Home ଆନ୍ତର୍ଜାତୀୟ ଅର୍ଡର ଦେଇ ଯିବା ପାଇଁ ସୁରକ୍ଷା କର୍ମୀଙ୍କୁ ଭିକ୍ଷା ମାଗୁଛି ମା’

ଅର୍ଡର ଦେଇ ଯିବା ପାଇଁ ସୁରକ୍ଷା କର୍ମୀଙ୍କୁ ଭିକ୍ଷା ମାଗୁଛି ମା’

236

ମେକ୍ସିକୋ,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ସୁନ୍ଦର ଜୀବନ କାଟିବା ପାଇଁ ପ୍ରତିବର୍ଷ ମେକ୍ସିକୋ ବର୍ଡର ଦେଇ ମଧ୍ୟ ଆମେରିକା କୁ ବିପୁଳ ସଂଖ୍ୟାରେ ଶରଣାର୍ଥୀ ଆସିଥାନ୍ତି । ଏହାଦ୍ବାରା କିଛି ଜଣ ସଫଳ ହୋଇଥାନ୍ତି । କିଛି ସୁରକ୍ଷା କର୍ମୀଙ୍କ ଦ୍ବାରା ଧରାପଡିଯାଆନ୍ତି । ଆଉ କିଛି ନିଜ ଜୀବନ ମାରନ୍ତି । ମାତ୍ର ଏବେ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ଜଣେ ମା ୬ ବର୍ଷ ର ପିଲା ସହ ମେକ୍ସିକୋ ନ୍ୟାସନାଲ ଗାର୍ଡ ଙ୍କୁ ବର୍ଗର ପାର ହେବାକୁ ନେହୁରା କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.