Home ଓଡ଼ିଶା କ୍ବାଟର୍ସରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

କ୍ବାଟର୍ସରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

402

ରାଉରକେଲା,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରାଉରକେଲାରେ NIT କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ମୃତକମାନେ ହେଲେ NIT ସହକାରୀ ପ୍ରଫେସର ଜୟ ବାଲା ଓ ତାଙ୍କ ପତ୍ନୀ । ଦୁଇ ଦିନ କ୍ୱାର୍ଟର୍ସ ବନ୍ଦ ଥିଲା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ସେକ୍ଟର ୩ ଥାନା ପୋଲିସ ଉଦ୍ଧାର କରିଛି । ଏଥିସହ ଘଟଣାର ତଦନ୍ତ ଚଳାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.