Home ଜିଲ୍ଲା ପରିକ୍ରମା ଭାର୍ଗବୀ ଏବଂ ମଙ୍ଗଳା ନଈର ଉଛୁଳା ପାଣିରେ ଉବୁଡୁବୁ ପୁରା ଅଞ୍ଚଳ

ଭାର୍ଗବୀ ଏବଂ ମଙ୍ଗଳା ନଈର ଉଛୁଳା ପାଣିରେ ଉବୁଡୁବୁ ପୁରା ଅଞ୍ଚଳ

41

ପୁରୀ ୧୯-୮ (ଓଡ଼ିଆ ପୁଅ) ପୁରୀ ମଙ୍ଗଳାଘାଟ ବାଇପାସ ରାସ୍ତାର ମଙ୍ଗରାଜ ପୁରୁରୁ ଲୋକମାନଙ୍କୁ ଉଦ୍ଧାର କରାଯାଉଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଭାର୍ଗବୀ ନଦୀ ଓ ମଙ୍ଗଳା ନଈର ପାଣିରେ ଉବୁଟୁବୁ ହେଲା ପୁରା ଅଞ୍ଚଳ। ଅଣ୍ଟାଏ ଉଚ୍ଚାର ପାଣିରେ ରହିଯାଇଥିବା ଲୋକ ମାନଙ୍କୁ ଅଗ୍ନିଶମ କର୍ମଚାରୀ ମାନେ ପାଓ୍ବାର ବୋଟରେ ବାଇପାସ ରୋଡକୁ ଆଣୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.