Chitta Ranjan Das
ଉତ୍କଳ ଭାରତୀ ଡଃ. କୁନ୍ତଳାକୁମାରୀ ସାବତଙ୍କ ୧୨୦ତମ ଜୟନ୍ତୀ ପାଳିତ
କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡାସ୍ଥିତ ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତ ପ୍ରତିଭା ପୂଜା ସମିତି ଆନୁକୁଲ୍ୟରେ ଉତ୍କଳ ଭାରତୀଙ୍କ ୧୨୦ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଅର୍ବାନବ୍ୟାଙ୍କ ପାର୍ଶ୍ୱ ନାରୀକବିଙ୍କ...
ତରଡିପାଳ ସରପଂଚ ଓ ତାଙ୍କ ସ୍ୱାମୀଙ୍କ ଦ୍ୱାରା ମହିଳାଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପଟ୍ଟାମୁଣ୍ଡାଇ...
କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜନୈକ ମହିଳାଙ୍କୁ ତରଡିପାଳ ପଂଚାୟତର ସରପଂଚ ଓ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକ ମରଣାନ୍ତଙ୍କ ଆକ୍ରମଣ କରିଥିବା ପଟ୍ଟାମୁଣ୍ଡାଇ ଥାନାରେ ସଂପୃକ୍ତ ମହିଳା...
କଂଗ୍ରେସର ସାମ୍ବାଦିକ ସମ୍ମିଳନି – ମାଟି ପାଇଁ ପାଟି ଖୋଲ
କେନ୍ଦ୍ରାପଡା, ୭/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ ସଂଗଠନ ପକ୍ଷରୁ ଗରାପୁରସ୍ଥିତ ହୋଟେଲ ଦି ପ୍ୟାଲେସ ପରିସରରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି।...
ନାବାଳିକାକୁ ଏକତରଫା ପ୍ରେମ କରି ହଇରାଣ କରିବା ଘଟଣାରେ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡା, ୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜନୈକ ନାବାଳିକାକୁ ଏକ ତରଫା ପ୍ରେମ କରି ବିଭିନ୍ନ ସମୟରେ ହଇରାଣ କରିବା ଅଭିଯୋଗରେ ଜଣେ ଯୁବକକୁ ସଦର ଥାନା ପୋଲିସ ଗିରଫ କରି...
ଦୁହୁରିଆ ବଜାର କମିଟି କର୍ମକର୍ତ୍ତାଙ୍କ ଗଣ୍ଡଗୋଳକୁ ନେଇ ୨ ଗିରଫ
କେନ୍ଦ୍ରାପଡା, ୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଦୁହୁରିଆ ବଜାର କମିଟିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଉଭୟ ପକ୍ଷରୁ ଅଭିଯୋଗକୁ ଭିତ୍ତିକରି ୨ଟି ମାମଲା ସଦର ଥାନାରେ ରୁଜୁ ହୋଇଥିବା ବେଳେ ପୂର୍ବରୁ...
ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ଅଭିଯୁକ୍ତଙ୍କ ଠାରୁ ୫ହଜାର ଜରିମାନା ଆଦାୟ
କେନ୍ଦ୍ରାପଡା, ୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଗତ ଶୁକ୍ରବାର ରାତିରେ ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ୨ଜଣ ଯୁବକ ଓ ଜଣେ ଯୁବତୀଙ୍କ ଠାରୁ ସଦର ଥାନା ପୋଲିସ ୫ହଜାର ଟଙ୍କା ଜରିମାନା...
ସଦର ଥାନାର ସଫଳତା: ୨୪ଘଂଟା ପୂର୍ବରୁ ନାବାଳକର ବେକକାଟିଥିବା ଅଭିଯୁକ୍ତ ନାବାଳକ ଗିରଫ
କେନ୍ଦ୍ରାପଡା, ୫ା୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜନୈକ ନାବାଳକର ବେକ କାଟି ଦେଇଥିବା ଘଟଣାରେ ସଂପୃକ୍ତ ନାବାଳକ ଅଭିଯୁକ୍ତ ଘଟଣାର ୨୪ଘଂଟା ମଧ୍ୟରେ ସଦର ଥାନା ପୋଲିସ ହାତରେ ଧରାପଡିଛି। କେନ୍ଦ୍ରାପଡା...
ଗାଙ୍ଗପଡା ସମିତିସଭ୍ୟ ଉପନିର୍ବାଚନରେ ମମତାରାଣୀ ଧଳ ନିର୍ଦ୍ୱନ୍ଦରେ ନିର୍ବାଚିତ
କେନ୍ଦ୍ରାପଡା, ୫ା୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତର ସମିତିସଭ୍ୟ ଉପନିର୍ବାଚନରେ ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।...
