Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

କେନ୍ଦ୍ରାପଡା ଜିଲ୍ଲାକୁ ମୋଟ ୫୦ହଜାର ୨୧୩ ପ୍ରବାସୀ ଆସିଲେ

0
କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି। କେନ୍ଦ୍ରାପଡା ଜିଲ୍ଲାରେ ଆଜି...

ଗରୀବ ଉମ୍ରାନ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଅପହଂଚ

0
କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ବାରିମୂଳ ପଂଚାୟତର ନିୟାମତପୁର ମୁସଲିମ ବସ୍ତିରେ ବାସ କରୁଥିବା ଗରୀବ ଦିନମଜୁରିଆ ଉମ୍ରାନ ଖାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ...

କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ମୁଖ୍ୟଶାଖାରେ ସ୍ୱାଧୀନତା ଦିବସ ପାଳିତ

0
କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର କଜଳାସ୍ଥିତ ମୁଖ୍ୟଶାଖାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ...

କେନ୍ଦ୍ରାପଡା ତହସିଲ ମାର୍କେଟ କମ୍ପେ୍ଲକ୍ସରେ ସ୍ୱାଧୀନତା ଦିବସ ପାଳନ

0
କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ତହସିଲ ମାର୍କେଟ କମ୍ପେ୍ଲକ୍ସରେ ବ୍ୟବସାୟୀ ସଙ୍ଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା...

କେନ୍ଦ୍ରାପଡା : ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି ସମ୍ବର୍ଦ୍ଧିତ

0
କେନ୍ଦ୍ରାପଡା ୧୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଦେଶରେ କରୋନାର ଭୟାବହତା ଦୃଷ୍ଟିରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାଇ ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମକୁ କାଂଟଛାଂଟ କରାଯାଇଛି। ଜିଲ୍ଲାପାଳ...

କେନ୍ଦ୍ରାପଡା : ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

0
କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ପୂର୍ବତନ ସଭାପତି ପୁରୁଷୋତ୍ତମ ନାୟକଙ୍କ ବାସଭବନ ନିକଟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଜାତୀୟ...

ଭରତପୁର ପଂଚାୟତରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ଶରୀରଦାନ ପାଇଁ ସତ୍ୟପାଠ କଲେ ୩ଜଣ

0
କେନ୍ଦ୍ରାପଡା ୧୫/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ପବିତ୍ର ୭୪ତମ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ରଥମେ ପଂଚାୟତ...

କେନ୍ଦ୍ରାପଡା ସଦର ଥାନାରେ ସଟଡାଉନ ପାର୍କ ଉଦଘାଟିତ

0
କେନ୍ଦ୍ରାପଡା ୧୫/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଶ୍ୟାମସୁନ୍ଦରପୁର ଗଡା ନିକଟରେ ଅବସ୍ଥିତ କେନ୍ଦ୍ରାପଡା ସଦର ଥାନାରେ ସଟଡାଉନ ପାର୍କ ନାମରେ ଏକ ଉଦ୍ୟାନ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ନୀତି...

ମହିଳା ମହାସଙ୍ଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

0
କେନ୍ଦ୍ରାପଡା ୧୫/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମନକରପୁରର ମହିଳା ମହାସଙ୍ଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମନକରପୁରସ୍ଥିତ ମାଳେଶ୍ୱର କ୍ଲବ ପରିସରରେ ସାମାଜିକ ଦୂରତା...

କେନ୍ଦ୍ରାପଡା ପୌରସଂସ୍ଥା ଦ୍ୱାରା ସ୍ଥାପିତ କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ରରୁ ପ୍ରଥମ ମୋଖତ ଉତ୍ପାଦନ...

0
କେନ୍ଦ୍ରାପଡା ୧୫/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସହରର ହଜାରିବଗିଚା ଠାରେ ସ୍ଥାପନ କରାଯାଇଥିବା କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ର(ମାଇକ୍ରୋ କମ୍ପୋଷ୍ଟ ସେଂଟର)ରୁ ରବିବାର ପୂର୍ବାହ୍ନରେ ପ୍ରଥମ ଥର ପାଇଁ “ମୋଖତ”...

ରାଜୀବଗାନ୍ଦୀ ସେବାକେନ୍ଦ୍ର ପରିସରରେ ଡାକଘର ଖୋଲିବାକୁ ଦାବି

0
କେନ୍ଦ୍ରାପଡା ୧୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଶାଖା ଡାକଘର ଖୋଲିବାକୁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ପଂଚାୟତବାସୀ ଦାବି କରିଛନ୍ତି। ବର୍ତ୍ତମାନ ଡାକଘରମାନଙ୍କରେ...

ସୁଦର୍ଶନ ଉଚ୍ଚ ବିଦ୍ୟାଳୟ ଜମିରେ ବେଆଇନ ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

0
କେନ୍ଦ୍ରାପଡା ୧୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଗୁଆଳସିଂ ଗ୍ରାମପଂଚାୟତର ଅଧିବାସୀମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତ ଅନ୍ତର୍ଗତ ଠାକୁହାଟସ୍ଥିତ ସୁଦର୍ଶନ ଉଚ୍ଚ ବିଦ୍ୟାଳୟ ଜମିରେ କେତେକ ଅନୈତିକ ତଥା...

