Home ଓଡ଼ିଶା ମୃତ୍ୟୁ ର ଏକ ଘଣ୍ଟା ପୂର୍ବରୁ ହରିଶ ସାଲଭେଙ୍କ ସହ କ’ଣ କଥା ହୋଇଥିଲେ ସୁଷମା...

ମୃତ୍ୟୁ ର ଏକ ଘଣ୍ଟା ପୂର୍ବରୁ ହରିଶ ସାଲଭେଙ୍କ ସହ କ’ଣ କଥା ହୋଇଥିଲେ ସୁଷମା ?

887

ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ଆଇନଜୀବୀ ହରିଶ ସାଲଭେଙ୍କ ସହ କଥା ହୋଇଥିଲେ ସୁଷମା ସ୍ୱରାଜ । ପାକିସ୍ତାନ ଜେଲ୍‌ରେ ବନ୍ଦି ଥିବା କୁଲଭୂଷଣ ଯାଦବଙ୍କ ମାମଲାରେ ଲଢୁଛନ୍ତି ହରିଶ ସାଲଭେ । ସାଲଭେଙ୍କ ସହ ଗତକାଲି କଥା ହୋଇ ସୁଷମା କହିଥିଲେ, ଆସନ୍ତାକାଲି ଆସିବ ତମ ପ୍ରାପ୍ୟ ୧ ଟଙ୍କା ନେଇଯିବ ।

ଏକ ଟିଭି ଚ୍ୟାନେଲକୁ ସାଲଭେ କହିଛନ୍ତି କି, ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ସେ ସୁଷମାଙ୍କ ସହ କଥା ହୋଇଥିଲେ । ଆଉ ଦୁଇ ଜଣ ହସି ହସି କଥା ହୋଇଥିଲେ । ଆଜି ହରିଶ ସାଲଭେଙ୍କୁ ସୁଷମା ସ୍ୱରାଜ ତାଙ୍କ ଘରକୁ ଡାକିଥିଲେ । କହିଥିଲେ, କୁଲଭୂଷଣ ଯାଦବଙ୍କ ମାମଲାରେ ଆପଣ କେସ୍‌ ଜିତିଥିବାରୁ, ଆପଣଙ୍କ ପ୍ରାପ୍ୟ ଏକ ଟଙ୍କା ନେଇଯିବେ । ସାଲଭେ ହସି ହସି କହିଥିଲେ, ନିଶ୍ଚିତ ମୋତେ ସେହି ଏକ ଟଙ୍କା ନେବା ନିହାତି ଆବଶ୍ୟକ । ସୁଷମା କହିଥିଲେ, ଠିକ୍‌ ଅଛି ସଂଧ୍ୟା ୬ଟାରେ ଆସିବ ଏକ ଟଙ୍କା ନେଇଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.