Home ଓଡ଼ିଶା ଖୋଲିଲା ୧୦ଟି ଗେଟ

ଖୋଲିଲା ୧୦ଟି ଗେଟ

608

ସମ୍ବଲପୁର,୨୭/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ । ଏହାକୁ ଦୃଷ୍ଟିରେ ରଖି ୧୦ଟି ଗେଟ୍‌ ଖୋଲାଯାଇଛି। ପ୍ରଥମେ ୬ଟି ଓ ପରେ ୪ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ରହିଛି ୬୨୩. ୬୫ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୧ଲକ୍ଷ ୮୮ହଜାର ୬୭୨ କ୍ୟୁସେକ୍‌ ଜଳ । ନିଷ୍କାସିତ ହେଉଛି ୧ଲକ୍ଷ ୧୬ହଜାର ୮୭୧ କ୍ୟୁସେକ୍‌ ଜଳ । ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ରହିଛି ୬୩୦ ଘନଫୁଟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.