Bureau
ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ
କୋରାପୁଟ : ୩/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ବିପଦ ସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଗୋଡ଼ିପୁଟ ଗ୍ରାମବାସୀ ଓ ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ...
୩ ଅଗଷ୍ଟ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଅତ୍ୟନ୍ତ ସାବଧାନପୂର୍ବକ ଆଜିର ଦିନ କାଟିବାକୁ ଉପଦେଶ। ଥଣ୍ଡା, କଫ ଏବଂ ଜ୍ୱର କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପରିବାରରେ କିଛି ମନମାଳିନ୍ୟ ହୋଇପାରେ। ଧର୍ମ କରିବାରେ ଧନ ଖର୍ଚ୍ଚ...
ବାଲି ମାଫିଆଙ୍କ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଶତାଧିକ ସାମ୍ବାଦିକମାନଙ୍କ ନେମାଳ ଥାନା ଘେରାଉ
କଟକ, ୨/୦୮ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ନେମାଳ ଥାନା ପୋଲିସ ଓ ବାଲି ମାଫିଆଙ୍କ ଅସାଧୁ ମେଣ୍ଟ ଯୋଗୁଁ ଜଣେ ବରିଷ୍ଠ ସାମ୍ବାଦିକ ମରଣାନ୍ତକ ଆକ୍ରମଣର ଶୀକାର ହେଲେ।
ଆହତ...
‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର’ ପାଇଁ ଆବେଦନ ଆହ୍ବାନ- ନାମାଙ୍କନ ଭରିବାର...
- ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥା କରିପାରିବେ ଆବେଦନ
- ବ୍ୟକ୍ତିବିଶେଷଙ୍କୁ ୫ ଲକ୍ଷ ଟଙ୍କା ଏବଂ ସଂସ୍ଥାକୁ ମିଳିବ ୫୧ ଲକ୍ଷ ଟଙ୍କାର ପୁରସ୍କାର
ନୂଆ ଦିଲ୍ଲୀ ୨-୮...
କେ.ଏସ୍. ସୁନ୍ଦରମ, ଏନଟିପିସି କଣିହାଁ ପ୍ରକଳ୍ପର ନୂତନ ମୁଖ୍ୟ ନିଯୁକ୍ତ
ତାଳଚେର, ୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଏନଟିପିସି କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓଙ୍କ ଅଗଷ୍ଟ ୧ ତାରିଖରେ ଅବସର ପରେ ଶ୍ରୀ କେ.ଏସ୍ ସୁନ୍ଦରମ, ସିଜିଏମ୍, ଏନଟିପିସି ଏହି...
ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି ହେଉଥିବା ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ
ତାଳଚେର, ୨/୮: ତାଳଚେର ବ୍ଲକର ଗୁରୁଜାଙ୍ଗୁଲି ଗ୍ରାମପଂଚାୟତସ୍ଥିତ ଗୁରୁଜାଙ୍ଗୁଲି ପୁରୁଣା ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ଦୈନିକ ଅପରାହ୍ନ ୩.୩୦...
ମହାଭୋଇ ପୋଖରୀ ପୁନରୁଦ୍ଧାରରେ ଅନିଶ୍ଚିନ୍ତତା
କେନ୍ଦ୍ରାପଡ଼ା, ୨ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ମହାଭୋଇ ପୋଖରୀରେ ମୁଖ୍ୟ ଚିକିତ୍ସାଳୟର ସମସ୍ତ ବର୍ଜ୍ୟବସ୍ତୁ ବର୍ଷବର୍ଷ ଧରି ଫୋପଡାଯାଉଛି। ଏହା ବ୍ୟତୀତ ଏହି ପୋଖରୀର ଚର୍ତୁପାଶ୍ୱର୍ରେ...
ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପାଖ ରାସ୍ତାକୁ କାଟିଦିଆଯିବା ଯୋଗୁ ଗାଡି ଚଲାଚଳ ବନ୍ଦ
କେନ୍ଦ୍ରାପଡ଼ା, ୨ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପରିତ୍ୟକ୍ତ କେନ୍ଦ୍ରାପଡା ଆଞ୍ଚଳିକ ବାଣିଜ୍ୟ ଓ ସହଯୋଗ ସମିତି ପରିସର ଏବଂ ଏହାର ପାଖଆଖ ଅଞ୍ଚଳରୁ ଜଳ ନିଷ୍କାସନ ହୋଇପାରୁନଥିବାରୁ ବର୍ଷରେ ୪ମାସ ସେହି...
ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ପଟ୍ଟାମୁଣ୍ଡାଇ କେନାଲ ପରିଦର୍ଶନ
କେନ୍ଦ୍ରାପଡ଼ା, ୨ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜଳସେଚନ ବିଭାଗର ନୂତନ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ ଆଜି ପଟ୍ଟାମୁଣ୍ଡାଇ କେନାଲ ପରିଦର୍ଶନରେ ଯାଇ ଧୂମାତ ଡିହସାହି ଗ୍ରାମ ପାଖରେ...
