Home କେନ୍ଦ୍ରାପଡ଼ା କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ପାଇଁ ଦୀପଦାନ

କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ପାଇଁ ଦୀପଦାନ

57

କେନ୍ଦ୍ରାପଡା ୬/୮(ଓଡଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ପୁରୁଣାବସଷ୍ଟାଣ୍ଡସ୍ଥିତ ଗଜଲକ୍ଷ୍ମୀ ମଣ୍ଡପ ପରିସରରେ ଅଯୋଦ୍ଧାରେ ନୂତନ ଶ୍ରୀରାମ ମନ୍ଦିରର ଶିଳାନ୍ୟାସ ଅବସରରେ ସମୁହ ଦୀପଦାନ କରାଯାଇଛି। ପୂଜାକମିଟିର ଉପସଭାପତି ଯୁଗଳକିଶୋର ବେହେରା, ସହସମ୍ପାଦକ ଅନନ୍ତ ଚରଣ ବେହେରା, କୋଷାଧ୍ୟକ୍ଷ ସନାତନ ମହାପାତ୍ର, ସାମ୍ବାଦିକ ସଚିଦାନନ୍ଦ ବେହେରା, ବରିଷ୍ଠ ସଭ୍ୟ ଭୀମସେନ ବେହେରା, ଚକ୍ରଧର ସାହୁ, ଦେବାଶିଷ ମହାପାତ୍ର, ସନ୍ଦିପନୀ ଆର୍ଯ୍ୟକୁମାର, ହିମାଂଶୁ ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସମୁହ ଦୀପଦାନ କରି ଅଯୋଦ୍ଧାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ ସ୍ୱାଗତ କରିବା ସହ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାର କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.