Home କେନ୍ଦ୍ରାପଡ଼ା ଓସ୍ତପୁର ଗ୍ରାମରେ ଯୁବକଙ୍କ ମୃତ୍ୟୁ ସନ୍ଦେହଜନକ

ଓସ୍ତପୁର ଗ୍ରାମରେ ଯୁବକଙ୍କ ମୃତ୍ୟୁ ସନ୍ଦେହଜନକ

77

କେନ୍ଦ୍ରାପଡା ୨୧/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର(ପଟ୍ଟନାୟକ ସାହି)ଗ୍ରାମର ଧରଣୀଧର ସ୍ୱାଇଁଙ୍କ ପୁଅ ଦେବେନ୍ଦୁ ସ୍ୱାଇଁ(୩୮) ଗତ ଗୁରୁବାର ଘରେ ଶୋଇଥିବା ବେଳେ ରାତିରେ ବାହାରକୁ ଉଠିଥିଲେ। କିନ୍ତୁ ଆଜି ସକାଳେ ଦେଖିଲା ବେଳକୁ ଦେବେନ୍ଦୁ ତାଙ୍କ ବାଡିପଟେ ମରିପଡିଛନ୍ତି। ଏନେଇ ସଦର ଥାନାରେ ୨୯/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇଦେଇଛି। ପରିବାର ପକ୍ଷରୁ ଦେବେନ୍ଦୁଙ୍କୁ କେହି ମାରିଦେଇଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.