Home ଓଡ଼ିଶା କାଲି ଯୋଗ ଦେବେ ଆର୍ ପି ଶର୍ମା

କାଲି ଯୋଗ ଦେବେ ଆର୍ ପି ଶର୍ମା

280

ଭୁବନେଶ୍ଵର,୦୭/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆସନ୍ତାକାଲି ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟ ରେ ଯୋଗଦେବେ ଡିଜିପି ଆର୍ ପି ଶର୍ମା । ଅନ୍ୟପଟେ ଆଜି ଶ୍ରୀ ଶର୍ମାଙ୍କ ସ୍ବେଚ୍ଛାକୃତ ଅବସରକୁ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ସେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଛନ୍ତି । ଏହାସହ ଭାରପ୍ରାପ୍ତ ଡିଜିପି ନିଯୁକ୍ତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.