Bureau
ବୁଲୁଛନ୍ତି ହାତୀ ପଲ
ବଲାଙ୍ଗୀର,୨୭/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଗାଁ ମୁଣ୍ଡରେ ହାତୀ। ଘୂରି ବୁଲୁଛନ୍ତି ୩୦ ଟିକିଆ ହାତୀପଲ। ବଲାଙ୍ଗିର ଜିଲ୍ଲା ରାମୁଣ୍ଡ ଅଞ୍ଚଳରେ ହାତୀ ପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଏକର ଏକର...
୩୩ କେଭି ତାରରେ ଲାଗି ଜେଟ ବିମାନ ଦୁର୍ଘଟଣାଗ୍ରସ୍ତ
ଉତ୍ତରପ୍ରଦେଶ,୨୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଉତ୍ତରପ୍ରଦେଶ ଅଲିଗଡ଼ରେ ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନ ବନ୍ଦରରେ ଅବତରଣ ବେଳେ ଦୁର୍ଘଟଣା ହୋଇଛି । ଏହି ବିମାନରେ ଥିବା ସମସ୍ତ ୬ ଜଣ ସୁରକ୍ଷିତ...
ବଡ଼ ସଡ଼କ ଦୁର୍ଘଟଣା ୧୬ ମୃତ : ଅନେକ ଆହତ
ଶାହଜହାଁପୁର ୨୭-୮ (ଓଡ଼ିଆ ପୁଅ) ଶାହଜହାଁପୁରରେ ମଙ୍ଗଳବାରଦିନ ବଡ଼ ଦୁର୍ଘଟଣା ଘଟିଛି। ଏନଏଚ-୨୪ ରେ ରୋଜାରୁ ସୀତାପୁର ଆଡ଼କୁ ଆସୁଥିବା ଜମୁକା ନିକଟରେ ଏକ ଟ୍ରକ ଟେମ୍ପୋକୁ ଧକ୍କା ଦେବା ଫଳରେ। ଟ୍ରକ...
ଖୋଲିଲା ୧୦ଟି ଗେଟ
ସମ୍ବଲପୁର,୨୭/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ । ଏହାକୁ ଦୃଷ୍ଟିରେ ରଖି ୧୦ଟି ଗେଟ୍ ଖୋଲାଯାଇଛି। ପ୍ରଥମେ ୬ଟି ଓ ପରେ ୪ଟି...
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିବଙ୍ଗତ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବଙ୍ଗତ ନେତା ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ପହଁଚିଛନ୍ତି। ପୂର୍ବରୁ ସେଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା...
ଚାର୍ଟାର୍ଡ ପ୍ଲେନ୍ କ୍ରାସ୍
ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଆଲିଗଡ଼ରେ ମଙ୍ଗଳବାରଦିନ ସକାଳେ ଦିଲ୍ଲୀରୁ ଆଲିଗଡ଼ ଆସୁଥିବା ଚାର୍ଟର୍ଡ ବିମାନ କ୍ରାସ୍ ହୋଇଯାଇଛି। ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେବାର କାରଣ ୧୧ ହଜାର ଭୋଲ୍ଟର ବିଜୁଳୀ...
ଆରଏସପିରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଦ୍ୟାର୍ଥୀଙ୍କ ଉତ୍ସାହପ୍ରଦ ଯୋଗଦାନ
ରାଉରକେଲା ୨୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜଳ ସଂରକ୍ଷଣ ମାସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉତ୍ସାହପ୍ରଦ ଯୋଗଦାନ ପରିଲକ୍ଷିତ ହୋଇଛି।...
ଗ୍ରୁପ ଡ଼ି ପଦବୀ ପୂରଣ ପାଇଁ ଦାବି କଲା ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ
ରାଉରକେଲା ୨୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ସରକାରୀ ହସ୍ପିଟାଲ ରାଉରକେଲାର ଲାଇପ ଲାଇନ କହିଲେ ଅତ୍ୟୁକ୍ତି ହେବନି। ମାତ୍ର ଦିନକୁ ଦିନ ଆରଜିଏଚରେ ଅବ୍ୟବସ୍ଥା ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି।...
ପିଡିଆଇଏସ ଛାତ୍ରଙ୍କ ସ୍ୱାଗତ ସମାରୋହ
ରାଉରକେଲା ୨୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦକ୍ଷିଣ ରାଉରକେଲା ମୋହିନୀ ବିହାର ସ୍ଥିତ ଚିନ୍ମୟ ଇନଷ୍ଟିଚ୍ୟୁଟ ଅଫ ଫାୟାର ଏଣ୍ଡ ସେଫଟି ଇଂଜିନିୟରିଙ୍ଗ ଇନଷ୍ଟିଚ୍ୟୁଟ ଠାରେ ପିଡ଼ିଆଇଏସରେ ୨୦୧୯-୨୦ ବର୍ଷର ଡିପ୍ଲୋମା...
