Home କେନ୍ଦ୍ରାପଡ଼ା ମଦ୍ୟପ କନେଷ୍ଟବଳ ଧରାପଡିଲେ

ମଦ୍ୟପ କନେଷ୍ଟବଳ ଧରାପଡିଲେ

43

କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜଣେ ମଦ୍ୟପ କନେଷ୍ଟବଳ ଶେଷରେ ଧରାପଡି ଗୋଟିଏ ସ୍ଥାନରୁ ଅନ୍ୟତ୍ର ବଦଳି ହୋଇଥିବା ସୂଚନା ମିଳିଛି। ଗୁରୁବାର ଜନୈକ ପୋଲିସ କନେଷ୍ଟବଳ ମଦ୍ୟପାନ କରିଥିବା ସମ୍ପର୍କରେ ଅଭିଯୋଗ ପାଇ ଟାଉନ ଥାନା ପକ୍ଷରୁ ସଂପୃକ୍ତ କନେଷ୍ଟବଳଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ମେଡିକାଲକୁ ପଠାଯାଇଥିଲା। ଯଦିଓ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲା ତଥାପି ସଂପୃକ୍ତ କନେଷ୍ଟବଳଙ୍କୁ ଗୋଟିଏ ଫାଣ୍ଡିରୁ ଅନ୍ୟ ଫାଣ୍ଡିକୁ ବଦଳି କରିଦିଆଯାଇଥିବା ବିଶେଷ ସୁତ୍ରରୁ ଖବରମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.