Home Top News ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୨୭୨ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୨୭୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୬ ମୃତ

52

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୨୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୧,୧୬୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୬,୯୯,୪୩୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୦୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୩,୨୭,୮୯୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬୬୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୨୮୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୩%

ଆରୋଗ୍ୟ ହୋଇଛନ୍ତି ୯୮.୫୮%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୯, ୪୦, ୪୮, ୧୪୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୧୫, ୫୩୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୮, ୨୧, ୮୮, ୨୮୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୧୫, ୨୩୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୮ ୧୦୩୮୫ ୧୨୯
ଆନ୍ଧ୍ରପ୍ରଦେଶ ୧୧୨୦ ୨୩୧୯୭୭୯ ୧୬୮ ୧୪୭୩୩
ଅରୁଣାଚଳ ପ୍ରଦେଶ ୧୩୩ ୬୬୧୦୨ ୩୨ ୨୯୬
ଆସାମ ୨୯୫୭ ୭୩୨୩୫୬ ୮୦୨୮
ବିହାର ୭୪୫ ୮୩୩୪୭୯ ୧୯୯ ୧୨୨୯୦
ଚଣ୍ଡିଗଡ଼ ୪୯୮ ୯୬୬୩୨ ୧୦୩ ୧୧୭୭
ଛତିଶଗଡ ୧୬୪୧ ୧୧୫୬୨୫୨ ୨୬୯ ୧୪୦୯୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୬୦
ଦିଲ୍ଲୀ ୬୧୪୬ ୧୯୫୯୨୧୫ ୨୦୯୪ ୨୬୪୧୧
୧୦ ଗୋଆ ୧୦୧୮ ୨୪୯୮୧୨ ୧୭୯ ୩୮୫୭
୧୧ ଗୁଜୁରାଟ ୨୯୩୫ ୧୨୫୩୩୬୧ ୪୫୧ ୧୦୯୯୬
୧୨ ହରିୟାଣା ୩୮୧୩ ୧୦୩୨୦୦୦ ୮୧୦ ୧୦୬୬୨
୧୩ ହିମାଚଳ ପ୍ରଦେଶ ୨୦୩୭ ୩୦୨୮୩୩ ୩୯୫ ୪୧୮୮
୧୪ ଜାମ୍ମୁ କାଶ୍ମୀର ୩୧୬୨ ୪୬୭୪୮୩ ୪୮୦ ୪୭୭୯
୧୫ ଝାଡଖଣ୍ଡ ୩୯୯ ୪୩୫୮୭୫ ୪୯ ୫୩୩୦
୧୬ କର୍ଣ୍ଣାଟକ ୯୭୭୭ ୩୯୮୮୪୧୭ ୧୧୦୦ ୪୦୨୦୪
୧୭ କେରଳ ୭୮୩୪ ୬୬୬୩୭୧୩ ୧୧୭୩ ୭୦୬୯୪
୧୮ ଲଦାଖ ୭୧ ୨୮୮୩୪ ୧୨ ୨୨୯
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୬୮୪ ୧୦୪୧୨୩୯ ୧୪୪ ୧୦୭୬୫
୨୧ ମହାରାଷ୍ଟ୍ର ୧୧୭୩୩ ୭୯୨୦୭୭୨ ୨୨୩୭ ୧୪୮୧୯୧
୨୨ ମଣିପୁର ୧୧୧ ୧୩୭୩୩୨ ୧୨ ୨୧୪୩
୨୩ ମେଘାଳୟ ୩୭୯ ୯୪୨୯୦ ୧୦୨ ୧୬୧୩
୨୪ ମିଜୋରାମ ୭୭୨ ୨୩୪୪୮୧ ୧୨୪ ୭୧୭
୨୫ ନାଗାଲାଣ୍ଡ ୨୩ ୩୫୦୮୭ ୭୭୬
୨୬ ଓଡ଼ିଶା ୨୩୯୨ ୧୩୧୨୯୦୧ ୪୫୨ ୯୧୬୧
୨୭ ପୁଡୁଚେରୀ ୩୨୬ ୧୭୦୦୨୮ ୮୯ ୧୯୬୭
୨୮ ପଞ୍ଜାବ ୧୫୮୫୬ ୭୪୭୧୦୧ ୧୭୮୭୪
୨୯ ରାଜସ୍ଥାନ ୪୪୦୭ ୧୨୯୦୧୫୭ ୪୦୪ ୯୬୦୩
୩୦ ସିକ୍କିମ୍ ୨୩୭ ୪୨୫୭୯ ୫୩ ୪୮୨
୩୧ ତାମିଲନାଡୁ ୬୨୨୯ ୩୫୧୭୮୩୦ ୮୧୦ ୩୮୦୩୩
୩୨ ତେଲେଙ୍ଗାନା ୨୭୯୪ ୮୨୪୩୬୦ ୪୭୬ ୪୧୧୧
୩୩ ତ୍ରିପୁରା ୧୧୦ ୧୦୬୬୦୭ ୧୬ ୯୩୮
୩୪ ଉତ୍ତରାଖଣ୍ଡ ୧୮୧୩ ୪୩୭୫୧୭ ୧୨୦ ୭୭୩୨
୩୫ ଉତ୍ତରପ୍ରଦେଶ ୪୬୫୯ ୨୦୮୯୨୮୯ ୭୮୪ ୨୩୫୯୨
୩୬ ପଶ୍ଚିମବଙ୍ଗ ୪୩୧୨ ୨୦୭୮୪୧୪ ୫୫୩ ୨୧୪୩୫
ମୋଟ ୧୦୧୧୬୬ ୪୩୬୯୯୪୩୫ ୧୩୯୦୦ ୫୨୭୨୮୯ ୩୦

କେରଳରେ ୬ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.