Home କେନ୍ଦ୍ରାପଡ଼ା ବିଦ୍ୟୁତ କରେଂଟ ଲାଗି ଜଣେ ମୃତ୍ୟୁ

ବିଦ୍ୟୁତ କରେଂଟ ଲାଗି ଜଣେ ମୃତ୍ୟୁ

85

କେନ୍ଦ୍ରାପଡା ୨୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)-ବିଦ୍ୟୁତ କରେଂଟଲାଗି ବୁଧବାର ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଡିହ ପଂଚାୟତର ପୋଟିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୪୬)ନାମକ ବ୍ୟକ୍ତି ଜଣଙ୍କ ନିଜ ଘରେ ଅପରାହ୍ନ ପ୍ରାୟ ୪ଟା ସମୟରେ ବିଦ୍ୟୁତ ଲାଇନ ସଜାଡୁଥିବା ବେଳେ ବିଦ୍ୟୁତ କରେଂଟ ଲାଗିଥିଲା। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.