Bureau
ବିଜୟ ଶର୍ମା ହେଲେ ଡିଜିପି ଇନଚାର୍ଜ
ଭୁବନେଶ୍ୱର,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଗତକାଲି ଲୋକାୟୁକ୍ତ ସଦସ୍ୟ ଭାବେ ଡିଜିପି ଆର.ପି. ଶର୍ମାଙ୍କୁ ନିଯୁକ୍ତି ମିଳିବାକୁ ଥିବାବେଳେ ଆଜି ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ମିଳିଲା ଡିଜିପି ଇନଚାର୍ଜ...
ସୁଷମାଙ୍କ ପରେ ଏବେ ତାଙ୍କ ସଂପତ୍ତି ସମ୍ଭାଳିବ କିଏ ?
ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଦେଶର ପୂର୍ବ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ନିଧନ ହୋଇଛି। ଏଭଳି ଏକ ଦୁଃଖଦ ଖବର ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁଷାମ ସୋସିଆଲ...
ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟସଭା ସ୍ଥଗିତ
ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହୋଇଛି ରାଜ୍ୟସଭା। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟାନାଇଡୁ ଏନେଇ ଆଜି ଘୋଷଣା କରିଛନ୍ତି । ଚଳିତ ଅଧିବେଶନରେ ୩୫ଟି କାର୍ଯ୍ୟଦିବସ ରହିଥିବା...
ବହୁତ ଜଲଦି ଭାରତ ବଜାରରେ ପ୍ରବେଶ କରିବ ସାମସଙ୍ଗ ଗାଲାକ୍ସି ନୋଟ୍ ୧୦
ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ମୋବାଇଲ ଗ୍ରାହକଙ୍କ ପାଇଁ ସାମସଙ୍ଗ ଆଣି ଦେଉଛି ଖୁସି ଖବର। ସାମସଙ୍ଗ ପକ୍ଷରୁ ଦୁଇଟି galaxy note ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି।
୮ ଅଗଷ୍ଟରେ ସାମସଙ୍ଗର...
ଅପରେସନ ପରେ ପେଟରୁ ବାହାରିଲା ସୁନା
ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ପେଟରୁ ବାହାରିଲା ଦେଢ଼ କେଜି ଓଜନର ଗହଣା। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ସରକାରୀ ହସପିଟାଲରେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ପେଟରୁ...
କାଲି ଯୋଗ ଦେବେ ଆର୍ ପି ଶର୍ମା
ଭୁବନେଶ୍ଵର,୦୭/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆସନ୍ତାକାଲି ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟ ରେ ଯୋଗଦେବେ ଡିଜିପି ଆର୍ ପି ଶର୍ମା । ଅନ୍ୟପଟେ ଆଜି ଶ୍ରୀ ଶର୍ମାଙ୍କ ସ୍ବେଚ୍ଛାକୃତ ଅବସରକୁ ମଞ୍ଜୁରୀ ମିଳିପାରେ ବୋଲି...
ଗୋଟିଏ ବର୍ଷରେ ଦିଲ୍ଲୀ ହରାଇଲା ୩ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ବିୟୋଗ ଘଟିଛି । ସୁଷମା ସ୍ୱରାଜଙ୍କୁ ଭାରତୀୟ ଜନତା ପାର୍ଟିର ଜଣେ ଶକ୍ତିଶାଳୀ ନେତ୍ରୀ ଭାବେ ଗଣତି କରାଯାଉଥିଲା...
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
ଭୁବନେଶ୍ୱର, ୦୭/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ବୋର୍ଡ କାର୍ଯ୍ୟାଳୟରେ ବୋର୍ଡ ସଭାପତି ପରୀକ୍ଷାଫଳ ପ୍ରକାଶ କରିଥିବା ବେଳେ ପରୀକ୍ଷାରେ...
ସୁଷମାଙ୍କ ବିଷୟରେ ଲାଲକୃଷ୍ଣ ଆଡଭାନୀ କହିଲେ ଏମିତି କଥା
ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ବିୟୋଗ ଘଟିଛି । ନୂଆଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ...
ଦିନ ୩ଟାରେ ହେବ ସୁଷମାଙ୍କ ଶେଷକୃତ୍ୟ ସଂପନ୍ନ
ନୂଆଦିଲ୍ଲୀ , ୦୭/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଉ ନାହାନ୍ତି ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ । ତାଙ୍କ ମୃତ୍ୟୁରେ ସାରା ଦେଶ ମିୟମ୍ରାଣ ହୋଇପଡ଼ିଥିବା...
ପାକିସ୍ତାନର ଇସ୍ଲାମାବାଦରେ ଲାଗିଲା ଭାରତ ସମର୍ଥକ ବ୍ୟାନର, ଲେଖାଯାଇଥିଲା – ମହା-ଭାରତ ଏକ ପଦକ୍ଷେପ...
ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ପାକିସ୍ତାନରେ ଲାଗିଲା ବ୍ୟାନର। ଏହା ଉପରେ ଲେଖାଯାଇଥିଲା, 'ଆଜି ଜାମ୍ମୁ-କାଶ୍ମୀର ନେଇଛନ୍ତି, କାଲି ବଲୁଚିସ୍ଥାନ, ପିଓକେ ନେବେ। “ମୋତେ ବିଶ୍ଵାସ କି ଦେଶର ପ୍ରଧାନମନ୍ତ୍ରୀ ଅଖଣ୍ଡ...
ବାପା ମା’ଙ୍କ ଅନିଚ୍ଛା ସତ୍ତ୍ବେ ପ୍ରେମ ବିବାହ କରିଥିଲେ ସୁଷମା
ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଭାରତୀୟ ଜନତା ପାର୍ଟିୀ ବରିଷ୍ଠ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିଧନ ହୋଇଛି। ସୁଷମା ଗତ ତିନି ଦଶକରୁ ବିଜେପିର ମୁଖ୍ୟ ମହିଳା...
ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ଶ୍ରେଷ୍ଠ କ୍ରୀଡାବିତ ସମ୍ମାନ
ଭୁବନେଶ୍ଵର,୦୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ପାଇଁ ଆସିଛି ସୁବର୍ଣ୍ଣ ବର୍ଷ। ଚଳିତ ବର୍ଷ ୫ଟି ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତି ସାରିଥିବା ଏହି ଦିବ୍ୟାଙ୍ଗ କ୍ରୀଡ଼ାବିତଙ୍କୁ ମଧ୍ୟ...
ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଉପରେ ମୋହର ମାରିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ , ୦୭/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଶେଷରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏବେ ଜମ୍ମୁକାଶ୍ମୀର ଓ ଲଦାଖ...
ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା
ମାଲକାନଗିରି,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଜଳବନ୍ଦୀ ହୋଇଯାଇଛି ମାଲକାନଗିରି। ମାଲକାନଗିରିରେ ଲଗାଣ ବର୍ଷା ଯୋଗୁ ବେହାଲ ହୋଇ ପଡିଛି ସ୍ଥିତି । ଜିଲ୍ଲାର ଏମଭି ୩୭, କୋରକୋଣ୍ଡା ଓ କାଙ୍ଗରକୋଣ୍ଡା ପୋଲ ଉପରେ ପାଣି...
ସିଙ୍ଗଲ ୱିଣ୍ଡୋ କମିଟି ରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ଵର,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):
ସିଙ୍ଗିଲ ଓ୍ଵିଣ୍ଡୋ କ୍ଲିଅରାନ୍ସ କମିଟି ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୫ଟି ସେକ୍ଟରରେ ୭ଟି ପ୍ରକଳ୍ପକୁ ଅନୁମୋଦନ...
ଡାକ ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ
ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଭାରତୀୟ ଡାକ ବିଭାଗ ପକ୍ଷରୁ ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଭାଗରେ ସମୁଦାୟ ୨୦୮୬ ଟି ପଦବୀରେ ନିଯୁକ୍ତି କରାଯିବ।...
ମୃତ୍ୟୁ ର ଏକ ଘଣ୍ଟା ପୂର୍ବରୁ ହରିଶ ସାଲଭେଙ୍କ ସହ କ’ଣ କଥା ହୋଇଥିଲେ...
ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ଆଇନଜୀବୀ ହରିଶ ସାଲଭେଙ୍କ ସହ କଥା ହୋଇଥିଲେ ସୁଷମା ସ୍ୱରାଜ । ପାକିସ୍ତାନ ଜେଲ୍ରେ ବନ୍ଦି ଥିବା କୁଲଭୂଷଣ ଯାଦବଙ୍କ ମାମଲାରେ...
ଆସୁଛି ସ୍ବିଗୀର ନୂଆ ପ୍ଲାନ
ନୂଆଦିଲ୍ଲୀ,୦୭/୦୮,( ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ବର୍ତ୍ତମାନ ମାର୍କେଟରେ ଅନେକ ଫୁଡ୍ ଡେଲିଭରୀ ଆପ୍ ଖୋଲିବା ସହ ପରସ୍ପର ମଧ୍ୟରେ ମାର୍କେଟରେ କଡ଼ା ଟକ୍କର ମଧ୍ୟ ଲାଗିଛି। କିନ୍ତୁ ଅଧିକାଂଶ ଲୋକମାନେ ଅନଲାଇନରେ ଖାଇବା...
ନୂତନ ବିଚାର ପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାଲିଗୁଡା, ୬/୮.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା କୋର୍ଟ ରେ ନୂତନ ଭାବେ ଯୋଗ ଦେଇଥିବା ନୂତନ ବିଚାର ପତି ଶୀତଲ ବର୍ଷା ଙ୍କୁ ବାଲିଗୁଡା ଓକିଲ ସଂଘ...





