Bureau
ଫନି ଆକ୍ରାନ୍ତଙ୍କ ପାଇଁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ପାଣ୍ଠିକୁ ୫ଲକ୍ଷ...
ଭୁବନେଶ୍ୱର, ୭/୬ (ଓଡ଼ିଆ ପୁଅ) : ଫନି ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଜି ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍(ଓସାନ୍) କର୍ମକର୍ତ୍ତାମାନେ ଭେଟି ୫ଲକ୍ଷ ଟଙ୍କାର...
କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଓ ବିଧାୟକ ଚକ୍ରମଣି କହଁରଙ୍କୁ ସମ୍ବର୍ଦ୍ଧନା
ବାଲିଗୁଡା ୭-୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) : ନିର୍ବାଚିତ ହେବାପରେ ପ୍ରଥମଥରପାଇଁ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ବାଲିଗୁଡା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତ କରିଛନ୍ତି। ସାଂସଦ ଡ଼.ସାମନ୍ତଙ୍କ ସହ ବାଲିଗୁଡା ବିଧାୟକ ଚକ୍ରମଣି...
ଟ୍ରକ ପୋଡ଼ି ଦେଲେ ଦୁର୍ବୃତ୍ତ
କୋରାପୁଟ:୮/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବାଲଡା ଗ୍ରାମପଞ୍ଚାୟତରେ ଗତ କାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ବାଲଡା ଗ୍ରାମର କମେଶ୍ୱର...
ବିଧାୟକଙ୍କ କଙ୍ଗାରୁ କୋର୍ଟକୁ ନିନ୍ଦା: ପାଟଣାଗଡ ବିଧାୟକଙ୍କୁ ଗିରଫ ଦାବି କଲା ନୂଆପଡା ଜିଲ୍ଲା...
ଖଡିଆଳ/ନୂଆପଡା-୦୭.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ବଲାଙ୍ଗିର ଜିଲ୍ଲା ପାଟଣା ବିଧାୟକ ସରୋଜ ମେହେର ଗତ ଜୁନ ୫ ତାରିଖ ଦିନ ପିଡବ୍ଲୁୁଡି ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଘରୁ ଡାକିନେଇ ବେଳପାଡା...
ବସ ଓଲଟି ୨୦ରୁ ଅଧିକ ଆହତ ୨ ଗୁରୁତର
ପଟ୍ଟାଙ୍ଗି ୭-୬ (ଓଡ଼ିଆ ପୁଅ/ମେଘା ଗୁଣ୍ଠା) କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକଅନ୍ତର୍ଗତ ପଟାଙ୍ଗି ରାଳେଗଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ତେଲାରାଇ ଛକ ବୁଲାଣିଠାରେ ଦୃତଗାମୀ ଯାତ୍ରୀବାହୀ ନଡିଆରାଣୀ ବସ ଭାରସାମ୍ୟ ହରାଇ ଭୋର...
ରଜନୀକାନ୍ତ ସିଂହ ବିଜେଡ଼ିର ଉପ-ବାଚସ୍ପତି ପ୍ରାର୍ଥୀ ଏବଂ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପ-ମୁଖ୍ୟ ସଚେତକ...
ଭୁବନେଶ୍ୱର ୭.୬ (ଓଡ଼ିଆ ପୁଅ) ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଅନୁଗୁଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହଙ୍କୁ ଚଳିତ ବିଧାନସଭାର ଉପ-ବାଚସ୍ପତି ପଦବୀ ନିମନ୍ତେ ବିଜୁ ଜନତା...
ଦୁବାଇରେ ଫସି ରହିଥିବା ଓଡିଆ ଯୁବକଙ୍କ ଉଦ୍ଧାର ଲାଗି ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ...
- ଓଡିଆ ଯୁବକଙ୍କ ଉଦ୍ଧାର ଲାଗି ବ୍ୟକ୍ତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦୬ (ଓଡ଼ିଆ ପୁଅ) - ଦୁବାଇରେ ଫସି ରହିଥିବା ୧୦ ଓଡିଆ ଯୁବକଙ୍କ ଉଦ୍ଧାର ଲାଗି...
