Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ସିଏଏ ତ ବାହାନା; ଶକ୍ତି ପ୍ରଦର୍ଶନ ନିଶାନା !

0
ଭୁବନେଶ୍ୱର/କଟକ: ସିଏଏ ସମର୍ଥନରେ ବିଜେପି ଦେଶବ୍ୟାପୀ ଆରମ୍ଭ କରିଛି ସମାବେଶ।ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି ସିଏଏ ସମର୍ଥନରେ ସମାବେଶ।ଏମିତିରେ ଓଡ଼ିଶା କ୍ଷେତ୍ରରେ ଦେଖିବାକୁ ଗଲେ ଶାସକ ବିଜୁ ଜନତା ଦଳ ସିଏଏକୁ ସମର୍ଥନ...

ଜଣେ ବିବେକାନନ୍ଦ; କିଏ ଆଉ ଜଣେ ଅପରାଜିତାଙ୍କ ରୋଲ୍ ମଡେଲ୍?

0
ଭୁବନେଶ୍ୱର: ଆଇଏସ ଚାକିରୀ ଛାଡ଼ି ରାଜନୀତିକୁ ଆସିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଦୁଇଜଣ ରୋଲ୍ ମଡେଲ୍ ଅଛନ୍ତି।ପ୍ରଥମରେ ହେଲେ ସ୍ୱାମୀ ବିବେକାନନ୍ଦ ଏବଂ ଦୂତୀୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ତୃତୀୟରେ...

ବାବୁଶାନ୍ ଶ୍ରେଷ୍ଠ ଅଭିନେତା; ବର୍ଷା ଶ୍ରେଷ୍ଠ ଅଭିନେତ୍ରୀ: ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୧୯ 

0
ଭୁବନେଶ୍ବର: ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୪ତମ ବାର୍ଷିକ ଉତ୍ସବ ଏବଂ 'ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୧୯' ରବିବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ...

ମୋଦୀ, ଶାହାଙ୍କୁ ବିଦେଶୀ ମିଡିଆରେ ଗୁଣ୍ଡା ସଜାଇବାକୁ ଦେଶୀ ଉଦ୍ୟମ!

0
ନୂଆଦିଲ୍ଲୀ: ଜେଏନୟୁ ୟୁନିଭରସିଟିରେ ଘଟିଥିବା ଗଣ୍ଡଗୋଳ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।ଗଣ୍ଡଗୋଳ ପରେ ପରେ ବିଳମ୍ବିତ ରାତି ଯାଏଁ ବାମପନ୍ଥୀ ନେତା ଡି. ରାଜା, ସୀତାରାମ ୟେଚୁରୀ, ବୃନ୍ଦା କାରାତ, ଆପ୍...

ଅପରାଜିତାଙ୍କ ଶକ୍ତି ପ୍ରଦର୍ଶନ: ଅଜିତା ପରେ ୟୁଥ୍ ଫର୍ ଆକ୍ସନ୍!

0
ଭୁବନେଶ୍ୱର: ଓଡ଼ିଶା ବିଜେପିରେ କ୍ଷମତା କେନ୍ଦ୍ର ହେବାକୁ ତଥା ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ନିଜକୁ ଉପସ୍ଥାପନ କରିବା ପାଇଁ ନେତୃତ୍ୱଙ୍କ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ।ଆଉ ଏହି ଶୀତଳ ଯୁଦ୍ଧର ଦୁଇ...

କାହିଁକି ପାଳନ କରାଯାଏ ଶାମ୍ବ ଦଶମୀ ?

0
ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ।ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ।ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ...

ମହିଳା ଧରିବେ ମଙ୍ଗ! କାହିଁକି ସଭାପତି ପାଇଁ ଚର୍ଚ୍ଚାରେ ମହିଳାଙ୍କ ନାମ?

0
ଭୁବନେଶ୍ୱର: କିଏ ହେବ ବିଜେପି ରାଜ୍ୟ ସଭାପତି?କାହା ହାତରେ ରହିବ ରାଜ୍ୟ ବିଜେପିର ମଙ୍ଗ? ଏହାକୁ ନେଇ ଅନେକ ନେତାଙ୍କ ନାମ ଶୁଣାଯାଉଥିବା ବେଳେ ଏବେ ହଠାତ୍ ୪ ଜଣ ମହିଳାଙ୍କ ନାମ...

ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ; ଛାଡ଼ୁ ନାହାଁନ୍ତି ଓଡ଼ିଶା !

0
ଭୁବନେଶ୍ୱର: ଖୁବ୍ ଶୀଘ୍ର ହେବ ବିଜେପି ରାଜ୍ୟ ସଭାପତି ନିର୍ବାଚନ।ନିର୍ବାଚନ ନୁହେଁ, ସହମତିରେ ହେବ ରାଜ୍ୟ ସଭାପତି ଚୟନ ବୋଲି ବିଜେପି ପକ୍ଷରୁ କୁହାଯାଉଛି।ଜିଲ୍ଲା ସଭାପତି ନିର୍ବାଚନ ବାବଦରେ ମଧ୍ୟ ସମାନ କଥା...

ଆମେରିକା ଏୟାରଷ୍ଟ୍ରାଇକରେ ଇରାନୀ ଚିଫ୍ କମାଣ୍ଡର ମୃତ

0
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଆଦେଶ ଅନୁଯାୟୀ ବାଗଦାଦ ଇଣ୍ଟରନ୍ୟାସନାଲ୍ ଏୟାର୍ପୋର୍ଟ୍ ଉପରେ ଆମେରିକା ସେନାର ଏୟାରଷ୍ଟ୍ରାଇକରେ ଇରାନୀ ସେନାର ମେଜର ଜେନେରାଲ୍ କାଶୀମ୍ ସୁଲେମାନୀଙ୍କର ମୃତ୍ୟୁ ଘଟିଛି।ଏହା ସହ ଇରାକର...

ଦୁଃଖ ପ୍ରକାଶ କଲେ ପ୍ରକାଶ

0
ଭୁବନେଶ୍ୱର/କଟକ: ଭୁବନେଶ୍ୱର - କଟକ କମିସନରେଟ ପୋଲିସ ତା'ର ୧୨ତମ ପ୍ରତିଷ୍ଠା ଦିବସ ପାଳନ କଲା।ତେବେ ଏହି ପ୍ରତିଷ୍ଠା ଦିବସ ଉତ୍ସବକୁ ନିମନ୍ତ୍ରିତ କରାନଯିବା ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର...

ନାବାଳିକା ମାଓବାଦୀ କଲେ ଆତ୍ମସମର୍ପଣ

0
ଭୁବନେଶ୍ୱର: ଘୁମୁସର ନାଗାବଳି ଓ ବଂଶଧର ନାଗବଳି (ବିଜିଏନ) ଡିଭିଜନର ଜଣେ ନାବାଳିକା ମାଓବାଦୀ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।ନାବାଳିକା ମାଓବାଦୀ ଜଣଙ୍କ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଗୁଡାରୀ...

ବଙ୍ଗାଳୀ ଶିଖୁଛନ୍ତି ଅମିତ ଶାହା

0
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଏବେ ବଙ୍ଗାଳୀ ଭାଷା ଶିଖୁଛନ୍ତି।ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବାରୁ ଶାହା ଏବେ ପଶ୍ଚିମବଙ୍ଗକୁ ଫୋକସ୍ କରୁଛନ୍ତି।ନିର୍ବାଚନୀ ସଭାରେ ଅଧିକରୁ ଅଧିକ ବଙ୍ଗାଳୀ...

ମିଶ୍ରଣ ନାମରେ ଅପମିଶ୍ରଣ: ଧର୍ମେନ୍ଦ୍ରଙ୍କୁ ବାଜିଲା ଦାମବାଣ; ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା...

0
ଭୁବନେଶ୍ୱର: ୨୦୧୯ ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ ନାମରେ ବିଜେପି ଗୁଡ଼ାଏ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ମିଶାଇଲା।ନିଜ ଦଳର ନେତାଙ୍କ ଉପରେ ଭରଷା ନକରି ଦଳଡିଆଁ ମାନଙ୍କୁ ଟିକେଟ ଦେଲା।ବିଜେପିର...

