Bureau
ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍ ବନ୍ଦ ହେଲା
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ଅପର ପକ୍ଷରେ ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ରାଜ୍ୟରେ ବନ୍ୟା ପରିସ୍ଥିତିର ଆଶଙ୍କା କରାଯାଉଥିଲା। ସେଥିପାଇଁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲି ଦିଆଯାଇଥିଲା। ଯାହା ଫଳରେ...
ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ...
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଅଛନ୍ତି ଦୁଇଜଣ ସାଂସଦ ବସନ୍ତ ପଣ୍ଡା...
ସିବିଏସଇ ପକ୍ଷରୁ ଏକ ବଡ଼ ଘୋଷଣା
ଭୁବନେଶ୍ଵର,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ରେ ପୁଣି ଏକ ବଡ଼ ପରିବର୍ତ୍ତନ ହୋଇଛି। ରିପୋର୍ଟ ଅନୁଯାୟୀ ଆସୁଥିବା ସର୍ତ୍ତ ୨୦୨୦ରୁ ସିବିଏସଇ୧୦ମ ବୋର୍ଡରେ ଗଣିତ ପରୀକ୍ଷା ହେବ।...
ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଡେପୁଟି ଏସ୍ ଆର୍ ସି ସୂଚନା ଦେଇଛନ୍ତି। ସେହିପରି ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ି...
କିପରି ହେବ ବୁଦ୍ଧି ପ୍ରଖର
ଭୁବନେଶ୍ଵର,୧୭/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ଜୀବନରେ ସବୁକିଛି ପାଇଯିବା ଆଶାରେ ଅନେକ ଲୋକ ଦିନରାତି କାମ କରିବାକୁ ପଛାଉନାହାନ୍ତି। ଦରକାର ଠାରୁ ଅଧିକ କାମ କରିବା ଏବଂ ଚିନ୍ତାରେ ରହିବା ଯୋଗୁଁ ମନୁଷ୍ୟ ମସ୍ତିଷ୍କ...
ସାମ୍ନାକୁ ଆସିଲା ନକଲୀ କ୍ଷୀର ବେପାର
ମାଲକାନଗିରି,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ମାଲକାନଗିରିରେ ନକଲି କ୍ଷୀର ବେପାର। ଦୋକାନରେ ଖୁଲମଖୁଲା ବିକ୍ରି ଚାଲିଛି ଏହି କ୍ଷୀର। ଉମରକୋଟ ଅଞ୍ଚଳରୁ ଆସିଛି ଏଭଳି ଘଟଣା। ସୀତାରାମ କଲାର ନାମକ ବ୍ୟକ୍ତି ଏକ ଦୋକାନରୁ...
ରାଉରକେଲା NIT କ୍ୱାର୍ଟର୍ସରୁ ପ୍ରଫେସର ଦମ୍ପତିଙ୍କ ମୃତଦେହ ଉଦ୍ଧାର
ରାଉରକେଲା ୧୭-୮ (ଓଡ଼ିଆ ପୁଅ) ରାଉରକେଲା ସ୍ଥିତ ଏନ୍ଆଇଟି ପରିସରରେ ଥିବା ଷ୍ଟାଫ୍ କ୍ୱାର୍ଟର୍ସରୁ ପ୍ରଫେସର ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦମ୍ପତ୍ତି ହେଉଛନ୍ତି ଏନ୍ଆଇଟିର ସହକାରୀ ପ୍ରଫେସର ଆର. ଜଲାନ୍...
କ୍ବାଟର୍ସରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର
ରାଉରକେଲା,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରାଉରକେଲାରେ NIT କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ମୃତକମାନେ ହେଲେ NIT ସହକାରୀ ପ୍ରଫେସର ଜୟ ବାଲା ଓ ତାଙ୍କ ପତ୍ନୀ । ଦୁଇ ଦିନ...
ଅନ୍ତଃସତ୍ତ୍ୱା ନବବଧୂଙ୍କୁ ହତ୍ୟା!
ଢେଙ୍କାନାଳ ୧୭-୮ (ଓଡ଼ିଆ ପୁଅ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରେ ଜଣେ ନବ ଗର୍ଭବତୀ ନବବଧୂଙ୍କୁ ହତ୍ୟା ଅଭିଯୋଗ ହୋଇଛି। ମିଳିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛିଯେ, ଯୌତୁକ ପାଇଁ ୪ ମାସ...
ଏହି ସ୍ଥାନରେ ଅଗଷ୍ଟ ୧୮ ରେ ପାଳିତ ହୁଏ ସ୍ବାଧୀନତା ଦିବସ
ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଚଳିତ ବର୍ଷ ଦେଶରେ ୭୩ତମ ସ୍ବାଧୀନତା ଦିବସ ଖୁବ୍ ଧୂମଧାମରେ ପାଳନ କରାଯାଇଛି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଦେଶରେ ଏପରି ଏମିତି ଏକ ଜିଲ୍ଲା ରହିଛି...
