Bureau
“ମୋ ହାତ କାଟି ଦିଅ – ଆଉ କଷ୍ଟ ସହି ହେଉନି” –...
ଢାକା ୨୪-୬ (ଓଡ଼ିଆ ପୁଅ) : ଜଣେ ବାଙ୍ଗଲା ଦେଶୀ "ଟ୍ରି ମ୍ୟାନ" ଭାବରେ ପରିଚିତ କାରଣ ତା’ ଶରୀରରେ ଗଛ ଛେଲି ସଦୃଶ ବୃଦ୍ଧି ହେଉଛି। ସୋମବାର ସେ କହିଥିଲେ କି...
ଦୁର୍ଘଟଣା ପରେ ଜଳିଗଲା ବାଇକ: ଜଣେ ମୃତ ଜଣେ ଗୁରୁତର
ଯାଜପୁର ୨୩-୬ (ଓଡ଼ିଆ ପୁଅ/ମାନସ ରାଉତ) ଆଜି ସଂଧ୍ୟା ସମୟରେ ଚଣ୍ଡିଖୋଲ ଡୁବୁରି ଜାତୀୟ ରାଜପଥ ବାଲିସାହି ନିକଟରେ ଗୋଟିଏ ବାଇକ ଗୋଟିଏ ଟିପର ଗାଡି ସହିତ ଧକ୍କା ହୋଇ ଜଳିଯିବା ସହିତ...
ଦଳିତ ଅଧିକାର ମଂଚ ପକ୍ଷରୁ ଏନଏସି ଘେରାଉ
ଖଡିଆଳ/ନୂଆପଡା-୨୪.୦୬.୧୯(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ଖଡିଆଳ ବିଜ୍ଞାପିତ ଅଞ୍ଚଲ ପରିଷଦ ର ୱାର୍ଡ ନଂ ୧ , ୧୧ ଓ ୧୨ ରେ ବସବାସ କରୁଥିବା ସତାଧିକ ଭୁମିହୀନ ପରିବାର ମାନଙ୍କୁ ଘରଡିହ ଜମି...
ଆମେରିକାରେ ରଥଯାତ୍ରା ପାଇଁ ପ୍ରସ୍ତୁତି
ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) : କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ପବିତ୍ର ରଥଯାତ୍ରା ପାଇଁ ଦେଶ ବିଦେଶର ବହୁ ସ୍ଥାନରେ ଏହି ଗଣପର୍ବ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି। ଯୁକ୍ତରାଷ୍ଟ୍ର ଆମେରିକାର...
ତାଜା ଖବର: ମୁଜଫ୍ଫରପୁରରୁ ନୂଆଦିଲ୍ଲୀ ଆସୁଥିବା ସପ୍ତକ୍ରାନ୍ତି ଏକ୍ସପ୍ରେସରେ ନିଆଁ ଲାଗିଲା
ନୂଆ ଦିଲ୍ଲୀ ୨୪-୬ (ଓଡ଼ିଆ ପୁଅ) ମୁଜଫ୍ଫରପୁରରୁ ନୂଆଦିଲ୍ଲୀ ଆସୁଥିବା ସପ୍ତକ୍ରାନ୍ତି ଏକ୍ସପ୍ରେସର ଇଞ୍ଜିନରେ ନିଆଁ ଲାଗିଥିବା ସୂଚନା ମିଳିଛି। ସହର ନିକଟ ବ୍ରହ୍ମପୁରା ଗୁମଟି ନିକଟରେ ଇଞ୍ଜିନରେ ନିଆଁ ଲାଗିଛି। ଇଞ୍ଜିନକୁ...
ବିକାଶ କ୍ୟାମ୍ପସରେ ସମ୍ବର୍ଦ୍ଧନା ସମାରୋହ
ସମ୍ବଲପୁର ୨୪.୦୬: ବିକାଶ କ୍ୟାମ୍ପସରେ ଉଭୟ ସିବିଏସ୍ ସି ଏବଂ ସିଏଚ୍ ଏସ୍ ସି ବୋର୍ଡ଼ ପରୀକ୍ଷାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସକାଶେ ଏକ...
