Bikash Biswal
ଲକ୍ଷ୍ମୀନାରାୟଣ ପୂଜାପାଇଁ ଅକରୁଆ ଉତ୍ସବ ମୁଖର
ହାଟଡ଼ିହି, ୨୦ / ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ଗ୍ରାମରେ ଗୋଲା ଜାତିର ଇଷ୍ଟ ଦେବୀ ଲକ୍ଷ୍ମୀନାରାୟଣଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜାବିଧି ଅନୁଯାଇ...
ବିଧାୟକଙ୍କ ଦ୍ୱାରା ହାଟଡିହି- ଅସିଆ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ
ହାଟଡ଼ିହି, ୨୦ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ହାଟଡିହି ଅସିଆ ଭାୟା ରଗୁଡି ରାସ୍ତାର ଭିତ୍ତି ପ୍ରସ୍ଥର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି...
ମରୈଗାଁ ବଜାରରେ ମୁଦୁଆଙ୍କ ଦୌରାତ୍ମ୍ୟ ବୃଦ୍ଧି
ହାଟଡ଼ିହି, ୧୯ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ବଜାରରେ ମଦୁଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହ ଚୋରା ମଦବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଜାରରେ ଅରାଜକତା...
କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା
ହାଟଡ଼ିହି, ୧୯ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା । ଏଥିପାଇଁ ପଲ୍ଲୀ ଠାରୁ ସହର ପର୍ୟ୍ୟନ୍ତ ସବୁଆଡେ ମା ଲକ୍ଷ୍ମୀଙ୍କର...
ପୁଲିସ ପେଟ୍ରୋଲିଂ ନାହିଁ, ଥାନା ଠାରୁ ମାତ୍ର ଶହେ ମିଟର ଦୁରରେ ୫ଟି ଦୋକାନରୁ...
ହାଟଡ଼ିହି, ୧୯ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରୁ ଲଗାତାର ଚୋରୀ ଘଟଣା ଲାଗି ରହିଥିବାବେଳେ ପୁଲିସ...
ଶିକ୍ଷାବିତ ଉଦୟନାଥ ସ୍ୱାଇଁଙ୍କ ସ୍ମୃତିସଭା
ହାଟଡିହି, ୧୮ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ସ୍ୱାଇଁଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଦୁର୍ଗା ପ୍ରସାଦ ସ୍ୱାଇଁ ଓ...
ହାଟଡିହିରେ କୋଭିଡ ଟୀକାକରଣ ଲକ୍ଷେ ଟପିଲା
ହାଟଡ଼ିହି, ୧୮ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ମହାମାରୀକୁ ପ୍ରତିରୋଧ କରିବାର ପ୍ରମୁଖ ଅସ୍ତ୍ର ହେଉଛି କୋଭିଡ ଟୀକା । ସରକାରଙ୍କ ନିୟମାନୁଯାୟୀ ବର୍ତ୍ତମାନ କେବଳ ୧୮ବର୍ଷରୁ ଉର୍ଦ୍ଧ...
ମରୈଗାଁ ପଞ୍ଚାୟତ ବରିଷ୍ଠ ନାଗରିକ ସଂଘର ତୃତୀୟ ବାର୍ଷିକ ଉତ୍ସବ
ହାଟଡ଼ିହି, ୧୮ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ବରିଷ୍ଠ ବରିଷ୍ଠ ନାଗରିକ ସଂଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମରୈଗାଁ ପ୍ରାଥମିକ...
ରୋଷେଇ ବେଳେ ଗ୍ୟାସ ଚୁଲାରୁ ଅଗ୍ନିକାଣ୍ଡ, ମହିଳା ଗୁରୁତର
ହାଟଡିହି, ୧୭ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଆଜି ରାତି ସାଢ଼େ ୭ଟାବେଳେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଭଷ୍ମୀଭୁତ ହୋଇଯାଇଥିବାବେଳେ ଜଣେ ମହିଳା...
“ମୁଗୁପୁର ସମାଚାର”ର ଦଶମ ସ୍ୱନକ୍ଷତ୍ର ଉତ୍ସବ ପାଳିତ
ହାଟଡିହି-ତା ୧୬.୧୦. (ଓଡିଆପୁଅ / ବିକାଶ ବିଶ୍ୱାଳ) ମାସିକ ଖବରକାଗଜ ମୁଗୁପୁର ସମାଚାରର ଦଶମ ସ୍ୱନକ୍ଷତ୍ର ଉସବ ମୁଗୁପୁରଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ...
ପାଣିର ବ୍ୟବସ୍ଥା ନାହିଁ, ଟାଙ୍କି ପାଇଁ ଖର୍ଚ୍ଚ ହେଉଛି ହଜାର ହଜାର ଟଙ୍କା
ହାଟଡ଼ିହି, ୧୬ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବିଭିନ୍ନ ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ନଥିବାବେଳେ ସ୍କୁଲ ମାନଙ୍କୁ ଆସୁତବବା କମ୍ପୋଜିଟ ଗ୍ରାଣ୍ଟରେ କେବଳ ଟାଙ୍କି ବସାଯାଇ...
