Home ଓଡ଼ିଶା କଶ୍ମୀର ସୀମାରେ ୨ ଆତଙ୍କବାଦୀ ନିପାତ

କଶ୍ମୀର ସୀମାରେ ୨ ଆତଙ୍କବାଦୀ ନିପାତ

122

ଜାମ୍ମୁ କାଶ୍ମୀର, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ଜାମ୍ମୁ କାଶ୍ମୀର ର ସୋପିଆନ ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ଫଳରେ ଏନକାଉଣ୍ଟରରେ ଜୈଶ-ଇ-ର ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ବୋନା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ସଫା ହୋଇଛନ୍ତି। ସେହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ପରେ ସେଠାରେ ସର୍ଚ୍ଚ ଅପରେସନ କରାଯାଇଥିଲା। ବର୍ତ୍ତମାନ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ କରାଯାଇ ସେଠାରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.