ମାର୍କେଟ ରାସ୍ତାରେ କୃତିମ ବନ୍ୟା ! ଯାତାୟତରେ ବାଧା
ରାଉରକେଲା ୨୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦକ୍ଷିଣ ରାଉରକେଲା ଅଂଚଳର ଗଂଜୁ ମାର୍କେଟରେ ସାରନଗରୀ ସମେତ ଆଖପାଖ ଅଂଚଳର ଗ୍ରାହକଙ୍କ ଗହଳି ପ୍ରତିଦିନ ସକାଳେ ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଥାଏ। ଗ୍ରାହକମାନେ...
“ମୁଁ ଚାହେଁ ଓଡ଼ିଶାରୁ ମଦ ବନ୍ଦ ହେଉ” ଆମରଣ ଅନଶନର ୧୨ ଦିନରେ ରାଜସ୍ୱ...
ଭୁବନେଶ୍ୱର, ତା ୨୬ା୮ (ଓଡ଼ିଆ ପୁଅ) : ‘ପିପୁଲ ଫର ସେବା’ ତରଫରୁ ଅନଶନରେ ବସିଥିବା ଆଦିତ୍ୟ ଦାଶଙ୍କ ନେତୃତ୍ୱରେ ରାଜସ୍ୱ ପାଇଁ ଭିକ୍ଷା ମାଗି ସଂଗୃହୀତ ୮୯୪ ଟଙ୍କାର ଡ୍ରାପ୍ଟ ଓଡ଼ିଶା...
ବାଲିଗୁଡାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି
ବାଲିଗୁଡା, ୨୬/୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) - ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଡି.ବୁନ୍ଦା ଅଭିଯୋଗ ଶୁଣାଣି କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରତିକି...
ସେପ୍ଟେମ୍ବର ୧ରୁ ବିଜେପିର ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଆରମ୍ଭ...
- ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା
- ୩୭୦ ଧାରା ସମ୍ପର୍କରେ ସୂଚନା ଏବଂ ଧାରା ଉଚ୍ଛେଦ ପରବର୍ତ୍ତୀ ପରିବର୍ତ୍ତନକୁ ଦେଶର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଯିବ
-...
‘ପାଠାଗାର’ ଦ୍ୱାରା ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୫/୦୮ (ଓଡ଼ିଆ ପୁଅ) : ପାଠାଗାର, ୟୁନିଟ୍-୯ ଦ୍ୱାରା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଓ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ର ସହାୟତାରେ କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୩, ୟୁନିଟ୍-୯ସ୍ଥିତ ପ୍ରାଥମିକ...
ଭବିଷ୍ୟନିଧି ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୨୮ରେ
ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସର୍ବଭାରତୀୟ ଭବିଷ୍ୟନିଧି କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଦେଶବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ବିକ୍ଷୋଭର ୨୩ତମ ଦିବସରେ...
ଶ୍ରୀ ଶ୍ରୀ ରାଧାକୃଷ୍ଣ ସେବା ସମିତି ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ
ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସେକ୍ଟର-୧୫ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମି ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଶ୍ରୀ ଶ୍ରୀ ରାଧାକୃଷ୍ଣ ସେବା ସମିତି ପକ୍ଷରୁ...
କଲେଜରେ ହେବନି ନିର୍ବାଚନ! ନୂତନ ବିଦ୍ୟାର୍ଥୀ ନିରାଶ
ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଗତବର୍ଷ ତିତଲି ବାତ୍ୟା ଯୋଗୁ ରାଜ୍ୟ ସରକାର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦେଲେ। ଏଥର ମଧ୍ୟ ସ୍ଥିତି ସେଇଆ। ଏଥର...
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ
ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : କଇଁଥାବସା ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାସମାରୋହରେ ଜନ୍ନାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସରେ ଛାତ୍ରଛାତ୍ରୀମାନେ କୃଷ୍ଣ, ରାଧା, ସୁଦାମା...
ଦନ୍ତା ଆତଙ୍କ: ବୃଦ୍ଧ ମୃତ, ଦମ୍ପତ୍ତି ଗୁରୁତର
ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସୁନ୍ଦରଗଡ଼ରେ ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଛି। ଦନ୍ତାର ଉତ୍ପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ସଦର ଫରେଷ୍ଟ ରେଞ୍ଜରେ ଏକ...
ମାନବ ଅଧିକାର ତାଲିମ କାର୍ଯ୍ୟକ୍ରମ : ବିଭିନ୍ନ ବିଷୟରେ ଲେଖାଗଲା ୧୦ଟି ପିଟିସନ୍
ପିପିଲି ୨୬-୮ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ପିପିଲିରେ ମାନବିକ ଅଧିକାର ସମ୍ପର୍କିତ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ତାଲିମ...





