Chitta Ranjan Das
ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ସାହସିକ ପୁରସ୍କାର ପାଇଁ କେନ୍ଦ୍ରାପଡାରୁ ସବିତା ଓ ପୂର୍ଣ୍ଣିମା ମନୋନ୍ୱିତ
କେନ୍ଦ୍ରାପଡା ୨୮/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ଅଗଷ୍ଟମାସ ୨୯ତାରିଖରେ ଜାତୀୟ କ୍ରୀଡା ଦିବସ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ...
ବିଦ୍ୟୁତ କରେଂଟ ଲାଗି ଜଣେ ମୃତ୍ୟୁ
କେନ୍ଦ୍ରାପଡା ୨୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)-ବିଦ୍ୟୁତ କରେଂଟଲାଗି ବୁଧବାର ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଡିହ ପଂଚାୟତର ପୋଟିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୪୬)ନାମକ ବ୍ୟକ୍ତି ଜଣଙ୍କ ନିଜ...
ବାରୋ ପଂଚାୟତରେ ଲଘୁଚାପ ଜନିତ ବର୍ଷାରେ ଚାଷଜମି ପାଣି ଘେରରେ
କେନ୍ଦ୍ରାପଡା ୨୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଂଚାୟତର ବିଭିନ୍ନ ଅଂଚଳ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡିଥିବା ଦେଖିବାକୁ ମିଳିଛି। ବାରୋ ପଂଚାୟତର ତରାଣ୍ଡୋ, ନିଳିକଣା, ତ୍ରିଲୋଚନପୁର,...
କେନ୍ଦ୍ରାପଡାରେ ନୂତନ ଶ୍ରମ ଉପାୟୁକ୍ତଙ୍କ ଯୋଗଦାନ
କେନ୍ଦ୍ରାପଡା ୨୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ୟାଳୟରେ ନୂତନ ପ୍ରଭାଗୀୟ ଶ୍ରମ ଅଧିକାରୀ(ଡି-ଏଲ-ସି-) ବା ଶ୍ରମ ଉପାୟୁକ୍ତ ଭାବେ ମହେଶ୍ୱର ନାୟକ ବୁଧବାର ଯୋଗଦେଇଛନ୍ତି। ରାଜ୍ୟର ବିଶିଷ୍ଟ...
୨ଦିନଧରି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ସହର ବେହାଲ
କେନ୍ଦ୍ରାପଡା ୨୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡା ପୈାରାଂଚଳର ସମସ୍ତ ତଳିଆ ଅଂଚଳ ଗୁଡିକ ବର୍ଷା ପାଣିରେ ବୁଡି ଯାଇ ବେହାଲ...
କୃଷିଭିତ୍ତିକ କେନ୍ଦ୍ରାପଡା ଜିଲ୍ଲାରୁ ଜଳ ନିଷ୍କାସନ ପାଇଁ ଦାବି
କେନ୍ଦ୍ରାପଡା ୨୬/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ନାହିଁ ନାହିଁର ଜିଲ୍ଲାଭାବେ ପରିଚିତ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ରାଜ୍ୟର ଶେଷ ସ୍ଥାନରେ ସ୍ଥାନିତ। ଚଳିତ ବର୍ଷାରେ...
ମହିଳା ସରପଂଚଙ୍କ ପ୍ରତି ବିଜେଡି ପଂଚାୟତ ସଭାପତିଙ୍କ ଅଶ୍ଳିଳ ଓ ଆପତ୍ତିଜନକ ଭାଷା ପ୍ରୟୋଗ...
କେନ୍ଦ୍ରାପଡା ୨୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ମହିଳା ସରପଂଚଙ୍କ ପ୍ରତି ଅତ୍ୟନ୍ତ ଅଶ୍ଳିଳ ତଥା ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଓ ସେହି ଅଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଘଟଣାରେ ସଦର...
କେନ୍ଦ୍ରାପଡା ଜିଲ୍ଲାର ସରପଂଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓକନଫରେନ୍ସ ଯୋଗେ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା
କେନ୍ଦ୍ରାପଡା ୨୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାର କରୋନା ଯୋଦ୍ଧା ସରପଂଚମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ ସଚିବାଳୟର ତୃତୀୟ...
କୋଭିଡ ଯୋଦ୍ଧା ମହିଳା ସରପଂଚଙ୍କ ପ୍ରତି ବିଜେଡି ପଂଚାୟତ ସଭାପତିଙ୍କ ଅଶ୍ଳିଳ ଓ ଆପତ୍ତିଜନକ...
କେନ୍ଦ୍ରାପଡା ୨୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜ୍ୟ ସରକାର କୋଭିଡ ଯୋଦ୍ଧା ଭାବେ ଘୋଷଣା କରି ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିବା ଜନୈକ ମହିଳା ସରପଂଚଙ୍କ ପ୍ରତି ଅତ୍ୟନ୍ତ ଅଶ୍ଳିଳ ତଥା ଆପତ୍ତିଜନକ...
ଜଳ ନିଷ୍କାସନ ନହେବାରୁ ବର୍ଷାଜଳରେ ଖରିଫ ଫସଲ କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା ୨୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ଚାଷୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଶ୍ୟାମସୁନ୍ଦରପୁର ଗ୍ରାମର ପାଟନାଳୀ ହାତିଆ ଡ୍ରେନେଜ କଟରେ ଉଦବୃତ...
