Home ଓଡ଼ିଶା ପବଜି ନେଲା ଜୀବନ

ପବଜି ନେଲା ଜୀବନ

662

କଶ୍ମୀର, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଏବେ ସାରା ଦେଶରେ ପବଜି ଏକ ନିଶା ପାଲଟିଛି। ବିଶେଷ ଭାବରେ ଏହା କମ୍ ବୟସ ପିଲାଙ୍କୁ ବେଶି ଆକୃଷ୍ଟ କରୁଛି।ଏହାରି ଭିତରେ ଏହି ଗେମ୍ ପାଇଁ ଗତକାଲି ଜଣେ ଯୁବକ ର ଜୀବନ ଯାଇଛି।

ସୂଚନା ଅନୁସାରେ, ଅସୀମ ବସିର ନାମକ ଜଣେ ୧୯ ବର୍ଷ ର ଯୁବକ ନିଜ ସାଙ୍ଗ ଘରକୁ ଯାଇ ଏହି ଗେମ୍ ଖେଳୁଥିଲା। ୨୫ ଓ ୨୬ ତାରିଖ ଯାଏଁ ସେ ଏହା ଖେଳୁଥିଲା। ପରେ ସକାଳେ ଅସୀମ ବନ୍ଧୁ ର ବାପା ମା ସକାଳ ଜଳଖିଆ ପାଇଁ ଡାକିବାକୁ ଗଲାପରେ ଦେଖିଲେ ସେ ବେହୋସ୍ ହୋଇ ପଡିଛି। ତାପରେ ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.