Home କେନ୍ଦ୍ରାପଡ଼ା ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଚାରା ବଂଟନ

ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଚାରା ବଂଟନ

62

କେନ୍ଦ୍ରାପଡା ୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରଛକରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ୨ଶହ ବିଭିନ୍ନ ଗଛର ଚାରା ବଂଟନ କରାଯାଇଛି। ଉଦ୍ୟମ ସଂଗଠନର ସଭାପତି ବିଶ୍ୱକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ, ସରୋଜକାନ୍ତ ସାହୁ, ରାଜେନ୍ଦ୍ର ମହାପାତ୍ର, କୃପାସିନ୍ଧୁ ମଲ୍ଲିକ, ପ୍ରଜେସ ନାୟକ, ସନ୍ତୋଷ ମହାପାତ୍ର, ବିଭୁଦତ୍ତ ମଲ୍ଲିକ, ଦିପକ ମଲ୍ଲିକ, ବିଭୁତି ଭୂଷଣ ସାହୁ, ଅଶୋକ ସାହୁ ଓ ଚିତ୍ତରଞ୍ଜନ ଦାସ ପ୍ରମୁଖ ସଦସ୍ୟମାନେ ଯୋଗଦେଇ ଚାରା ବଂଟନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.