Bureau
କଂଗ୍ରେସ ନେତା କରଣ ସିଂହଙ୍କ ଆବାସରେ ନିଯୁକ୍ତ ପୁଲିସ କର୍ମୀ ନିଜକୁ ମାରିଲା ଗୁଳି,...
ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) : ନୂଆ ଦିଲ୍ଲୀର ଚାଣକ୍ୟପୁରୀରେ କଂଗ୍ରେସ ନେତା କରଣ ସିଂହଙ୍କର ଆବାସରେ ନିଯୁକ୍ତ ଜଣେ ପୁଲିସ କର୍ମୀ କଥିତ ରୂପରେ ନିଜକୁ ଗୁଳି ମାରବାରୁ ଗୁରୁତର...
ଶ୍ରାବଣ ମାସ ତୃତୀୟ ସୋମବାର, ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ
ଭୁବନେଶ୍ଵର,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ଦେବ ଦେବ ମହାଦେବଙ୍କୁ ଜଳ ଲାଗି ପାଇଁ ଶୈବାଳୟରେ ଲାଗିଛି କାଉଡ଼ିଆଙ୍କ...
ଶ୍ରୀନଗରରେ ଅଧା ରାତିରୁ ଲାଗିଲା ୧୪୪ ଧାରା: ଗୃହ ବନ୍ଦୀ ହେଲେ ଉମାର, ସୁରକ୍ଷା...
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ପ୍ରଶାସନ ତରଫରୁ ରାତି ଅଧରୁ ଧାରା ୧୪୪ ଲାଗୁ କରାଯାଇଛି। ଶ୍ରୀନଗରରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି।...
୫ ଅଗଷ୍ଟ ଜାମ୍ମୁ ବିଶ୍ଵବିଦ୍ୟାଳୟ ଛୁଟି ଘୋଷଣା: ସମସ୍ତ ପରୀକ୍ଷା ଆଗକୁ ଘୁଞ୍ଚାଇ ଦିଆଗଲା
ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ୫ ଅଗଷ୍ଟ ଜାମ୍ମୁ ବିଶ୍ଵବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି ଓ ସ୍ନାତକ ଏବଂ ସ୍ନାତକୋତ୍ତରର ସମସ୍ତ ପରୀକ୍ଷା ୫ ଅଗଷ୍ଟ, ୨୦୧୯ ହେବ ନାହିଁ। ତାଜା...
କାଶ୍ମୀର: ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ଧାରା ୧୪୪ ଲାଗୁ
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ପ୍ରଶାସନ ତରଫରୁ ଧାରା ୧୪୪ ଲାଗୁ କରାଯାଇଛି। ୫ ଅଗଷ୍ଟ ସୋମବାର ଠାରୁ ଧାରା ୧୪୪...
ସାବଧାନତା ଦୃଷ୍ଟିରୁ ଜାମ୍ମୁରେ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ୍ ଏବଂ କଲେଜ୍...
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ସାବଧାନତା ଦୃଷ୍ଟିରୁ ଜାମ୍ମୁରେ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ୍ ଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ପ୍ରଶାସନ ତରଫରୁ ଜାମ୍ମୁର ଜେପୁଟି...
କାଶ୍ମୀରରେ ଆଂଶିକଭାବେ ଇଣ୍ଟରନେଟ ସେବା ବନ୍ଦ
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଶୁକ୍ରବାରଦିନ ସେନା ଅମରନାଥ ଯାତ୍ରା ମାର୍ଗ ନିକଟରେ ଥିବା ଆତଙ୍କବାଦୀମାନଙ୍କ ଆଡ୍ଡା ପାକିସ୍ତାନରେ ବନିଥିବା ବାରୁଦ ସୁଡ଼ଙ୍ଗ (ଲ୍ୟାଣ୍ଡମାଇନ) ଏବଂ ଆମେରୀକାର ସ୍ନାଇପର ଗନ ମିଳିବାର...
ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ – ଖରାବ ପାଗ ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ –...
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ଆମେରୀକାର ଫ୍ଲୋରିଡ଼ାରେ ଖେଳାଯାଉଛି। ଖରାବ ପାଗ ଯୋଗୁ ବର୍ତ୍ତମାନ ମ୍ୟାଚ୍ କୁ ରୋକି ଦିଆଯାଇଥିଲା। ମ୍ୟାଚ୍ ରୋକିବା ବେଳକୁ ୱେଷ୍ଟ...
କଶ୍ମୀରରେ ଇଣ୍ଟରନେଟ ବନ୍ଦ
ଜମ୍ମୁ କାଶ୍ମୀର,୦୪/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): କଶ୍ମୀରରେ ରାଜନୀତିକ ହଇଚଈ ମଧ୍ୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏହାକୁ ନେଇ ପିଡିପି ମୁଖ୍ୟ ମେହବୁବ୍ବା ମୁଫତୀ ଓ ଏନସି ନେତା ଉମ୍ର ଅବଦୁଲ୍ଲା...
ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ : ଖରାବ ପାଗ ଯୋଗୁ ରୋକିଲା ମ୍ୟାଚ୍: ଯଦି...
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ଆମେରୀକାର ଫ୍ଲୋରିଡ଼ାରେ ଖେଳାଯାଉଛି। ଖରାବ ପାଗ ଯୋଗୁ ବର୍ତ୍ତମାନ ମ୍ୟାଚ୍ କୁ ରୋକି ଦିଆଯାଇଛି। ମ୍ୟାଚ୍ ରୋକିବା ବେଳକୁ ୱେଷ୍ଟ...
