Home ଓଡ଼ିଶା ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

186

ମାଲକାନଗିରି,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଜଳବନ୍ଦୀ ହୋଇଯାଇଛି ମାଲକାନଗିରି। ମାଲକାନଗିରିରେ ଲଗାଣ ବର୍ଷା ଯୋଗୁ ବେହାଲ ହୋଇ ପଡିଛି ସ୍ଥିତି ।  ଜିଲ୍ଲାର ଏମଭି ୩୭, କୋରକୋଣ୍ଡା ଓ କାଙ୍ଗରକୋଣ୍ଡା ପୋଲ ଉପରେ ପାଣି ବଢି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ମାଲକାନଗିରି-କାଲିମେଳା ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଛି । ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ସେପଟେ ମାଲକାନଗିରିରେ କିଛି ଦିନ ତଳେ ହୋଇଥିବା ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହୋଇଛି।

ଅନ୍ୟପଟେ ଏହି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.