Chitta Ranjan Das
ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଓ ସଂଖ୍ୟାଲଘୁ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଦେବାଶିଷ...
କେନ୍ଦ୍ରାପଡ଼ା ୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଅନୁସୁଚିତ ଜାତି ଜନଜାତି ଓ ସଂଖ୍ୟାଲଘୁ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଦେବାଶିଷ ସେଠୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା...
ଜଗତପୁର -ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ସାଢେ ୬ ଲକ୍ଷ ଲୁଟ ଅଭିଯୋଗ
କେନ୍ଦ୍ରାପଡା ୭/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜଗତପୁର - ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟବସାୟୀଙ୍କ ନିକଟରୁ ସାଢେ ୬ଲକ୍ଷ ଟଙ୍କା ଲୁଟ ହୋଇଥିବା ନିକିରାଇ ଥାନାରେ ଅଭିଯୋଗ...
କପାଳେଶ୍ୱର ପଂଚାୟତ ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ପାଠ
କେନ୍ଦ୍ରାପଡା ୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟା ୬ଟା ସମୟରେ କୋଭିଡ-୧୯ ନିୟମ ପାଳନ ପୂର୍ବକ ପ୍ରାଣବଳୀ...
ଆବାସ ଓ ରାସନକାର୍ଡ ଦୁର୍ନିତୀର ତଦନ୍ତ ଦାବିକଲେ ସାନମାଣିତିଆ ସରପଂଚ
କେନ୍ଦ୍ରାପଡା ୭/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଂଚାୟତର କେତେକ ଖଳପ୍ରକୃତିର ଲୋକ ନିଜର ସ୍ୱାର୍ଥ ହାସଲ ନିମନ୍ତେ ବିଭିନ୍ନ ସମୟରେ ସରପଂଚଙ୍କ ବିରୋଧରେ ମିଥ୍ୟା, ମନଗଢା ଓ...
ଯୁବ ବିଜେଡି ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ପାଠ
କେନ୍ଦ୍ରାପଡା ୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡା ସହରର ସରକାରୀ ହାଇସ୍କୁଲ ପଡିଆ ଷ୍ଟାଡିୟମ ପରିସରରେ କୋଭିଡ-୧୯ ନିୟମକୁ ପାଳନ କରାଯାଇ କରୋନାରେ ପ୍ରାଣବଳୀ ଦେଇଥିବା...
ଧୁମାତ ପଂଚାୟତ ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ପାଠ
କେନ୍ଦ୍ରାପଡା ୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବୁଧବାର ସନ୍ଧ୍ୟା ୬ଟା ସମୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ପଂଚାୟତ କାର୍ଯ୍ୟାଳୟ ପରିସରରେ କୋଭିଡ-୧୯ ନିୟମକୁ ଅନୁପାଳନ ପୂର୍ବକ ପ୍ରାଣବଳୀ...
ଧୁମାତ ପଂଚାୟତର ଖାଉଟି ଡିଲରଙ୍କ ଜୁଲମ ଓ ଘୋଟାଲା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ :...
କେନ୍ଦ୍ରାପଡା ୭/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ପଂଚାୟତର ଅଧିବାସୀମାନେ ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ପଂଚାୟତ ପାଇଁ ନିଯୁକ୍ତ ଖାଉଟି...
ଶ୍ୟାମସୁନ୍ଦରପୁର ପଂଚାୟତର ଏକ ବିଲରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର
କେନ୍ଦ୍ରାପଡା ୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତ ଅନ୍ତର୍ଗତ କେନ୍ଦ୍ରାପଡା - ବସପୁର ରାସ୍ତାର ଥିବା ଏକ ବେସରକାରୀ ମଣ୍ଡପ ଠାରୁ ପ୍ରାୟ ଶହେ ମିଟର ଦୂରରେ ଏକ...
କେନ୍ଦ୍ରାପଡା ଜିଲ୍ଲାରେ ୨୭ କରୋନା ପଜିଟିଭ
କେନ୍ଦ୍ରାପଡା ୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲାରେ ବୁଧବାର ୩୭ଜଣ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ୨୭ଜଣ କରୋନା ପଜିଟିଭ ବାହାରିଛନ୍ତି। ଆଜି ବାହାରିଥିବା ପଜିଟିଭ କେଶ ମଧ୍ୟରୁ ଆଳି ବ୍ଲକର ୬ଜଣ,...
କରୋନା ମହାମାରୀ ସମୟରେ ରାଜ୍ୟର ମଧ୍ୟବିତ ପରିବାରର ଜୀବନଜୀବିକା ସ୍ୱାବଲମ୍ବି କରାଇବା ଦାବିରେ ଅନଶନ
କେନ୍ଦ୍ରାପଡା ୬/୮(ଓଡଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ମହାମାରୀ ସମୟରେ ରାଜ୍ୟରେ ମଧ୍ୟବିତ ପରିବାର ଗୁଡିକର ଜୀବନ ଜୀବିକାକୁ ସ୍ୱାବଲମ୍ବୀ କରାଇବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯାଇଛି। କରୋନା...
