Bureau
କେବଳ ନାମ ପ୍ରଚାର: ସ୍ମାର୍ଟସିଟିରେ ଜଳବିହୀନ ଜଳଛତ୍ର!
ରାଉରକେଲା ୪-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସ୍ମାର୍ଟ ସିଟି ରାଉରକେଲାରେ ଥିବା ୧୦୦ରୁ ଉର୍ଦ୍ଧ ଜଳଛତ୍ର ସହରର ବିଭିନ୍ନ ପ୍ରମୁଖ ଛକ ଯେପରି ବିଶ୍ରା ଛକ, ଟ୍ରାଫିକ ଛକ, ପ୍ଲାଟଂ ସାଇଟ,...
ନୂଆପଡା – ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ଗୁରୁତର
ନୂଆପଡା -୩/୬-(ଓଡ଼ିଆପୁଅ /ନନ୍ଦିଘୋଷ ଖମାରି )-ନୂଆପଡା ଜିଲ୍ଲା ବୋଡେନ ବ୍ଳକ୍ ଅନ୍ତର୍ଗତ ଭଇସାଦାନୀ ଗ୍ରାମର ଟଙ୍କଧର ପହରିଆ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।
ମିଲିଥିବା ସୂଚନା ମୁତାବକ ଟଙ୍କଧର ନିଜ ଚାଷ...
ନୂଆପଡ଼ା- ବଜ୍ରାଘାତରେ ଦୁଇ ବଳଦଙ୍କ ମୃତ୍ୟୁ
ନୂଆପଡ଼ା-୩/୬-(ଓଡିଆ ପୁଅ/ନନ୍ଦିଘୋଷ ଖମାରୀ)- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜେଠୁପାଲି ଗ୍ରାମରେ ଦୁଇ ବଳଦଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି।
ମିଲିଥିବା ସୂଚନା ଅନୁସାରେ ଆଜି ସକାଳ ୭ଟା ସମୟରେ...
ଭଙ୍ଗା ଦଦରା ଅବସ୍ଥାରେ ଖଡିଆଳ ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ
ଖଡିଆଳ/ନୂଆପଡା-୦୩.୦୬.୧୯(ଓଡିଆପୁଅ /ସୁଜିତ କୁମାର ପ୍ରଧାନ) ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ନୁତନ ଗୃହ ମାନ ନିର୍ମାଣ କରି ସୈାନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଳିଛନ୍ତି। ବର୍ତମାନ ରାଜ୍ୟରେ...
ଆୟୁରବୈଦିକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବୀର
ଖଡିଆଳ/ନୂଆପଡା-୦୩.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ବୋଡେନ ବ୍ଲକ କର୍ଲାକୋଟରେ ଗତ ୧ ସପ୍ତାହରୁ ଅଧିକ ହେଲା ଦୁଷୂତ ପାଣି ପିଇବା ଫଳରେ ଅନେକ ଶିଶୂ ମାନଙ୍କୁ ଜଣ୍ଡିସ ରୋଗ...
ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଖଡିଆଳ ବିଧାୟକ ଙ୍କୁ ସମ୍ବର୍ଦ୍ଧନା
ଖଡିଆଳ/ନୂଆପଡା-୦୩.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଶ୍ୟାମକୁଂଜ ଳଜ୍ ସଭାଗୃହ ପରିସରରେ ନୁଆପଡା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସଭାପତି ଶୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ...
ବାୟୁସେନାର ବିମାନ ନିଖୋଜ, ଆସାମ ଉଡ଼ାଣ ଭରିଥିଲା; ୮ କ୍ରିଉ ସଦସ୍ୟ ସମେତ ୧୩...
ଈଟାନଗର ୩-୬ (ଓଡ଼ିଆ ପୁଅ) ଭାରତୀୟ ବାୟୁସେନାର ଏକ ଏଏନ-୩୨ ବିମାନ ସୋମବାରଦିନ ଆସାମରୁ ଜୋରହାଟ ଏୟାରବେସରୁ ଉଡ଼ାନ ଭରିବା ପରେ ଅରୁଣାଚଳ ପ୍ରଦେଶର ମେଚୁକା ଏୟାର ଫୀଲ୍ଡ ଉପରୁ ନିଖୋଜ ହୋଇଯାଇଛି।...
