Home ଅପରାଧ ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ

ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ

114

ଭୁବନେଶ୍ୱର, ୩୧/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ରାଜଧାନୀରେ ଅପରାଧ ଥମିବାର ନାଁ ଧରୁନି। ଗୋଟିଏ ଦିନରେ ୪ରୁ ଅଧିକ ଲୁଟ ଏବଂ ଡକାୟତି ଘଟଣା ସାମ୍ନାକୁ ଆସିଥିଲେ ହେଁ ପୋଲିସ ଉଚିତ୍ ପଦକ୍ଷେପ ନେଉ ନାହିଁ। କାଲି ଏକ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ସୁନା ଲୁଟିଥିବା ବେଳେ ପୁଣି ବିଳମ୍ବିତ ରାତିରେ ମହିମା ମୋର୍ଟସ ପାଖରେ ଘଟିଛି ଆଉ ଏକ ଡକାୟତି।

ରାଇରଙ୍ଗପୁର ଅଂଚଳର ଜଣେ ବ୍ୟକ୍ତି ଭିକି ଶର୍ମାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରି ଲହୁଲୁହାଣ କରିପକାଇଛନ୍ତି। ଏହାସହ ତାଙ୍କ ଠାରୁ ବିପୁଳ ପରିମାଣରେ ଅର୍ଥ ଲୁଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଏବେ ପୋଲିସ ଏହାର ଛାନଭିନ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.