ଜିଲ୍ଲା ବିଜେଡି ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ପାଠ
କେନ୍ଦ୍ରାପଡା ୬/୮(ଓଡଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବୁଧବାର ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ମେଡିକାଲଛକସି୍ଥତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତାଦଳ ପକ୍ଷରୁ...
କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ପାଇଁ ଦୀପଦାନ
କେନ୍ଦ୍ରାପଡା ୬/୮(ଓଡଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ପୁରୁଣାବସଷ୍ଟାଣ୍ଡସ୍ଥିତ ଗଜଲକ୍ଷ୍ମୀ ମଣ୍ଡପ ପରିସରରେ ଅଯୋଦ୍ଧାରେ ନୂତନ ଶ୍ରୀରାମ ମନ୍ଦିରର ଶିଳାନ୍ୟାସ ଅବସରରେ ସମୁହ ଦୀପଦାନ କରାଯାଇଛି।...
କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା ଓ ଶପଥପାଠ
କେନ୍ଦ୍ରାପଡା ୬/୮(ଓଡଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ ଓ କରୋନା ଲଢେଇରେ ସେମାନଙ୍କ ମନୋବଳ ବୃଦ୍ଧି କରିବା ଉଦେଶ୍ୟରେ ବୁଧବାର ସନ୍ଧ୍ୟା ୬ଟା ସମୟରେ...
ପୁରୁଷୋତ୍ତମପୁର ଗ୍ରାମବାସୀଙ୍କ ଦ୍ୱାରା ଏରାଗ୍ରାମରାସ୍ତାକୁ ବେଆଇନ ଜବରଦଖଲ ଅଭିଯୋଗ
କେନ୍ଦ୍ରାପଡା ୬/୮(ଓଡଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଂଚାୟତର ଏରାଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଏରା ଓ ପୁରୁଷୋତ୍ତମପୁର ଗ୍ରାମକୁ ସଂଯୋଗ କରୁଥିବା ଏରା ଗ୍ରାମରସୀମାରେ ଥିବା...
ଖାଉଟି ସାମଗ୍ରୀ ପାଇବା ଦାବିରେ ବ୍ଲକ ସମ୍ମୁଖରେ କାର୍ଡଧାରୀ ଧାରଣା ଦେବେ
କେନ୍ଦ୍ରାପଡା ୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ଜଂଟିଲୋ ରିଟେଲର ଅମୀୟ କୁମାର ବାରିକ ଚଳିତବର୍ଷ ଅପ୍ରେଲ, ମଇ ଓ ଜୁନମାସର ପିଡିଏସ ସାମଗ୍ରୀ ଯଥା ଚାଉଳ, ଗହମ...
ଇନ୍ଦୁପୁର ବିରୂପା ନଦୀରୁ ବିରାଟକାୟ ବଉଳାକୁମ୍ଭୀର ଉଦ୍ଧାର
କେନ୍ଦ୍ରାପଡା ୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଇନ୍ଦୁପୁର ନିକଟ ବିରୂପା ନଦୀରେ ଥିବା ଏକ ବଉଳା କୁମ୍ଭୀର ସୋମବାର ଏକ ଘୁସୁରୀକୁ ନିକଟସ୍ଥ ପୋଖରୀକୁ ଆସିଥିଲା। ଘୁସୁରୀକୁ ଆକ୍ରମଣ କରିବା ସମୟରେ ଘୁସୁରିଆଳ ଦେଖିଦେବାରୁ...
କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଅ- ସି-ପି-ଆଇ (ଏମ୍ )
କେନ୍ଦ୍ରାପଡା ୪/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉଦେଶ୍ୟରେ କେନ୍ଦ୍ରାପଡାକୁ...
ଚକ୍ରୋଡା ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡା ୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ରାପଡା ବିଡିଓ...
ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଚାରା ବଂଟନ
କେନ୍ଦ୍ରାପଡା ୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରଛକରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ୨ଶହ ବିଭିନ୍ନ ଗଛର ଚାରା ବଂଟନ କରାଯାଇଛି। ଉଦ୍ୟମ ସଂଗଠନର ସଭାପତି...
ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୋଲିସ ଓ ସାଧାରଣ ଜନତାଙ୍କୁ ହୋମିଓପାଥିକ ଔଷଧ...
କେନ୍ଦ୍ରାପଡା ୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଅପରାହ୍ଣରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ୨ନଂ ପୋଲିସ ଫାଣ୍ଡିରେ କରୋନା ଯୋଦ୍ଧା ପୋଲିସ ଅଧିକାରୀ ଓ...