ସିଏଏ ସମର୍ଥନରେ ଖୋର୍ଦ୍ଧାରେ ଶୋଭାଯାତ୍ରା

0
ଖୋର୍ଦ୍ଧା: ନାଗରିକ ସଂଶୋଧନ ଆଇନ (ସିଏଏ) ସମର୍ଥନରେ ରାଷ୍ଟ୍ରପ୍ରେମୀ ସଚେତନ ନାଗରିକ, ଖୋର୍ଦ୍ଧା ପକ୍ଷରୁ ଖୋର୍ଦ୍ଧା ନଗରରେ ଏକ ଶୋଭାଯାତ୍ରା ଆୟୋଜନ ହୋଇଯାଇଛି।ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ବିଭାଗ କାର୍ଯ୍ୟବାହ...

ବନ୍ଧୁ ମିଳନ: ସାମାଜିକ କାର୍ଯ୍ୟ କରିବା ପାଇଁ ଶପଥ

0
ନୟାଗଡ଼: ଷ୍ଟୁଡେଣ୍ଟ ୱେଲଫେୟାର୍ ଆସୋସିଏସନ୍, ଗୋପାଳପୁର ପକ୍ଷରୁ ପୂରୁଣା ବର୍ଷ ଅବ୍ୟବେହିତ ପୂର୍ବରୁ ଏକ ବନ୍ଧୁ ମିଳନ ଉତ୍ସବ ପାଳନ ହୋଇଯାଇଛି।ଏଥିରେ ୧୯୮୬ ମସିହା ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ୧୯୮୯ ମସିହା...

ସୋନାଙ୍କ ଅର୍ଦ୍ଧ ଉଲଗ୍ନ ଫଟୋ ଭାଇରାଲ୍

0
ମୁମ୍ବାଇ: ଓଡ଼ିଆ ଝିଅ ତଥା ବଲିଉଡ ଗାୟିକା ସୋନା ମହାପାତ୍ରଙ୍କ କିଛି ବିକିନି ଫଟୋ ଭାଇରାଲ୍ ହୋଇଛି।ତେବେ ଏହି ଫଟୋ ଗୁଡ଼ିକ ଲିକ୍ ହୋଇ ନାହିଁ, ବରଂ ସୋନା ନିଜେ ତାଙ୍କର ଏହି...

ଭିଣୋଇଙ୍କ ଦେହାନ୍ତ: ନୂଆ ବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ, ଗୀତା ମେହେଟାଙ୍କ ସ୍ୱାମୀ ସନ୍ନି ମେହେଟାଙ୍କ ଦେହାନ୍ତ ହୋଇଯାଇଛି।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବର୍ଷ ନୂଆ ବର୍ଷ ପାଳନ କରିବେ ନାହିଁ।ନବବର୍ଷ ଶୁଭେଚ୍ଛା ଜଣାଇବା ପାଇଁ...

ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?

0
ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଚାଲିଛି ଶୀତଳ ଯୁଦ୍ଧ!ଏବଂ ଏହି ଶୀତଳ ଯୁଦ୍ଧ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ନେଇ ଆଲୋଚନା ହେଉଛି।କିଏ ହେବ...

ସୌମ୍ୟଙ୍କୁ ସାକ୍ଷାତ କଲେ ବୈଜୟନ୍ତ

0
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା, ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ବିଜେପି ପକ୍ଷରୁ ଚାଲିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ବୁଦ୍ଧିଜୀବୀ...

ଗାନ୍ଧୀନୀତିକୁ ହତ୍ୟା କଲେ କଂଗ୍ରେସ ନେତା: ଗାନ୍ଧୀ ନୁହେଁ; ଏଥର ବୋଷ!

0
ଭୁବନେଶ୍ୱର: ଗାନ୍ଧୀ ନାମକୁ ନେଇ ରାଜନୀତି କରି ଆସିଥିବା କଂଗ୍ରେସର ଜଣେ ନେତା ଆଜି ଗାନ୍ଧୀ ନୀତିର ଗଳା ଚିପିଦେଇ ଦେଇଛନ୍ତି।ଦମ୍ଭରେ ମଧ୍ୟ କହିଛନ୍ତି ନ୍ୟାୟ ନ'ପାଇଲେ ନ୍ୟାୟ ଛଡ଼ାଇ ଆଣିବୁ, (ଯେ...