Home ଓଡ଼ିଶା ଭାରତ – ୱେଷ୍ଟ ଇଣ୍ଡିଜ୍ ଟି-୨୦ – ଟସ ଜୀତି ବ୍ୟାଟିଂ କରିବାକୁ ନିଷ୍ପତି

ଭାରତ – ୱେଷ୍ଟ ଇଣ୍ଡିଜ୍ ଟି-୨୦ – ଟସ ଜୀତି ବ୍ୟାଟିଂ କରିବାକୁ ନିଷ୍ପତି

595

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ୱେଷ୍ଟ ଇଣ୍ଡିଜ୍ ଏବଂ ଭାରତ ମଧ୍ୟରେ ତିନୋଟି ଟି-୨୦ ମ୍ୟାଚର ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋବାର୍ଡ ରିଜନାଲ ପାର୍କ ଷ୍ଟାଡ଼ିୟମ ଟର୍ଫ ଗ୍ରାଉଣ୍ଡରେ ଖେଳା ଯାଉଛି।

ଭାରତ ଏହି ମ୍ୟାଚ୍ ରେ ଟସ ଜୀତିକରି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି। ଭାରତ ତିନୋଟି ମ୍ୟାଚର ଏହି ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ଜୀତିକରି ୧-୦ ରେ ଆଗୁଆ ଅଛି। ଭାରତ ପ୍ରଥମ ମ୍ୟାଚ୍ ରେ ୱେଷ୍ଟ ଇଣ୍ଡିଜ୍ କୁ ୪ ୱିକେଟରେ ହରାଇ ଥିଲା।

ଏହି ମ୍ୟାଚ୍ ରେ ଭାରତର ପ୍ଲେଇଙ୍ଗ ଇଲେଭେନ୍

ଭାରତ : ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲୀ (ଅଧିନାୟକ), ମନୀଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), କ୍ରୁଣାଲ ପାଣ୍ଡ୍ୟା, ରବୀଦ୍ର ଜାଡେଜା, ଭୁବନେଶ୍ଵର କୁମାର, ୱାଶିଙ୍ଗଟନ ସୁନ୍ଦର, ନବଦୀପ ସୈନୀ, ଏବଂ ଖଲୀଲ ଅହମ୍ମଦ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.