Home ଓଡ଼ିଶା ୪ ଅଗଷ୍ଟ ଯାଏଁ ଅମରନାଥ ଯାତ୍ରା ସ୍ଥଗିତ

୪ ଅଗଷ୍ଟ ଯାଏଁ ଅମରନାଥ ଯାତ୍ରା ସ୍ଥଗିତ

127

ଜାମ୍ମୁକାଶ୍ମୀର, ୩୧ା୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): କିଛି ଦିନ ପୂର୍ବରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି।

ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଏବେ ୪ ଅଗଷ୍ଟ ଯାଏଁ ସ୍ଥଗିତ ରହିଛି ଅମରନାଥ ଯାତ୍ରା। ତେବେ ପ୍ରବଳ ବର୍ଷା ଯୋଗୁଁ ଜମ୍ମୁରେ ତୀର୍ଥଯାତ୍ରୀମାନେ ଆଗକୁ ଯାଇପାରୁ ନଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.