Home ଓଡ଼ିଶା ମୁହଁ ଖୋଲିଲେ ରଞ୍ଜୀବ ବିଶ୍ବାଳ

ମୁହଁ ଖୋଲିଲେ ରଞ୍ଜୀବ ବିଶ୍ବାଳ

179

ଭୁବନେଶ୍ୱର, ୧୪ା୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ଯେ,  ମୁଁ ଏବେ କଂଗ୍ରେସ ଦଳରେ ଅଛି । ଯେତେବେଳେ ଯାଏଁ ଭଲ ଲାଗିବ ମୁଁ ଦଳରେ ରହିବି ।

ଏହାଛଡା କୌଣସି ଦଳ ଟଙ୍କା ଯାଚିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପିସିସି ସଭାପତି ହେବାକୁ ତାଙ୍କର ଆଶା ନାହିଁ । ବର୍ତ୍ତମାନ କଂଗ୍ରେସର ବିପର୍ଯ୍ୟୟ ଆସିଛି । ବିଶ୍ୱସନୀୟ ନେତାଙ୍କୁ ନେଇ ଏକଜୁଟ ହେବାର ଆବଶ୍ୟକତା ରହିଛି । ଶେଷକୁ ସେ କହିଛନ୍ତି ଯେ ଗ୍ରାଉଣ୍ଡରେ ନେତା କାମ କରିବା ଦରକାର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.