Home ଓଡ଼ିଶା ଶ୍ୟାମସୁନ୍ଦରପୁର ପଂଚାୟତର ଏକ ବିଲରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର

ଶ୍ୟାମସୁନ୍ଦରପୁର ପଂଚାୟତର ଏକ ବିଲରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର

153

କେନ୍ଦ୍ରାପଡା ୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତ ଅନ୍ତର୍ଗତ କେନ୍ଦ୍ରାପଡା – ବସପୁର ରାସ୍ତାର ଥିବା ଏକ ବେସରକାରୀ ମଣ୍ଡପ ଠାରୁ ପ୍ରାୟ ଶହେ ମିଟର ଦୂରରେ ଏକ ବିଲ ଭିତରେ ପଡିଥିବା ଜଣେ ଅଜଣା ମହିଳାଙ୍କ ଶବ ପଡିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ସୂତ୍ରରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.