ad
ଓଡ଼ିଶା

ଭାରତ – ୱେଷ୍ଟ ଇଣ୍ଡିଜ୍ ଟି-୨୦ – ଟସ ଜୀତି ବ୍ୟାଟିଂ କରିବାକୁ ନିଷ୍ପତି

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ୱେଷ୍ଟ ଇଣ୍ଡିଜ୍ ଏବଂ ଭାରତ ମଧ୍ୟରେ ତିନୋଟି ଟି-୨୦ ମ୍ୟାଚର ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋବାର୍ଡ ରିଜନାଲ ପାର୍କ ଷ୍ଟାଡ଼ିୟମ ଟର୍ଫ ଗ୍ରାଉଣ୍ଡରେ ଖେଳା ଯାଉଛି।

ଭାରତ ଏହି ମ୍ୟାଚ୍ ରେ ଟସ ଜୀତିକରି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି। ଭାରତ ତିନୋଟି ମ୍ୟାଚର ଏହି ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ଜୀତିକରି ୧-୦ ରେ ଆଗୁଆ ଅଛି। ଭାରତ ପ୍ରଥମ ମ୍ୟାଚ୍ ରେ ୱେଷ୍ଟ ଇଣ୍ଡିଜ୍ କୁ ୪ ୱିକେଟରେ ହରାଇ ଥିଲା।

ଏହି ମ୍ୟାଚ୍ ରେ ଭାରତର ପ୍ଲେଇଙ୍ଗ ଇଲେଭେନ୍

ଭାରତ : ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲୀ (ଅଧିନାୟକ), ମନୀଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), କ୍ରୁଣାଲ ପାଣ୍ଡ୍ୟା, ରବୀଦ୍ର ଜାଡେଜା, ଭୁବନେଶ୍ଵର କୁମାର, ୱାଶିଙ୍ଗଟନ ସୁନ୍ଦର, ନବଦୀପ ସୈନୀ, ଏବଂ ଖଲୀଲ ଅହମ୍ମଦ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top