ଦକ୍ଷିଣ ରାଉରକେଲାରେ ବାଟ ହୁଡ଼ିଛି ଟାଉନବସ ସେବା
ରାଉରକେଲା ୨୪-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ପ୍ରତିଦିନ ସକାଳ ହେଲେ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ବାସିନ୍ଦାଙ୍କୁ ବିବିଧ କାର୍ଯ୍ୟରେ ରାଉରକେଲାର ବିଭିନ୍ନ ଅଂଚଳକୁ ଯାତାୟତ କରିବାକୁ ପଡୁଛି। ନିଜସ୍ୱ ଦୁଇ...
ଛାତ୍ରୀଙ୍କ ଠାରୁ ଲୁଟ ମୋବାଇଲ ସହ ଅଭିଯୁକ୍ତ ଗିରଫ
ସମ୍ବଲପୁର, ୨୪/୬ (ଓଡ଼ିଆ ପୁଅ) ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଲିଆପଡ଼ାର ଜଣେ ଛାତ୍ରୀଙ୍କ ଠାରୁ ଲୁଟ ହୋଇଥିବା ଦାମିକିଆ ମୋବାଇଲ ଫୋନ କୁ ଉଦ୍ଦାର କରିବାରେ ପୋଲିସ ସକ୍ଷମ ହୋଇଛି। ଏଥିରେ...
ଚୋରା ଚାଲାଣ ବେଳେ ଜାଇଲୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ସହ ଜଣେ ଗିରଫ
ସମ୍ବଲପୁର, ୨୪/୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା ରେଂଗାଲି ଥାନା ପୋଲିସ କୋରାପୁଟ ଇଲାକାରୁ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହା ଝାରସୁଗୁଡ଼ା ବାଟ ଦେଇ ରାଜ୍ୟ...
ସମ୍ବଲପୁର ଜିଲ୍ଲାର ମହିଳା ସ୍ୱୟଂ ସହାୟକ ମାନଙ୍କୁ ପରିବା ଓ ଛତୁ ଚାଷ ରେ...
ସମ୍ବଲପୁର, ୨୪/୬ (ଓଡ଼ିଆ ପୁଅ) ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଟିର ସଦସ୍ୟା ମାନଙ୍କୁ ଆର୍ଥୀକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଛତୁ ଚାଷକୁ ପ୍ରୋତ୍ସାହନ ଦିଆଯିବ। ଆଗରୁ...
ବିଧାୟକ ଦଳ ନେତା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଘୋଷଣା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ...
ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୩/୦୬ (ଓଡ଼ିଆ ପୁଅ) : ଆଜି ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପିର...
ଷ୍ଟାର୍ଟ୍ ଅପ୍ ମାନଙ୍କ ନିମନ୍ତେ ଆୟୋଜିତ ଏକ ଉଦ୍ୟମିତା ପ୍ରତିଯୋଗିତା
ମାଇଁ ସିଟି ଲିଙ୍କସ୍ ପକ୍ଷରୁ ଉଦ୍ୟମକ୍ୟୁ ଆୟୋଜିତ
ଭୁବନେଶ୍ୱର, ୨୪ ଜୁନ୍ ୨୦୧୯ (ଓଡ଼ିଆ ପୁଅ) : ଉଦ୍ୟୋଗୀମାନଙ୍କୁ ଷ୍ଟାର୍ଟ୍ ଅପ୍ ଜୈବ ସମାଜ ସହିତ ଯୋଡିବା ଏବଂ ସେମାନଙ୍କୁ ଉଦ୍ୟମିତା ଜ୍ଞାନର ଗୁରୁତ୍ୱ...
ବ୍ୟର୍ଥ ଯିବନି ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ:ବିଜେପି
ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥି ଅବସରରେ
- ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି :ଧର୍ମେନ୍ଦ୍ର ପ୍ରଧାନ
- ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ...
ଜୁଲାଇ ୬ରୁ ଆରମ୍ଭ ହେବ ‘ସଦସ୍ୟତା ସଂଗ୍ରହ ଅଭିଯାନ’
ରାଜ୍ୟ କାର୍ଯ୍ୟାଳୟରେ ‘ସଦସ୍ୟତା ସଂଗ୍ରହ ଅଭିଯାନ’ ବୈଠକ ଅନୁଷ୍ଠିତ
- ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ
- ସାଧାରଣ ଲୋକ ଅନଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିପାରିବେ
- ‘୮୯୮୦୮-୦୮୦୮୦’ନମ୍ବରରେ...