ଫ୍ଲାଇ ଓଭର ବ୍ରିଜ ନିର୍ମାଣରେ ବିଳମ୍ବ ଯୋଗୁ ଲୋକେ ହନ୍ତସନ୍ତ
ସମ୍ବଲପୁର, - ୨-୬ (ଓଡ଼ିଆ ପୁଅ) ସମ୍ବଲପୁର ସହରର ଅତ୍ୟନ୍ତ ବ୍ୟସ୍ତ ବହୁଳ କଲେଜ ରୋଡ଼ର ଧୁଚୁରାପଡ଼ା ଛକରୁ ନେଲସନ ମାଂଡେଲା ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ଫ୍ଲାଇଓଭର୍ ବ୍ରିଜ ନିର୍ମାଣରେ ଧାର୍ଯ୍ୟ ତାରିଖ...
ନୂଆପଡା -ନବ ନିର୍ବାଚିତ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା
ନୂଆପଡା -୨/୬-(ଓଡ଼ିଆ ପୁଅ /ନନ୍ଦିଘୋଷ ଖମାରି )-ଖଡ଼ିଆଳ ବିଧାନସଭା ଆସନରୁ ଚଳିତ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ବିଜୟଲାଭ କରିଥିବା ଖଡ଼ିଆଳ ଅଂଚଳର ଯୁବନେତା ଅଧିରାଜ ପାଣିଗ୍ରାହୀ ଙ୍କୁ ଆଜି ନୂଆପଡା ଜିଲ୍ଲା...
ସ୍ବାଧୀନତାର ୭୨ ବର୍ଷ ପରେବି ହଳଦୀପାଣି ନୂଆସାହିକୁ ମୌଳିକ ସୁବିଧା ସାତସପନ
ବଡ଼ବିଲ, ତା ୨ ଜୁନ(ଓଡିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁଆଁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହଳଦୀପାଣି ନୂଆସାହିର ୫୦୦ରୁ ଉର୍ଦ୍ଧ୍ୱ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।...
ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ସହ ଦୁଇ ଗିରଫ
ସମ୍ବଲପୁର, - ୨-୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ଠାରେ ପୋଲିସ ନାକାବନ୍ଦୀ ସମୟରେ ସହରକୁ ବେଆଇନ ଭାବରେ ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦେଶୀ...
ସମ୍ବଲପୁର ଜିଲ୍ଲା ପୁଣି ମନ୍ତ୍ରୀ ପଦରୁ ବଂଚିତ : ବଦଳୁଛି ରାଜନୈତିକ ସମୀକରଣ
ସମ୍ବଲପୁର, - ୨-୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାକୁ ଏଥର ମଧ୍ୟ ରାଜ୍ୟ ମନ୍ତ୍ରୀ ମଂଡ଼ଳରେ ଜାଗା ମିଳିଲା ନାହିଁ। ଗତ ଥର ଜିଲ୍ଲାର ଚାରୋଟି ବିଧାନସଭା ଆସନରୁ ତିନୋଟି ଓ ଏକମାତ୍ର...
ରାଜ୍ୟ ମନ୍ତ୍ରୀ ମଂଡ଼ଳରେ ସମ୍ବଲପୁରର ପ୍ରତିନିଧିତ୍ୱ ପାଇଁ ଅନୁରୋଧ
ସମ୍ବଲପୁର, - ୨-୬ (ଓଡ଼ିଆ ପୁଅ) ବରିଷ୍ଟ ବିଜେଡ଼ି ନେତା ତଥା ମାନେଶ୍ୱର ବ୍ଲକର ଜଣାଶୁଣା ଚାଷୀ ନେତା ଗୋପି ରଞ୍ଜନ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ରାଜ୍ୟ ମନ୍ତ୍ରୀ...
ପିନାକୀ ମିଶ୍ର ହେଲେ ବିଜେଡି ଲୋକସଭା ସଂସଦୀୟ ଦଳ ନେତା
ଭୁବନେଶ୍ୱର ୨-୬ (ଓଡ଼ିଆ ପୁଅ) ଆଜି ପିନାକୀ ମିଶ୍ରଙ୍କୁ ବିଜୁ ଜନତା ଦଳର ଲୋକସଭା ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ମିଳିଛି। ଅଚ୍ୟୁତ ସାମନ୍ତ ବିଜୁ ଜନତା ଦଳର ମୁଖ୍ୟ ସଚେତକ...
