Home ଓଡ଼ିଶା ଆୟୋଜିତ ହେବ ଟିକଟକ ଫେଷ୍ଟିଭାଲ

ଆୟୋଜିତ ହେବ ଟିକଟକ ଫେଷ୍ଟିଭାଲ

348

ପୁନେ,୧୪/୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଟିକଟକକୁ ନେଇ ଆପଣଙ୍କର ଯାହାବି ଧାରଣା ଥାଉ ନା କାହିଁକି ଗୋଟିଏ କଥା ତ ଆପଣଙ୍କୁ ନିଶ୍ଚୟ ମାନିବାକୁ ପଡିବ ଯେ ଏହି ଆପ ଆମକୁ ଏପରି ଟ୍ୟାଲେଣ୍ଟକୁ ଦେଖିବାର ସୁଯୋଗ ଦେଇଛି ଯାହାକୁ ଆମେ କେବେବି ଦେଖି ପାରିନଥାନ୍ତୁ । ଆଜି ପ୍ରାୟତଃ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ରହିଛି ଏବଂ ଟିକଟକ ସମସ୍ତଙ୍କ ଭିତରେ ଲୁଚି ରହିଥିବା ଆକ୍ଟର,ଡ୍ୟାନ୍ସର ଏବଂ ଷ୍ଟଣ୍ଟର ମାନଙ୍କୁ ଏକ ମଞ୍ଚ ଦେଇଛି ।

ଟିକଟକ ଜରିଆରେ ଏମାନଙ୍କୁ ମଧ୍ୟରୁ ଅନେକ ପପୁଲାର ମଧ୍ୟ ହୋଇ ସାରିଛନ୍ତି । ସବୁଠାରୁ ଆଗ୍ରହର କଥା ଏହା ଯେ ପୁଣେରେ ବର୍ତ୍ତମାନ ଟିକଟକ ଫିଲ୍ମ ଫେଷ୍ଟିଭାଲ ମଧ୍ୟ ଅଆୟୋଯିତ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.