ଶିଶୁ ଅଧିକାର ସୁରକ୍ଷା ଓ ବାଲ୍ୟବିବାହ ସର୍ମ୍ପକିତ ସଚେତନତା ଶିବିର
ବାଲିଗୁଡା, ୨୩/୬ (ଓଡ଼ିଆ ପୁଅ/ଏସ୍.କେ.ପାଣୀଗ୍ରାହୀ) - ଶିଶୁ ଅଧିକାର ସୁରକ୍ଷା ଓ ବାଲ୍ୟ ବିବାହ ସର୍ମ୍ଫକିତ ସଚେତନତା ଶିବିର ସାରଙ୍ଗଡର ବଣ୍ଡଗୁଡା ଠାରେ ତାଲୁକା ଆଇନ ସେବା ସମିତି, ବାଲିଗୁଡାର ଆୟୋଜନରେ ଓ...
୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ସରକାରୀ ନିଷ୍ପତ୍ତିକୁ ଡି.ଟି.ଓ ର ନିନ୍ଦା
ଭୁବନେଶ୍ୱର, ୨୪.୬ (ଓଡ଼ିଆ ପୁଅ) : କମ୍ ପିଲାର ଆଳରେ ଓଡ଼ିଶାର ୯୬୬ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ନିଷ୍ପତ୍ତି ସରକାର ନେଇଛନ୍ତି ଓ ଏହି ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଅବକାଶ ପରେ...
ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୫ମ ଭୁବନେଶ୍ୱର ଜିଲ୍ଲା ସମ୍ମିଳନୀ
ଭୁବନେଶ୍ୱର, ତା ୨୩.୦୬ (ଓଡ଼ିଆ ପୁଅ) : ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭୁବନେଶ୍ୱର ୫ମ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ଶ୍ରମିକ ଭବନରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀକୁ ରାଜ୍ୟ ସମ୍ପାଦିକା ସନ୍ଧ୍ୟା...
କ.ନୂଆଗାଁ ପଞ୍ଚାୟତ ସମିତି ବୈଠକରେ ସୀମିତ ରହିବନି ତ ବିକାଶ କାର୍ଯ୍ୟକ୍ରମ?ଆଉ କେତେଦିନ ବିକାଶ...
କ.ନୂଆଗାଁ-୨୪.୦୬(ଓଡିଆ ପୁଅ/ବେଣୁଧର ପଟ୍ଟନାୟକ) କ.ନୂଆଗାଁ ପଞ୍ଚାୟତ ସମିତି ତରଫରୁ ବ୍ଲକ୍ ସଭାଗୃହ ଠାରେ ଗତ ତା୨୧.୦୬.୨୦୧୯ରିଖ ରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର...
ମୁସଲମାନ ଯୁବକକୁ ପିଟିପିଟି ଲଗାଇଲେ ‘ଜୟ ଶ୍ରୀରାମ’ ନାରା, ଚିକିତ୍ସା ସମୟରେ ମୃତ୍ୟୁ
ଘଟଣା ସମ୍ପର୍କିତ ଅନେକ ଭିଡ଼ିଓ ସାମନାକୁ ଆସିଛି। ଗୋଟିଏ ଭିଡ଼ିଓରେ ଲୋକ ତାକୁ ଲାଠିରେ ପିଟୁଥିବା ନଜର ଆସୁଛି ଏବଂ ସେ ବଞ୍ଚାଇବା ପାଇଁ କାକୁତି ମୀନତୀ କରୁଛି। ଦ୍ୱିତୀୟ ଭିଡ଼ିଓରେ ଭୀଡ଼...
୬୦୦ ଫୁଟ ତଳକୁ ଘାଟିରୁ ଖସିଲା ଟେମ୍ପୋ ୭ ମୃତ, ୨ଗୁରୁତର
ଜାମ୍ମୁ ୨୪-୬ (ଓଡ଼ିଆ ପୁଅ): ରାଜୌରୀ ଜିଲ୍ଲାର ବୁଦ୍ଧଲ ପୁଲିସ ଥାନା ଅନ୍ତର୍ଗତ କେବାଲ ମୋଡ଼ ନାମକ ସ୍ଥାନରେ ଏକ ସଡ଼କ ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଦୁଇଜଣ ଗୁରୁତର...