ସମ୍ବଲପୁରରେ ବେଆଇନ ନମ୍ବର ପ୍ଲେଟ ଉପରେ ପୋଲିସର ଚଢାଉ
ସମ୍ବଲପୁର, - ୨-୬ (ଓଡ଼ିଆ ପୁଅ) ସମ୍ବଲପୁର ସହରରେ ବେଆଇନ ନମ୍ବର ପ୍ଲେଟ ଲଗାଇ ବାଇକ ଚଲାଉଥିବା ଚାଳକ ମାନଙ୍କ ବିରୁଦ୍ଧରେ ପୋଲିସ କଡ଼ା ଆଭିମୁଖ୍ୟ ଆରମ୍ଭ କରିଛି। ଏହି କ୍ରମରେ ପୋଲିସ...
ସମ୍ବଲପୁରରୁ ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ଭଲ୍ଭୋ ଏସି ସିଟୀ ବସ ସେବା ପ୍ରବର୍ତ୍ତନ...
ସମ୍ବଲପୁର, - ୨-୬ (ଓଡ଼ିଆ ପୁଅ) ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଗତିବିଧି ବଢ଼ିବାରେ ଲାଗିଛି। ଏଠାରୁ ଉଡ଼ାଣ ଭରୁଥିବା ବିମାନଗୁଡ଼ିକ ସକାଶେ ଯଥେଷ୍ଟ ସଂଖ୍ୟାରେ ଯାତ୍ରୀ ହେଉଛନ୍ତି।...
ପ୍ରଥମ କ୍ୟାବିନେଟରେ ଉଭୟ ଜବାନ ଏବଂ କିଷାନଙ୍କୁ ଗୁରୁତ୍ୱ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଏବଂ କିଷାନଙ୍କୁ ଗୁରୁତ୍ୱ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ: ବିଜେପି
- ସବୁ ଚାଷୀଙ୍କ ପାଇଁ ପିଏମ୍ କିଷାନ ଯୋଜନା ଓ ‘ପ୍ରଧାନମନ୍ତ୍ରୀ କିଷାନ ପେନ୍ସନ୍ ଯୋଜନା’ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ...
ବାଇକ ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ
କୋରାପୁଟ: ୨/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବାଡେଲ ଗ୍ରାମ ନିକଟରେ ରାଜରାସ୍ତା ଉପରେ ଏକ ଅଜଣା ବ୍ୟକ୍ତିର ମୃତ୍ୟୁ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ...
ଚଳିତବର୍ଷ ଇଫ୍ତାର ପାର୍ଟି ନକରିବା ଲାଗି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ ନିଷ୍ପତ୍ତି
ଭୁବନେଶ୍ୱର, ୧/୬ (ଓଡ଼ିଆ ପୁଅ) : ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ଜନସାଧାରଣଙ୍କ ପବିତ୍ର ରମଜାନ ମାସ ଏବେ ଚାଲିଥିବା ବେଳେ ଏଥିଲାଗି ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ଓ ନେତୃସ୍ଥାନୀୟ ବ୍ୟକ୍ତି ଇଫ୍ତାର...
ମୁଖ୍ୟମନ୍ତ୍ରୀ ରିଲିଫ୍ପାଣ୍ଠିକୁ ମହିଳା ବିଜେଡିର ୩ଲକ୍ଷ ଟଙ୍କା ପ୍ରଦାନ
ଭୁବନେଶ୍ୱର, ୧/୬ (ଓଡ଼ିଆ ପୁଅ) : ଭୟାବହ ବାତ୍ୟା ‘ଫନି’ରେ ଓଡ଼ିଶାର ୧୧ଟି ଜିଲ୍ଲା ଅନ୍ତର୍ଗତ ୧୪ ହଜାରରୁ ଅଧିକ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ରାଜ୍ୟର ୧ କୋଟି ଲୋକ ପ୍ରଭାବିତ...