ରୋଟାରୀ କ୍ଳବ ଭୁବନେଶ୍ୱର ୟୁନିକ ଓ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା...

0
କେନ୍ଦ୍ରାପଡା ୧୪/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରୋଟାରୀ କ୍ଳବ ଭୁବନେଶ୍ୱର ୟୁନିକ ଓ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଏକ କରୋନା ସଚେତନତା ଶିବିର କେନ୍ଦ୍ରାପଡା ବ୍ଲକ...

ଭିତରଗଡ ପଂଚାୟତ ସରପଂଚଙ୍କୁ ଦେବଦୂତ ସମ୍ମାନ

0
କେନ୍ଦ୍ରାପଡା ୧୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲାର ରାଜନଗର ବ୍ଲକଟି ଅନ୍ତରାଜ୍ୟ ଓ ଅନ୍ତରାଷ୍ଟ୍ରୀୟ ପ୍ରବାସୀ ଶ୍ରମିକଙ୍କ ପାଇଁ ବେଶ ପରିଚିତ। କରୋନା ମହାମାରୀ ପ୍ରକୋପରେ ସେମାନଙ୍କ କର୍ମ ସଂସ୍ଥାନ ପ୍ରଭାବିତ ହେବାରୁ ଅଧିକାଂଶ...

ସ୍ୱାଧୀନତା ଦିବସ ପାଳନ ପାଇଁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ କୋହଳ

0
କେନ୍ଦ୍ରାପଡା ୧୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ନିମନ୍ତେ କୋଭିଡ-୧୯ ପାଇଁ ଚାଲିଥିବା ସପ୍ତାହନ୍ତ ସଟଡାଉନକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ୧୫ଅଗଷ୍ଟ ଶନିବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ...

ଭରତପୁର ପଂଚାୟତରେ ବୃକ୍ଷରୋପଣ ଅନୁଷ୍ଠିତ

0
କେନ୍ଦ୍ରାପଡ଼ା ୧୨/୮(ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତରେ ରବିବାର ପୂର୍ବାହ୍ନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭରତପୁର ଗ୍ରାମର ଫୋରପୋଲ ଛକ ଠାରୁ ଭରତପୁର ଗ୍ରାମ୍ୟ ରାସ୍ତାରେ ମହାତ୍ମା ଗାନ୍ଧୀ...

ପଲ୍ଲୀଶ୍ରୀ ମହିଳା ସମିତି କନ୍ୟାଶ୍ରମରେ ଅନ୍ତେବାସୀଙ୍କୁ କରୋନା ପ୍ରତିଷେଧକ ଔଷଧ ବଂଟନ

0
କେନ୍ଦ୍ରାପଡ଼ା ୧୨/୮(ଚିତ୍ତରଞ୍ଜନ ଦାସ)- ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ପଲ୍ଲୀଶ୍ରୀ ମହିଳା ସମିତି କନ୍ୟାଶ୍ରମର ଅନ୍ତେବାସୀମାନଙ୍କୁ ଭାରତ ବିକାଶ ପରିଷଦ ଏବଂ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର...

ଡାକ୍ତର ଅଲେଖ ଦାସଙ୍କ ବାଡିରେ ଦୁଷ୍ପ୍ରାପ୍ୟ ପାରିଜାତ ପୁଷ୍ପ ଫୁଟିଲା

0
କେନ୍ଦ୍ରାପଡ଼ା ୧୨/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କାକଟ - ବସପୁର ରାସ୍ତାରେ ମୀରପାଟଣା ଗ୍ରାମରେ ଥିବା ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କ ବାଡିରେ ଥିବା ଗଛରେ ଏକ...

କେନ୍ଦ୍ରାପଡା ସହରରେ ପୁଣି ୪ କରୋନା ପଜିଟିଭ

0
କେନ୍ଦ୍ରାପଡା ୧୧/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସହରରେ ପୁଣି ୪ କରୋନା ପଜିଟିଭ ବାହାରିଥିବା ସୂଚନା ମିଳିଛି। ସହରରେ ପୁରୁଣାବସଷ୍ଟାଣ୍ଡ ସନିକଟସ୍ଥ ଏକ ଗ୍ରାମରେ ନିକଟରେ ମୃତ୍ୟୁବରଣ କରିଥିବା ଜନୈକ ସଂଖ୍ୟାଲଘୁ ସଂପ୍ରଦାୟର...

ମହିପାଳରେ ବନ୍ଧୁକ ଦେଖାଇ ଗଣ୍ଡଗୋଳ କରିଥିବା ଅଭିଯୋଗରେ ୨ଗିରଫ

0
କେନ୍ଦ୍ରାପଡା ୧୦/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସହରର ମହିପାଳ ଠାରେ ଶନିବାର ରାତିରେ ସ୍ଥାନୀୟ ଲୋକଙ୍କୁ ବନ୍ଧୁକ ଦେଖାଇ ଗଣ୍ଡଗୋଳ କରିବା, ମାଡପିଟ କରିବା ଓ ଜୀବନରେ ମାରିଦେବାକୁ ଧମକ ଦେବା...