ସ୍ୱାଧୀନତାର ୭୪ବର୍ଷ ପରେବି ଗଙ୍ଗାରାମପୁର ପଂଚାୟତର କଇଁକୁଳାଗ୍ରାମ ଅପହଁଚ
କେନ୍ଦ୍ରାପଡା ୨୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଦେଶ ସ୍ୱାଧୀନତାର ୭୪ବର୍ଷ ପରେବି ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୨୫କିଲୋମିଟର ଦୂର ଗଙ୍ଗାରାମପୁର ଗ୍ରାମପଂଚାୟତ ଅଧିନ କଇଁକୁଳ(ଖଟୁଆ ସାହି) ଗ୍ରାମ ଅପହଁଚ ହୋଇପଡିଛି। ଆଜକୁ...
ସିପିଆଇ ପକ୍ଷରୁ କେନ୍ଦ୍ରାପଡା ତହସିଲଦାରଙ୍କୁ ୧୦ଦଫା ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା ୨୩/୮(ଚିତ୍ତରଞ୍ଜନ ଦାସ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି-ପି-ଆଇ-) କେନ୍ଦ୍ରାପଡା-ଡେରାବିଶି ଜୋନାଲ କମିଟି ପକ୍ଷରୁ କେନ୍ଦ୍ରାପଡା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।...
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପଜିଟିଭ ବାହାରିବା ପରେ ୩ଦିନ ପାଇଁ ମେଡିକାଲ ସଟଡାଉନ...
କେନ୍ଦ୍ରାପଡା ୨୨/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପଜିଟିଭ ବାହାରିବା ପରେ ଆଜି ଠାରୁ ମେଡିକାଲକୁ ୩ଦିନ ପାଇଁ ସଟଡାଉନ ଘୋଷଣା କରିଛି ପ୍ରଶାସନ। କେବଳ ଜରୁରୀକାଳିନ ସେବାକୁ...
ଓସ୍ତପୁର ଗ୍ରାମରେ ଯୁବକଙ୍କ ମୃତ୍ୟୁ ସନ୍ଦେହଜନକ
କେନ୍ଦ୍ରାପଡା ୨୧/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର(ପଟ୍ଟନାୟକ ସାହି)ଗ୍ରାମର ଧରଣୀଧର ସ୍ୱାଇଁଙ୍କ ପୁଅ ଦେବେନ୍ଦୁ ସ୍ୱାଇଁ(୩୮) ଗତ ଗୁରୁବାର ଘରେ ଶୋଇଥିବା ବେଳେ ରାତିରେ ବାହାରକୁ ଉଠିଥିଲେ। କିନ୍ତୁ...
ପ୍ରଶାନ୍ତ ଭୂଷଣଙ୍କ ସପକ୍ଷରେ ଆମେ ଭାରତବାସୀ ପକ୍ଷରୁ ଜିଲ୍ଲାପାଳଙ୍କ ଅପିଂସ ସମ୍ମୁଖରେ ପ୍ରତିବାଦ
କେନ୍ଦ୍ରାପଡା ୨୧/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଅଭିବ୍ୟକ୍ତିର ସ୍ୱାଧିନତା ପାଇଁ ପ୍ରଶାନ୍ତ ଭୂଷଣଙ୍କ ସପକ୍ଷରେ ଆମେ ଭାରତବାସୀ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଭୀଷଣ...
କେନ୍ଦ୍ରାପଡା : “ଆହ୍ୱାନ” ପକ୍ଷରୁ ଗାୟକ ଭୂଷଣ ଗୋପବନ୍ଧୁ ନାଥଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା ୨୧-୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସହର ନିକଟସ୍ଥ ବଳିରାଜଗ୍ରାମର “ଆହ୍ୱାନ”କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ଅବସରରେ ଆଇନଜୀବି ରମଣୀରଞ୍ଜନ ରାଉତରାୟ ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ ଯେ ଆଜି...
କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଙ୍ଘ ପକ୍ଷରୁ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ନିବଦେନ
କେନ୍ଦ୍ରାପଡା ୨୧-୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଙ୍ଘ ପକ୍ଷରୁ ଉଦବୃତ ଜଳକୁ ତୁରନ୍ତ ନିଷ୍କାସନ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ୯ଦଫା...
କେନ୍ଦ୍ରାପଡା ଜୁନିଅର କଲେଜ +୨ ବିଜ୍ଞାନ ବିଭାଗର ଟପରଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜୁନିଅର କଲେଜର ଚଳିତ ବର୍ଷ +୨ ବାର୍ଷିକ ବିଜ୍ଞାନ ପରୀକ୍ଷାରେ ଛାତ୍ର ସ୍ୱରୂପରଞ୍ଜନ ପାତ୍ର ୫୪୪ ନମ୍ବର ରଖି କଲେଜ ତଥା ଜିଲ୍ଲାରେ ପ୍ରଥମ ସ୍ଥାନ...
ସାନମାଣିତିଆ ପଂଚାୟତରେ ସର୍ବାଧିକ ୭୯୨ ସ୍ୱାବ ପରୀକ୍ଷା
କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତରେ କୋଭିଡ ସଂକ୍ରମଣ ହୋଇଛି କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ସୋମବାର ପଂଚାୟତର ଲୋକମାନଙ୍କର ସ୍ୱାବ ପରୀକ୍ଷା...
କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ସମ୍ବର୍ଦ୍ଧିତ କଲା କୋଭିଡ ଯୋଦ୍ଧାଙ୍କୁ
କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ କୋଭିଡ ଯୋଦ୍ଧା ସରପଂଚ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ବିଡିଓ ଏବଂ ତହସିଲଦାରଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ...







