Home ଓଡ଼ିଶା ଏବେ ଗୋଟିଏ ହ୍ବାଟସ ଆପ୍ ଆକାଉଣ୍ଟକୁ ବିଭିନ୍ନ ଡିଭାଇସରେ କରିହେବ ଅପରେଟ୍

ଏବେ ଗୋଟିଏ ହ୍ବାଟସ ଆପ୍ ଆକାଉଣ୍ଟକୁ ବିଭିନ୍ନ ଡିଭାଇସରେ କରିହେବ ଅପରେଟ୍

282

ନୂଆଦିଲ୍ଲୀ,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବର୍ତମାନ ମଲ୍ଟି ମିଡ଼ିଆ ମେସେଜିଂ ଆପରେ ହ୍ବାଟସ ଆପ୍ ନିଜର ଏକ ସ୍ବତନ୍ତ୍ର ସ୍ଥାନ କବଜା କରିପାରିବାରେ ସଫଳ ହୋଇପାରିଛି । ଏହାସହ ଦିନକୁ ଦିନ ଏହାର ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ ହେଉଛି ।

ତେବେ ହ୍ବାଟସ ଆପ୍ ଏବେ ଏଥିରେ ଏକ ନୂଆ କାମ କରିବାକୁ ଯାଉଛି । ବ୍ୟବହାରକାରୀ ଗୋଟିଏ ଆକାଉଣ୍ଟକୁ  ମଲ୍ଟି ପଲ୍ ଡିଭାଇସରେ ଅପରେଟ କରିପାରିବେ । ବହୁତ ଜଲଦି ହ୍ବାଟସ ଆପ୍ ବ୍ୟବହାର କାରୀ ଏହାର ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.