ ପ୍ରବଳ ବର୍ଷା ସାହ ବଜ୍ରପାତ ଘଟିବାରୁ ଏହି ପଞ୍ଚାୟତର...