Home ଓଡ଼ିଶା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୭ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୭ ଆହତ

184

ମୟୁରଭଞ୍ଜ, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ସକାଳେ ମୟୁରଭଞ୍ଜ ବାଙ୍ଗିରିପୋଷି ବାମନ ଘାଟି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଫଳରେ ଏକ ବୋଲେରକୁ ପଛପଟୁ ଟ୍ରକ ଧକ୍କା ଦେଇଛି।

ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଆହତ ସମସ୍ତ ୭ ଜଣଙ୍କୁ ରଘୁନାଥ ମୁର୍ମୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତକ ମାନେ ବାଙ୍ଗିରିପୋଷି ହାଣଦା ଗାଁର ରଞ୍ଜିତ ସାହୁ ଓ ଶିବୁ ସାହୁ।

ଅନ୍ୟ ପକ୍ଷରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.