୪୩ବର୍ଷରେ ପହଞ୍ଚିଲା ବଡରମ୍ପାସ ଦୁର୍ଗାପୂଜା
ହାଟଡ଼ିହି, ୧୬ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସରେ ଚାଲିଥିବା ଦୁର୍ଗାପୂଜା ୪୩ବର୍ଷରେ ପହଞ୍ଚିଛି । ଏଥିପାଇଁ ପୁରା ଗ୍ରାମରେ ପୂଜାର ମାହୋଲ ସୃଷ୍ଟି ହୋଇଛି...
କରୋନା କଟକଣା ମଧ୍ୟରେ ସରିଲା ମା ଦୁର୍ଗାଙ୍କ ପୂଜା
ହାଟଡ଼ିହି, ୧୬ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ପୂଜା କରୋନା କଟକଣା ମଧ୍ୟରେ ସମାପନ ହୋଇଛି । ହାଟଡିହି, ଅଣା, କାନପୁର,...
ଚାଷୀଘରର ପୁଅ ଜେଇଇରେ ପାଇଲେ ସଫଳତା
ହାଟଡ଼ିହି, ୧୬ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ନିଳାପୁର ଗ୍ରାମର ଜଣେ ଚାଷୀଘରର ପୁଅ ଜେଇଇ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।...
ଇଞ୍ଚୋଳ ବିକାଶମଞ୍ଚ ପକ୍ଷରୁ ବନାନୀ ବନ୍ଧୁ କାର୍ଯ୍ୟକ୍ରମ
ହାଟଡ଼ିହି, ୧୩ । ୧୦ : (ଓଡିଆପୁଅ / ବିକାଶବିଶ୍ୱାଳ) ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ୪ର୍ଥ ବାର୍ଷିକ ବନାନୀବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ସରପଞ୍ଚ ବିନୋଦ ବି÷ହାରୀ ରାଉତଙ୍କ...
ମା ବରାହୀଙ୍କ ପୀଠରେ ପଞ୍ଚଦିନାତ୍ମକ ଦୁର୍ଗାପୂଜା
ହାଟଡ଼ିହି, ୧୩ । ୧୦ : (ଓଡିଆପୁଅ / ବିକାଶବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ଆରାଧ୍ୟ ଦେବୀ ମା ବରାହୀଙ୍କ ପୀଠରେ ପଞ୍ଚ ଦିନାତ୍ମକ ଦୁର୍ଗାପୂଜା ଆରମ୍ଭ ହୋଇଛି । ୬ଷ୍ଠୀ...
ରାସ୍ତାରୁ ମାଡମାରି ଗାଡି ଛଡାଇନେଲେ, ୩ମାସ ହେଲା ଅଭିଯୋଗ ହୋଇଥିଲେବି ଫଳ ଶୁନ
ହାଟଡ଼ିହି, ୧୩ । ୧୦ : (ଓଡିଆପୁଅ / ବିକାଶବିଶ୍ୱାଳ)ହାଟଡିହି ବ୍ଲକ ହାବଳେଶ୍ୱର ଶାଳଣିଆଁ ରାସ୍ତାର ମଙ୍ଗରାଜପୁର ନିକଟରେ ଜଣେ ବାଇକ ଆରୋହୀଙ୍କୁ ମାଡମାରି ବାଇକ ଛଡାଇ ନେବାର ୩ମାସ ବିତିଯାଇଥିଲେବି ପୁଲିସ...
ପଞ୍ଚାୟତ ସଂରକ୍ଷଣକୁ ନେଇ ଅସନ୍ତୋଷ, ଅଭିଯୋଗ କଲେ ସୋସୋ ପଞ୍ଚାୟତ ବାସୀ
ହାଟଡ଼ିହି-୧୨/୧୦ (ଓଡ଼ିଆପୁଅ । ବିକାଶ ବିଶ୍ୱାଳ )ଆସନ୍ତା ପଂଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତିପର୍ବ। ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିବାପରେ ସବୁ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲାଣି। ଅନ୍ୟ...
ମରୈଗାଁରେ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ
ହାଟଡ଼ିହି, ୧୨ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ଠାରେ ଦ୍ୱିତୀୟ ବାର୍ଷିକ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଛି । ଏଥିପାଇଁ ମରୈଗାଁ ଗ୍ରାମଟି ଚଳଚଞ୍ଚଳ...
ବିଦ୍ୟାଧରପୁର ନିକଟରୁ ବ୍ରାଉସୁଗାର ଜବଦକଲା ପୁଲିସ
ହାଟଡ଼ିହି, ୧୨ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେ ଧଳା ଜହରର କାରବାର ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ଗାଁ ଗହଳି...