Home ଓଡ଼ିଶା କିଏ ହେବ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ?

କିଏ ହେବ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ?

288

ନୂଆଦିଲ୍ଲୀ,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ୧୯୮୩ ମସିହା ର ବିଶ୍ବକପ୍ ବିଜେତା କପିଲ୍ ଦେବ୍ ଭାରତୀୟ ଟିମ୍ ଆଗାମୀ କୋଚ ଚହଳ କରିବେ ବୋଲି ସୂଚନା ମିଳିଛି । କପିଲ୍ ଙ୍କ ସମେତ ଅଂଶୁମାନ ଗାୟକବାଡ ଓ ସାନ୍ତା ରଙ୍ଗାସ୍ବାମୀ ଏହି ଚୟନ କରିବେ ।

ଏଥିପାଇଁ ସାକ୍ଷାତକାର ୧୩ କିମ୍ବା ୧୪ ଅଗଷ୍ଟରେ କରାଯିବ । ଅନ୍ୟପଟେ ଏଥିପାଇଁ ଆବେଦନ ପ୍ରକ୍ରିୟା ୩୦ ଜୁଲାଇ ରହିଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.