କୁଶଲେଶ୍ୱର ମହାପ୍ରଭୁଙ୍କ ପତରପେଣ୍ଡି ଉତ୍ସବ ଅନୁଷ୍ଠିତ
ଖଡିଆଳ/ନୂଆପଡା-୦୬.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲ୍ଲା ଖଡିଆଳ ଇରିକେଶନ କଲୋନୀ ସ୍ଥିତ ଶ୍ରୀ ଶ୍ରୀ କୋଶଲେଶ୍ୱର ମହାଦେବଙ୍କ ବିବାହ ଉପଳକ୍ଷେ ପତରପେଣ୍ଡି ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ବତୀଙ୍କ...
ବିଦ୍ୟୁତ ଏସଡିଓଙ୍କ ସରାକାରୀ କାର୍ଯ୍ୟାଳୟ ଘେରାଉ ଅହେତୁକ ବିଦ୍ୟୁତ କାଟ ସମସ୍ୟାକୁ ନେଇ ଶତାଧିକ...
ଖଡିଆଳ/ନୂଆପଡା-୦୬.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡିଆଳରେ ଘନ ଘନ ବିଦ୍ୟୁତ କାଟ ହେଉଛି। ଲୋକେ ଅହେତୁକ ବିଦ୍ୟୁତ କାଟ ତ୍ରସ୍ତ ହୋଇଗଲେଣି। ଅହେତୁକ ବିଦ୍ୟୁତ କାଟ ପାଇଁ ବିଦ୍ୟୁତ ବିଭାଗ...
ରେଲୱେ ରିଜର୍ଭେସନ କାଉଁଟରରେ ଗଡ଼ୁଛି ମଦ ବୋତଲ ! ପ୍ରଶାସନ ନିଶାରେ ଶୋଇଛି କି?
ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟିଛି ରେଲୱେ ରିଜର୍ଭେସନ ଟିକେଟ କାଉଣ୍ଟର
ନୟାଗଡ଼ ୬ ଜୁନ୍ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କେଇହାତ ଦୂର ତଥା ପଠାଣି ସାମନ୍ତ ଅଡ଼ିଟୋରିୟମ ଓ...
ରାଉରକେଲାରେ ବିଶ୍ୱ ପରିବେଶ ଦିବସ
ରାଉରକେଲା ୬-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସାରା ଦୁନିଆରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିବା ବେଳେ। ରାଉରକେଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇ...
ରମଜାନ ମାସିକ ପର୍ବ ଉଦଯାପିତ: ଇଦ୍ -ଉଲ୍ -ଫିର ପାଳିତ
ବାଲିଗୁଡ଼ା ୫/୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଳିଗୁଡ଼ା ତଥା ଏହାର ଆଖ ପାଖ ଅଞ୍ଚଳରେ ଥିବା ମୁସଲ୍ ମାନ ପରିବାର ତରଫରୁ ମାସିକ ରମ୍ ଜାନ ପର୍ବକୁ ବୁଧବାର ଉଦ୍ ଯାପନ...
ଫନୀ ପରବର୍ତ୍ତୀ ବନୀକରଣ ପାଇଁ ମିଳିତ ଉଦ୍ୟମ ଲୋଡା ବହୁଳ ମାତ୍ରାରେ ବୃକ୍ଷରୋପଣ ହିଁ...
ମୁଖ୍ୟାଂଶ:
- ବିପତିରୁ ରକ୍ଷା କରୁଥିବା ବୃକ୍ଷର ରୋପଣ ନିମନ୍ତେ ସମୟର ଆବଶ୍ୟକତା ରହିଅଛି।
- କ୍ଷତିଗ୍ରସ୍ତ ବୃକ୍ଷଗୁଡିକର ରକ୍ଷଣାବେକ୍ଷଣ ଏବଂ ଉପୁଡି ଯାଇଥିବା ଗଛଗୁଡିକର ପ୍ରତିକୂଳ ପ୍ରଭାବ ଉପରେ ସରକାର ଧ୍ୟାନ ଦେବା ଜରୁରୀ।
-...
