Home ଓଡ଼ିଶା ଆଦିତ୍ୟ ପ୍ରସାଦଙ୍କୁ ମିଳିଲା ନୂଆ ଦାୟିତ୍ବ

ଆଦିତ୍ୟ ପ୍ରସାଦଙ୍କୁ ମିଳିଲା ନୂଆ ଦାୟିତ୍ବ

138

ଭୁବନେଶ୍ୱର, ୧୪ା୮(ଓଡ଼ିଆ ପୁଅ /ପଙ୍କଜି ନାୟକ): ରାଜ୍ୟ ନିର୍ବାଚନ କମିଶନର ହେବେ ଆଦିତ୍ୟ ପାଢ଼ୀ । ଖୁବଶୀଘ୍ର ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେବେ ଆଦିତ୍ୟ ପାଢ଼ୀ । ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ୧୯୮୩ ବ୍ୟାଚ ଆଇଏଏସ ଅଫିସର ଥିଲେ ଆଦିତ୍ୟ ପାଢ଼ୀ । ୩୦ନଭେମ୍ବର ୨୦୧୫ରୁ ସେ ମୁଖ୍ୟ ଶାସନ ସଚିବ ।

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଏବେ ଉନ୍ନୟନ କମିସନର ଅଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅସିତ । ଅସିତ କେବିକେ କମିସନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.