Home ଓଡ଼ିଶା ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ମୁସଲିମ ମହିଳାଙ୍କୁ ଶୁଭେଚ୍ଛା – ଧର୍ମେନ୍ଦ୍ର ପ୍ରଧାନ

ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ମୁସଲିମ ମହିଳାଙ୍କୁ ଶୁଭେଚ୍ଛା – ଧର୍ମେନ୍ଦ୍ର ପ୍ରଧାନ

225

– ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମର୍ପିତ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୩୦ (ଓଡ଼ିଆ ପୁଅ) – ରାଜ୍ୟସଭାରେ ମଙ୍ଗଳବାର ଐତିହାସିକ ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ସମସ୍ତ ମୁସଲିମ ମାଆ ଭଉଣୀ ମାନଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣ ପ୍ରତି ସମର୍ପିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆଜି ତିନି ତଲାକ୍ ପରି ଋଢିବାଦ କୁପ୍ରଥା ମୁସଲିମ ମହିଳାଙ୍କ ସମ୍ମାନ ରକ୍ଷାରେ ଏକ ଅଭୁତପୂର୍ବ ନିୟମ ବ୍ୟବସ୍ଥା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.