ସମ୍ବଲପୁରରେ ବିଶ୍ୱ ପରିବେଶ ଦିବସ ପାଳିତ
ସମ୍ବଲପୁର, ୫/୬ (ଓଡ଼ିଆ ପୁଅ) ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସମ୍ବଲପୁରର ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏକ ବଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥର...
ଇ-ପ୍ରଦୂଷଣ ଚକ୍ରବ୍ୟୁହରେ ସ୍ମାର୍ଟ ସିଟି ରାଉରକେଲା
ରାଉରକେଲା ୬-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଜୁନ ୫ ତାରିଖରେ ସାରା ଦୁନିଆରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିବା ବେଳେ ରାଉରକେଲା ମଧ୍ୟ ଏଥିରୁ ବାଦ ପଡିନାହିଁ। ସହରରେ ଥିବା...
ରେଳ କର୍ମଚାରୀଙ୍କ ଉପରେ ଟ୍ରେନ ମାଡ଼ିଗଲା
ରାଉରକେଲା ୬ ଜୁନ୍ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ଜଣେ ରେଳକର୍ମଚାରୀ ଟ୍ରେନରେ କଟି ଶୋଚନୀୟ ମୃତ୍ୟୁବରଣ କରିଛନ୍ତି। ଏହା ଆତ୍ମହତ୍ୟା ନା ଦୁର୍ଘଟଣା ଏହାର ତଦନ୍ତ ପୁଲିସ ଆରମ୍ଭ କରିଛି।...
ପ୍ରିୟଙ୍କା ଚୋପ୍ରା ବ୍ୟାକଲେସ ଶାଢ଼ୀରେ, ସୋସିଆଲ ମିଡ଼ିଆ ୟୁଜର୍ସ କହିଲେ ଏମିତି …!!!
ମୁମ୍ବାଇ ୬-୬ (ଓଡ଼ିଆ ପୁଅ) ପ୍ରିୟଙ୍କା ଚୋପଡ଼ା ନିକଟରେ ଏକ ଷ୍ଟାଇଲ ମାଗାଜିନ୍ ପାଇଁ ଫଟୋ ସୁଟ କରାଇଛନ୍ତି। ଏହି ଫଟୋସୁଟରେ ସେ ଶାଢ଼ୀ ମଧ୍ୟ ପିନ୍ଧିଛନ୍ତି କିନ୍ତୁ ତା’କୁ ଅଲଗା ଭାବରେ...
ସାଧ୍ଵୀ ପ୍ରଜ୍ଞା ଅସ୍ୱସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ ୬-୬ (ଓଡ଼ିଆ ପୁଅ): ଭୋପାଳରୁ ନବନିର୍ବାଚିତ ସାଂସଦ ପ୍ରଜ୍ଞା ଠାକୁରଙ୍କର ପେଟରେ ଯନ୍ତ୍ରଣା କାରଣରୁ ବୁଧବାରଦିନ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁବାର ସକାଳେ ତାଙ୍କୁ ଛୁଟି ମିଳିଛି। ପ୍ରଜ୍ଞା...
ନିଟ ପରୀକ୍ଷାଫଳ ପ୍ରକାଶିତ: ଓଡିଶାରୁ ୧୯୨୪୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ: ମହିଳା ଟପ-୨୦ରେ ରାଜ୍ୟରୁ...
- ୫ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ
ଭୁବନେଶ୍ୱର ୬ ଜୁନ୍ (ଓଡ଼ିଆ ପୁଅ) ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ)ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ସ୍ନାତକ)-୨୦୧୯ର ଫଳ ପ୍ରକାଶ...
ପୋଲସରା ପୋଲିସର ବେପାରରେ ଭାଗ !!
ପୋଲସରା ୬-୬ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ଦୀର୍ଘଦିନରୁ ପୋଲସରା ପୋଲିସ ଉପରୁ ପୋଲସରା ଅଞ୍ଚଳ ବାସୀଙ୍କ ପୋଲିସ ଉପରୁ ବିଶ୍ୱାସ ତୁଟି ଗଲାଣି। ଥାନାକୁ ଅଭିଯୋଗ ନିମନ୍ତେ ଯିବାକୁ ମଧ୍ୟ ସାଧାରଣ...