ଚର୍ଚ୍ଚାରେ ବିଗ୍ ବସ
ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ସବୁଠାରୁ ଅଧିକ ଟିଆରପି ପାଉଥିବା ସୋ ମାନଙ୍କ ମଧ୍ଯରେ ରିୟଲିଟି ସୋ’ ବିଗ୍ ବସ୍ ନିଜର ଏକ ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରିଛି । ସେପ୍ଟେମ୍ବର ମାସରେ...
ଯାତ୍ରା ହାସ୍ୟଭିନେତାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ
ଜଳେଶ୍ୱର ୧୭-୮ (ଓଡ଼ିଆ ପୁଅ) ଜଳେଶ୍ୱର ଭୋଗରାଇ ହାଟ ନିକଟରୁ ଏକ ଯାତ୍ରା ପାର୍ଟିର ହାସ୍ୟ ଅଭିନେତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍।
ସାମାନ୍ୟ ବଚସାକୁ ନେଇ ମାରପିଟ୍ ହୋଇଥିବା ଏବଂ ପରେ ଜଣେ...
ଠିକ୍ ଭାବରେ ଚିକିତ୍ସା ନ ହେବାରୁ ଶିଶୁର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର
କେନ୍ଦ୍ରାପଡା,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ମୃତ୍ୟୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା...
ଏହି ୩ ଓଡ଼ିଆ ପାଇବେ ‘ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନ’
ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ୨୦୧୯ର ‘ପ୍ରେସିଡେଣ୍ଟସ୍ ସାର୍ଟିଫିକେଟ୍ ଅଫ୍ ଅନର’ ଏବଂ ‘ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନ’ ରେ ସମ୍ମାନିତ ହେବେ ତିନି ଓଡିଆ ଭାଷା ବିଦ୍ବାନ। ସ୍ବାଧୀନତା ଦିବସ ଅବସରରେ...
ଜାତିସଂଘରେ ହତାଶ ହେଲା ପାକ୍
ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜାମ୍ମୁ-କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ବିରୋଧରେ ଜାତିସଂଘ ନିରାପତ୍ତା ପରିଷଦରେ ବୈଠକରେ ପାକିସ୍ତାନ ଓ ଚୀନକୁ ଝଟକା । ଏଥିସହ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗକୁ...
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁତର ଅସୁସ୍ଥ – ଅମିତ ଶାହା ଏମ୍ସ ପହଁଚିଲେ
ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ଦ୍ୱିପ୍ରହରରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତରଭାବେ ଅସୁସ୍ଥ। ବର୍ତ୍ତମାନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏମ୍ସ ପହଁଚିଥିବା ସୂଚନା ମିଳିଛି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହିତ...
ବିଶ୍ୱକଲ୍ୟାଣ ଶତରୁଦ୍ରାଭିଷେକ: ବେଦଧ୍ୱନୀରେ କମ୍ପିଲା ପରିବେଶ
ପିପିଲି ୧୬-୮ (ଓଡ଼ିଆ ପୁଅ) ପିପିଲି ନିକଟସ୍ଥ ରଇଁଶୋଲ ଗ୍ରାମସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଦେବ ମନ୍ଦିର ପରିସରରେ ନମକ ଚମକ ବିଧିରେ ଶତରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସୂର୍ଯ୍ୟାର୍ଘ୍ୟ ଦାନ, ପାର୍ଶ୍ୱ ଦେବତା ପୂଜନ,...
ଆସନ୍ତାକାଲି ଓଡିଶା ଗସ୍ତରେ ଆସି ବନ୍ୟା ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- କଳାହାଣ୍ଡି, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳ ସର୍ବେକ୍ଷଣ କରିବେ ଶ୍ରୀ ପ୍ରଧାନ
ଭୁବନେଶ୍ୱର, ୧୬/୦୮ (ଓଡ଼ିଆ ପୁଅ) : ଆସନ୍ତା କାଲି କେନ୍ଦ୍ର ପେଟ୍ରୋଲିୟମ ଓ ପାକୃତିକ...
ଭାରତ ଏକ ଦାୟିତ୍ଵ ସମ୍ପନ୍ନ ପରମାଣୁ ରାଷ୍ଟ୍ର : ରାଜନାଥ ସିଂହ- ଭବିଷ୍ୟତରେ କଣ...
- ପୋଖରାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
- ପ୍ରଥମେ ପରମାଣୁ ଅସ୍ତ୍ର ପ୍ରୟୋଗ ନ କରିବାର ସିଦ୍ଧାନ୍ତକୁ ଭାରତ କଡାକଡି ଭାବେ ପାଳନ କରୁଛି
ନୂଆ ଦିଲ୍ଲୀ ୧୬-୮...
ଭୁଟାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭-୧୮ ଅଗଷ୍ଟ ୨୦୧୯ରେ ଭୁଟାନକୁ ସରକାରୀ ଗସ୍ତରେ ଯାଉଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ତାଙ୍କ ବିବୃତିରେ ପ୍ରକାଶ କରିଛନ୍ତିଯେ, "ନୂଆ...