ମୁଖ୍ୟମନ୍ତ୍ରୀଙ୍କ ଆଦେଶ : ରାତି ୮ଟା ପରେ ମଦ ଦୋକାନ ଖୋଲା ରହିଲେ କାର୍ଯ୍ୟାନୁଷ୍ଠାନ
ଜୟପୁର ୪-୮ (ଓଡ଼ିଆ ପୁଅ) ରାତି ୮ଟା ପରେ ମଦ ଦୋକାନ ଖୋଲା ରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହିପରି ଶକ୍ତ ଆଦେଶ ଦେଇଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ। ମଦ ଦୋକାନଗୁଡ଼ିକୁ ରାତି...
ବନ୍ୟା ପୀଡିତଙ୍କୁ ରନ୍ଧା ଖାଦ୍ୟ ପରଷିଲେ ଏହି ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ,୦୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ବଡ଼ୌଦରାରେ ଏବେ ଭୀଷଣ ବନ୍ୟା । ବନ୍ୟା ପୀଡ଼ିତଙ୍କ ପାଇଁ ବିଭିନ୍ନ ସ୍ଥାନରୁ ସହାୟତାର ହାତ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍ ଖେଳାଳି ୟୁସୁଫ...
ଆସନ୍ତା କାଲି ମୁମ୍ବାଇର ସ୍କୁଲ କଲେଜ୍ ବନ୍ଦ
ମୁମ୍ବାଇ ୪-୮ (ଓଡ଼ିଆ ପୁଅ) ପ୍ରବଳ ବର୍ଷାରେ ବେହାଲ୍ ମୁମ୍ବାଇ। ଜନ ଜୀବନ ଅସ୍ତବ୍ୟସ୍ତ। ଏହାକୁ ନଜରରେ ରଖି ବୃହନ୍ ମୁମ୍ବାଇ ନଗର ନିଗମ (ବିଏମସି) ସମସ୍ତ ପ୍ରାଇଭେଟ୍ ଏବଂ ସରକାରୀ ସ୍କୁଲ...
ରାଜଧାନୀ ଭୁବନେଶ୍ଵରରେ ୫ମ ଏନକାଉଣ୍ଟର
ଭୁବନେଶ୍ୱର, ୦୪/୮: (ଓଡିଆ ପୁଅ/ପଙ୍କଜିନୀ ନାୟକ): ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପଞ୍ଚମ ଥର ପାଇଁ ଏନକାଉଣ୍ଟର କରିଛି ପୋଲିସ।
ଖଣ୍ଡଗିରି ଥାନା ଭରତପୁର ଅଂଚଳରେ ଆଜି ଅପରାଧୀ ରବି ରାଓକୁ...
ଭାରତ ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ : ୱେଷ୍ଟ ଇଣ୍ଡିଜ୍ କୁ ୧୬୮ ରନ୍...
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଭାରତ ୨୦ ଓଭରରେ ପାଞ୍ଚ ୱିକେଟ ହରାଇ ୧୬୭ ରନ ବନାଇଛି। ଶେଲ୍ଡନ କଟରେଲ ଭାରତକୁ ବଡ଼ ଝଟକା ଦେଇଛନ୍ତି। ୨୮ ରନର ନିଜ ସ୍କୋରରେ...
କଂଗ୍ରେସ ସେବାଦଳ ସାଂଗଠନିକ ବୈଠକ
ଭୁବନେଶ୍ୱର ୪.୮ (ଓଡ଼ିଆ ପୁଅ) ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଏକ ସାଂଗଠନିକ ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ମନୋଜ ଜେନାଙ୍କ...
କଂଗ୍ରେସ ନେତା ଶ୍ରୀଧର ସାହୁଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ
ଭୁବନେଶ୍ୱର ୩.୮ (ଓଡ଼ିଆ ପୁଅ) – ଢେଙ୍କାନାଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ, ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ କଂଗ୍ରେସ ନେତା ଶ୍ରୀଧର ସାହୁଙ୍କ ବିୟୋଗରେ ଓଡିଶା...
ବେଦବ୍ୟାସ ପୀଠରେ ବାହାର ରାଜ୍ୟର ସାଧୁସନ୍ଥ
ରାଉରକେଲା ୪-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଚାଲିଛି ପବିତ୍ର ଶ୍ରାବଣ ମାସ। ପ୍ରତି ସୋମବାର କାଉଡ଼ିଆ ମାନେ ଶିବଲିଙ୍ଗରେ ଜଳାଭିଷେକ କରୁଥିବା ପ୍ରତ୍ୟେକ ଶୈବପୀଠରେ ଦେଖିବାକୁ ମିଳୁଛି। ଦକ୍ଷିଣ ରାଉରକେଲା ଅନ୍ତର୍ଗତ...
ପରିବା ବଜାରରେ ନିଆଁ!
ରାଉରକେଲା ୪-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଚାଲିଛି ଶ୍ରାବଣ ମାସ। ଏହି ପବିତ୍ର ମାସରେ ପ୍ରାୟ ପରିବାର ଆମିଷରୁ ମୁହଁ ଫେରାଇ ନେଇଥିବା ବେଳେ, ନିରାମିଷ ଖାଦ୍ୟ ପ୍ରତି ଅଧିକ ମାତ୍ରାରେ...
ଭାରତ – ୱେଷ୍ଟ ଇଣ୍ଡିଜ୍ ଟି-୨୦ – ଟସ ଜୀତି ବ୍ୟାଟିଂ କରିବାକୁ ନିଷ୍ପତି
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ୱେଷ୍ଟ ଇଣ୍ଡିଜ୍ ଏବଂ ଭାରତ ମଧ୍ୟରେ ତିନୋଟି ଟି-୨୦ ମ୍ୟାଚର ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋବାର୍ଡ ରିଜନାଲ ପାର୍କ ଷ୍ଟାଡ଼ିୟମ ଟର୍ଫ...



