Home ଓଡ଼ିଶା ପୁରୀ ଗସ୍ତରେ 5T ସଚିବ – କଲେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

ପୁରୀ ଗସ୍ତରେ 5T ସଚିବ – କଲେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

33

ପୁରୀ ୧୯-୮ (ଓଡ଼ିଆ ପୁଅ) ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଛନ୍ତି ଥିଲେ ୫T ସଚିବ। କେତେଦୂର କାର୍ଯ୍ୟ ଆଗକୁ ବଢିଛି ସେନେଇ ସମୀକ୍ଷା କରିଛନ୍ତି। ପୁରୀ ଜିଲ୍ଲାପାଳ ସାଥିରେ ଥିବାବେଳେ ତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ୫T ସଚିବ। ଖୁବ ଶୀଘ୍ର କାର୍ଯ୍ୟକୁ ସଫଳ ରୂପାୟନ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ବୋଲି ସୂଚନା ମିଳିଛି। ତେବେ ଏହି ସମୟରେ OBCC ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.