Home କେନ୍ଦୁଝର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୧୫ହଜାର ଟଙ୍କା ଦାନକଲେ ଶିକ୍ଷା ଅଧିକାରୀ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୧୫ହଜାର ଟଙ୍କା ଦାନକଲେ ଶିକ୍ଷା ଅଧିକାରୀ

1125

ହାଟଡ଼ିହି-୭/୪, କରୋନା ମହାମାରୀକୁ ନେଇ ଦେଶ ଏବେ ଘୋର ଆର୍ôଥକ ସଙ୍କଟରେ ଥିବାବେଳେ ଓ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଥିବାବେଳେ ଏବେ ବିଭିନ୍ନ ବର୍ଗରୁ ଲୋକମାନେ ସହାୟତାର ହାତ ବଢ଼ାଉଛନ୍ତି । ଏହି ପରିପ୍ରେକ୍ଷୀରେ ବଞ୍ଚୋ ଗ୍ରାମର କମଳ ଲୋଚନ ବିଶ୍ୱାଳ ୧୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରି ସହାୟତାର ହାତ ବଢ଼ାଇଛନ୍ତି । ଶ୍ରୀଯୁକ୍ତ କମଳ ଲୋଚନ ବିଶ୍ୱାଳ ଝୁମ୍ପୁରା ବ୍ଲକର ସହକାରୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡ କୋଭିଡି-୧୯କୁ ୧୫ହଜାର ଟଙ୍କା ଦାନ କରିବା ସହିତ ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ସହିତ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.