ନବଜାତକ ଶିଶୁକନ୍ୟା ଉଦ୍ଧାର
କେନ୍ଦ୍ରାପଡା, ୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆଜି ଅପରାହ୍ନରେ ମହାକାଳପଡା ବ୍ଲକ ଅନ୍ତର୍ଗତ ଅରିଲୋ ଗ୍ରାମର ରାସ୍ତାକଡରୁ ଏକ ନବଜାତକ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଭାରପ୍ରାପ୍ତ ଜିଲ୍ଲା...
କନେଷ୍ଟବଳ ହାବିଲଦାର ସଙ୍ଘ ନିର୍ବାଚନ ନହେବାକୁ ନେଇ ଅସନ୍ତୋଷ
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ପୋଲିସ କନେଷ୍ଟବଳ ହାବିଲଦାର ସଙ୍ଘର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଗତ ନଭେମ୍ବରମାସରୁ ଶେଷ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସଙ୍ଘର କର୍ମକର୍ତ୍ତାଙ୍କ ନିର୍ବାଚନ ଅଦ୍ୟାବଧି...
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସହଯୋଗର ହାତ ବଢାଇଲେ କେନ୍ଦ୍ର...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡାର ଶ୍ରୀବଳଦବେଜୀଉଙ୍କୁ ଦର୍ଶନ
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ର ତୈଳ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ରାପଡା ଗସ୍ତରେ ଆସି ଜିଲ୍ଲାର ଭିତରକନିକାରେ...
ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ନିର୍ଦେଶକ୍ରମେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା...
କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍.ସି.ସି ବିଭାଗ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ତିଥିକୁ “ପରାକ୍ରମ”ଦିବସ ରୂପେ ପାଳନ କରାଯାଇଛି। ଏହି...
ଗାଁ ସାଥୀ(ମେଟ) ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ...
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଗାଁ ସାଥୀ(ମେଟ) ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ବିଭିନ୍ନ ସମସ୍ୟା ନେଇ ଏକ ୭ଦଫା ସମ୍ବଳିତ...
ମଦ୍ୟପ କନେଷ୍ଟବଳ ଧରାପଡିଲେ
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜଣେ ମଦ୍ୟପ କନେଷ୍ଟବଳ ଶେଷରେ ଧରାପଡି ଗୋଟିଏ ସ୍ଥାନରୁ ଅନ୍ୟତ୍ର ବଦଳି ହୋଇଥିବା ସୂଚନା ମିଳିଛି। ଗୁରୁବାର ଜନୈକ ପୋଲିସ କନେଷ୍ଟବଳ ମଦ୍ୟପାନ କରିଥିବା...
ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ପୁନଃ ଥଇଥାନ କେନ୍ଦ୍ରର ମୁଖ୍ୟ ପରିଚାଳିକାଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଚାଲିଥିବା ଭିନ୍ନକ୍ଷମମାନଙ୍କ ପାଇଁ ପୁନଃ ଥଇଥାନ କେନ୍ଦ୍ରର ମୁଖ୍ୟ ପରିଚାଳିକା ପ୍ରତିମା...
ପଂଚମ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ : କେନ୍ଦ୍ରାପଡାରେ ମେଡିକାଲ କଲେଜ...
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ପଂଚମ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ...
କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ...
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ମଂଚର ପ୍ରତିଷ୍ଠାତା ସଂପାଦକ ଗୋପାଳ ଚରଣ...
ତିନିମୁହାଣିଛକରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ
କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଶନିବାରଦିନ ଟାଉନ ଥାନା ପୋଲିସ ପକ୍ଷରୁ ତିନିମୁହାଣିଛକରେ ସନ୍ଧ୍ୟାରେ ହେଲମେଟ ଚେକିଂ ହେଉଥିବା ବେଳେ ଭିତରକନିକାକୁ ଗସ୍ତରେ ଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ...
ଇଂଜିନିୟର ଦେବେନ୍ଦ୍ର ପରିଡାଙ୍କ ସ୍ମୃତିସଭା
କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଂଚାୟତର ଦୁତିଆଳ ଗ୍ରାମର ଯୁବ ଇଞ୍ଜିନିୟର ସ୍ୱର୍ଗତ ଦେବେନ୍ଦ୍ର କୁମାର ପରିଡାଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା...