୭୬ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଦର ମହକୁମାରେ ୭୬ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ...
ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁନାହିଁ: ମୋହନ ମାଝୀ
- ଏସ୍ଟି କମିଶନ ସଦସ୍ୟ ଶ୍ରୀ ଅନନ୍ତ ନାୟକଙ୍କୁ ପ୍ରାୟୋଜିତ ବିରୋଧ ପଛରେ କିଏ ?
- ଜନଜାତିଙ୍କୁ ସେବା ବଦଳରେ ଶୋଷଣ କରାଯାଉଛି
- ଶାସକ ବିଜେଡିର କିଛି ନେତା ଓ କର୍ମୀ ପ୍ରାୟୋଜିତ...
5G ସ୍ପେକ୍ଟ୍ରମ ନିଲାମୀ ୧, ୫୦, ୧୭୩ କୋଟି ଟଙ୍କା ଟପିଲା- ସେପ୍ଟେମ୍ବର/ଅକ୍ଟୋବର ସୁଦ୍ଧା...
ପ୍ରଧାନମନ୍ତ୍ରୀଙ୍କ ଦୂରସଞ୍ଚାର ସଂସ୍କାର ପ୍ରତି ଉଦ୍ୟୋଗ ଜଗତର ବିଶେଷ ଆଗ୍ରହ
ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ଦେଶରେ ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ଦୂରସଞ୍ଚାର...
ଶିକ୍ଷକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ...
ଗତ ୩ ବର୍ଷରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି
ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରେ
ଶିକ୍ଷକତାକୁ ଚାକିରୀ ନୁହେଁ, ଏକ ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ –...
ତାଳଚେର ପୋଲିସ ଦ୍ୱାରା ଚାରି ଲୁଟେରା ଗିରଫ; ୧୧ ବାଇକ ଜବତ
ତାଳଚେର, ୧/୮(ଓଡ଼ିଆ ପୁଅ/ଅଜିତ୍ ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ ଟି ଚୋରା ମୋଟର ସାଇକେଲ ଉଦ୍ଧାର କରିଥିବା ବେଳେ ୪ ଜଣ ମୋଟର...
ନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର
ନୟାଗଡ଼, ୧ା୮: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡା....
ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର କମ୍ପାନୀ ଓ ସରକାରଙ୍କ ମିଲିଭଗତ, ସଂକଟରେ...
ଅପାରଗ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶାର ନଦୀ ଶୁଷ୍କ ଏବଂ ପ୍ରଦ୍ୟୁଷିତହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ
ଭୁବନେଶ୍ୱର ୦୧/୦୮ (ଓଡ଼ିଆ ପୁଅ) : ନଦୀ ଉପରେ ମାନବ ସଭ୍ୟତା ସର୍ବଦା ନିର୍ଭରଶୀଳ। ଓଡ଼ିଶାର ପ୍ରାୟ...
ମହାନଦୀ ଜଳବିବାଦ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା
ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୋମବାର ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ। କେନ୍ଦ୍ର ମନ୍ତ୍ରୀ...
ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପାଣ୍ଡରା ଛକଠାରେ ରାସ୍ତାରୋକ
ଭୁବନେଶ୍ୱର ୧.୮ (ଓଡ଼ିଆ ପୁଅ) - ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ତରଫରୁ ଆଜି ପାଣ୍ଡରା ଛକଠାରେ ୨୦୩ ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ କରାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି...
୨୦୨୨ ଜୁଲାଇ ମାସରେ ସକଳ ଜିଏସଟି ରାଜସ୍ବ ସଂଗ୍ରହ ୧, ୪୮, ୯୯୫ କୋଟି...
ଜୁଲାଇ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ଦ୍ବିତୀୟ ସର୍ବାଧିକ, ଗତ ବର୍ଷ ସମାନ ମାସ ତୁଳନାରେ ୨୮% ଅଧିକ
ଜୁଲାଇ ୨୦୨୨ରେ ଓଡ଼ିଶାରେ ୩, ୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ (ବସ୍ତୁ...
ବିକେଏମ୍ୟୁର ପ୍ରତିବାଦ ଦିବସ ପାଳନ
ଭୁବନେଶ୍ୱର ୦୧.୦୮ (ଓଡ଼ିଆ ପୁଅ) : କ୍ଷେତ ମୂଲିଆମାନଙ୍କ ପାଇଁ କେନ୍ଦ୍ରୀୟ ଆଇନ, ପ୍ରତ୍ୟେକ ରାଜ୍ୟରେ କଲ୍ୟାଣ ବୋର୍ଡ଼ ଗଠନ, ଭୂମିହୀନଙ୍କୁ ଘରଡିହ, ବର୍ଷକୁ ୩୦୦ ଦିନର କାମ, ସର୍ବନିମ୍ନ ମଜୁରୀ ବୃଦ୍ଧି,...























